ଭୁବନେଶ୍ୱର,୪।୪: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ୨୦୨୪ ଜାନୁଆରୀରେ ସର୍ବାଧିକ ମୋବାଇଲ ଗ୍ରାହକ ସଂଯୋଗ ଉଭୟ ଜାତୀୟ ଓ ଓଡ଼ିଶା ବଜାରରେ ଏକ ନମ୍ବର ସେବା ପ୍ରଦାନକାରୀର ମାନ୍ୟତା ବଜାୟ ରଖିଛି। ଉଲ୍ଲେଖଯୋଗ୍ୟ,ଟେଲିକମ ରେଗୁଲେଟୋରୀ ଅଥରିଟି...
ନୂଆଦିଲ୍ଲୀ,୪।୪: ଘରୋଇ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ସୁନା ଦର ଗତ କିଛି ସପ୍ତାହ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ସାଙ୍ଗକୁ ୟୁଏସ୍ ଡଲାରର ପଏଣ୍ଟ...
ନୂଆଦିଲ୍ଲୀ,୩।୪: ଭାରତରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ଆକଳନ କରିଛି ବିଶ୍ବବ୍ୟାଙ୍କ। ୨୦୨୪ରେ ଭାରତୀୟ ଅର୍ଥନୀତି ୭.୫% ହାରରେ ଅଭିବୃଦ୍ଧି କରିବ ବୋଲି ବିଶ୍ବବ୍ୟାଙ୍କ କହିଛି। ପୂର୍ବରୁ ଭାରତର ଅଭିବୃଦ୍ଧି ହାର ୬.୩% ଆକଳନ କରିଥିବା ବେଳେ ଏବେ ସଦ୍ୟ...
Archives
Model This Week
ପିଲାଙ୍କ ଧରିତ୍ରୀ