Categories: Video

ବାବୁ ମହଲ: ମୋବାଇଲ ନିଶା

ମୋବାଇଲ ଫୋନ ନିଶ୍ଚିତ ରୂପେ ଆଜିର ଯୁଗରେ ଏକ ଅପରିହାର୍ଯ୍ୟ ବସ୍ତୁ। ଏବେ ମୋବାଇଲ ଫୋନ ବିନା ନିଜର ଦୈନନ୍ଦିନ କାର୍ଯ୍ୟ କରିବା କଷ୍ଟ ସାପେକ୍ଷ। କଥା ହେବା ସହିତ ଇଣ୍ଟରନେଟ ମାଧ୍ୟମରେ ଚାଟିଙ୍ଗ କରିବା, ବ୍ରାଉଜିଙ୍ଗ କରିବା ଏବଂ ସୋସିଆଲ ମିଡିଆ ସହିତ ଯୋଡି ହେବାକୁ ସଭିଏଁ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି। ମାତ୍ର ଏହାର ବହୁଳ ବ୍ୟବହାର ଆମ ଉପରେ ଅନେକ କୁପ୍ରଭାବ ପକାଇଥାଏ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ ହେଉଛି ମୋବାଇଲ ନିଶା। ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।