ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହୋଇଛି। ୨୦୨୩ ଜୁଲାଇ ପରେ ପ୍ରଥମ ଥର ପାଇଁ ୨୦୨୪ ମାର୍ଚ୍ଚରେ ବିଶ୍ୱସ୍ତରରେ ଖାଦ୍ୟ ମୂଲ୍ୟରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ସଂଯୁକ୍ତ ରାଷ୍ଟ୍ରର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ)...
ଭୁବନେଶ୍ୱର,୬।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନୂଆ ମୋବାଇଲ ଓ ଓ୍ବେବ୍ସାଇଟ୍ ଶୁକ୍ରବାର ଉନ୍ମୋଚନ କରାଯାଇଛି। ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏହାର ଉନ୍ମୋଚନ କରିଛନ୍ତି। https://website.rbi.org.inରେ କିମ୍ବା ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା କ୍ୟୁଆର୍ କୋଡ୍ ମାଧ୍ୟମରେ ଲଗ୍ଇନ୍ କରିହେବ।...
ନୂଆଦିଲ୍ଲୀ,୫।୪: ହୁ ହୁ ହୋଇ ବଢୁଛି ପରିବା ଦାମ୍। ସେଥିରେ ଆଳୁ, ପିଆଜ ଓ ଟମାଟୋରେ ଲାଗୁନି ଲଗାମ। ସେଥିପାଇଁ ମାର୍ଚ୍ଚ ମାସରେ ଭେଜ୍(ନିରାମିଷ) ଥାଳିର ଦାମ ୭% ମହଙ୍ଗା ହୋଇଛି। ପିଆଜ, ଟମାଟୋ ଓ ଆଳୁର ଦାମ ବୃଦ୍ଧି...
Archives
Model This Week
ପିଲାଙ୍କ ଧରିତ୍ରୀ