Posted inଜାତୀୟ

ବସ୍‌ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ୩୦ ଆହତ

ମୁମ୍ବାଇ,୨୯ା୧୧: ମହାରାଷ୍ଟ୍ରର ଗୋଣ୍ଡିଆରେ ଏକ ଭୟଙ୍କର ବସ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହି ଘଟଣା ପଛର କାରଣ ବାଇକ୍‌କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ବସ୍‌ ନିୟନ୍ତ୍ରଣ ବାହାରକୁ ଯାଇଥିବା କୁହାଯାଉଛି।

ଗୋଣ୍ଡିଆ-କୋହମାରା ରାଜ୍ୟ ରାଜପଥରେ ଖଜ୍‌ରୀ ଗ୍ରାମ ନିକଟରେ ବାଇକ୍‌କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଶିବଶାହୀ ନାମକ ବସ୍‌ ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡ଼ିଥିଲା। ଯେତେବେଳେ ବସ୍‌ ଓଲଟି ପଡ଼ିଥିଲା, କିଛି ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ସବୁଠୁ ବଡ଼ ଆଟାକ୍‌ କଲେ ମୋଦି! ବିରୋଧୀ ଛାନିଆ…

ଭୁବନେଶ୍ୱର,୨୯।୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ଜୟ...

ଓଡ଼ିଆରେ ଏତେ ବଡ଼କଥା କହିଦେଲେ ମୋଦି

ଭୁବନେଶ୍ୱର,୨୯।୧୧: ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପହଞ୍ଚିବା ପରେ ସେ ଏୟାରପୋର୍ଟରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଭାଷଣ ଆରମ୍ଭରୁ ସେ ଓଡ଼ିଆରେ ସମ୍ବୋଦନ...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ବିମାନବନ୍ଦରରେ କରାଗଲା ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୯ା୧୧: ଶୁକ୍ରବାର ଅପରାହ୍ନରେ ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ୩ ଦିନିଆ ଓଡ଼ିଶା ଗସ୍ତରେ...

ଚିରାଗ ପାସଓ୍ବାନଙ୍କ ବଡ଼ ହୃଦୟ, ଦୁର୍ଘଟଣାରେ ଆହତ ଯୁବକଙ୍କୁ ନିଜ ଗାଡ଼ିରେ ନେଇଗଲେ ହସ୍ପିଟାଲ

ହାଜିପୁର,୨୯।୧୧: କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ପାଟନା ଠାରୁ ଦରଭଙ୍ଗା ଯାଉଥିଲେ। ଏହି ସମୟରେ ହାଜିପୁର-ମୁଜାଫରପୁର ଏନଏଚ-୨୨ରେ ସରାୟ ପୋଲିସ ଷ୍ଟେଶନର ମାନସପୁର ଗ୍ରାମ ନିକଟରେ...

ଶିନ୍ଦେ ହେବେ କେନ୍ଦ୍ର ମନ୍ତ୍ରୀ! ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚିତ୍ର ସ୍ପଷ୍ଟ କଲେ ଶିବସେନା ନେତା

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଉଛି। ମହାୟୁତିରେ ମୁଖ୍ୟମନ୍ତ୍ରୀ ଉପରେ ଆଲୋଚନା ପରେ ବର୍ତ୍ତମାନ ମନ୍ତ୍ରଣାଳୟକୁ ନେଇ ଏକ ସମସ୍ୟା ଦେଖାଦେଇଛି। ମହାୟୁତି, ଦେବେନ୍ଦ୍ର...

ମହାରାଷ୍ଟ୍ରରେ ବଦଳିଯିବ ନିର୍ବାଚନ ଫଳାଫଳର ଚିତ୍ର! କଂଗ୍ରେସ କରିଦେଲା ଏମିତି କାମ

ନୂଆଦିଲ୍ଲୀ,୨୯।୧୧: କଂଗ୍ରେସ ଶୁକ୍ରବାର ନିକଟରେ ଆୟୋଜିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଅଭିଯୋଗ କରି ନିର୍ବାଚନ ଆୟୋଗଙ୍କୁ ଏକ...

ପାକିସ୍ତାନ ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ, କହିଲେ ୨୦୩୪ ପର୍ଯ୍ୟନ୍ତ ମୋଦି ରହିବେ…

ଇସଲାମାବାଦ/ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ...

ମହାରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ, ଗାଁ’କୁ ପଳାଇଲେ ଏକନାଥ ସିନ୍ଦେ

ନୂଆଦିଲ୍ଲୀ,୨୯।୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସହଯୋଗୀ ବା ମହାୟୁତି, ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଗତ ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri