ଝାରସୁଗୁଡ଼ା

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତଙ୍କ ଆମରଣ ଅନଶନ

ଲଖନପୁର,୪।୧୧(ଡି.ଏନ୍‌.ଏ): ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ଲୋକଙ୍କୁ ୧୦ ଡିସିମିଲ ଘରଡ଼ିହ ଜମି ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଥିଲେ। ମାତ୍ର ସରକାରଙ୍କ କାଳବିଳମ୍ବ ଯୋଗୁ ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି । ଏହାର ପ୍ରତିବାଦରେ ଲଖନପୁର ତହସିଲ...

ତହସିଲ ସମ୍ମୁଖରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ସମ୍ମୁଖରେ ସୋମବାର ହୀରାକୁଦ ବୁଡି ଅଞ୍ଚଳ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମିତିର ସଭାପତି ବାସୁଦେବ ଭୋଇ, ସମ୍ପାଦକ ଗୋପୀନାଥ ମାଝି, ଉପଦେଷ୍ଟା ବିରଞ୍ଚି ସାହୁଙ୍କ ନେତୃତ୍ୱରେ ୧୪ ଦଫା...

ସ୍କୁଲ ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶାନ୍ତିନଗରର ରାଜକୁମାର ନାଏକଙ୍କ ଝିଅ ଲିଜା (୬)। ଖବରପାଇ ସ୍ଥାନୀୟ...

ଭାଲୁ ଆକ୍ରମଣ ବୃଦ୍ଧ ଗୁରୁତର

ଲଖନପୁର,୨।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମନିଜର ବାରିକ(୬୫ ) । ସୂଚନାଯୋଗ୍ୟ, ମନିଜର ଗ୍ରାମ ନିକଟ ଜଙ୍ଗଲକୁ ଶନିବାର କାଠ ଆଣିବା ପାଇଁ ଯାଇଥିଲେ।...

ନିଯୁକ୍ତି ବାଟ ଫିଟୁନି

ଝାରସୁଗୁଡ଼ା ଏକ ଶିଳ୍ପ ବହୁଳ ଜିଲା। ଏଠାରେ ପ୍ରାୟ ୧୧ଟି ବୃହତ୍‌ ଓ ମଧ୍ୟମ ଶ୍ରେଣୀର ଶିଳ୍ପାନୁଷ୍ଠାନ ରହିଛି। ମାତ୍ର ସରକାରଙ୍କ କୋହଳ ନୀତି ଯୋଗୁ ଅଞ୍ଚଳର ବେକାର ଯୁବତୀ ଯୁବକଙ୍କ ନିଯୁକ୍ତି ପାଇଁ ବାଟ ଫିଟି ପାରୁନାହିଁ। ଏବେ...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ ଶ୍ରେଣୀ ଛାତ୍ର ଆହତ ହୋଇଛନ୍ତି। ସେ ହେଲେ ଶିବ ଧୁରୁଆ। ତାଙ୍କ ଗାଲ,...

ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ଭାଇ ମୃତ, କ୍ଷତିପୂରଣ ଦାବିରେ ରାଜ୍ୟ ରାଜପଥ ଅବରୋଧ

ଝାରସୁଗୁଡା ଅଫିସ୍‌/ଲଖନପୁର,୨୫।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବଡମାଲ ଥାନା ଅଧୀନ ୧୦ ନଂ. ରାଜ୍ୟ ରାଜପଥ ଏସ୍‌ଏମ୍‌ସି ରାସ୍ତା ନିକଟରେ ଶୁକ୍ରବାର ଏକ ଲୁହାବୋଝେଇ ଟ୍ରକ୍‌ ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁମ୍ଭେକେଲା ଗ୍ରାମର ବଡ଼ଭାଇ...

ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ ରଖିଛି। ଏନେଇ କମ୍ପାନୀ ତରଫରୁ ଜିଲାପ୍ରଶାସନ ଜରିଆରେ ମଙ୍ଗଳବାର ଗରିହାଡିହି ସ୍କୁଲ୍‌ ପଡିଆରେ...

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଖୋଲିଲା ପୋଲିସ ବିଟ୍‌ ହାଉସ୍‌

ଝାରସୁଗୁଡା ଅଫିସ/ଲଖନପୁର, ୨୦।୧୦(ଡି.ଏନ.ଏ.)-ଝାରସୁଗୁଡା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଏକ ପୋଲିସ ବିଟ୍‌ ହାଉସ ଖୋଲିଛି। ଉତରାଞ୍ଚଳ ପୋଲିସ ଡିଆଇଜି ହିମାଂଶୁଲାଲଙ୍କ ଅନୁମୋଦନ କ୍ରମେ ଏହି ବିଟ୍‌ ହାଉସ ଖୋଲାଯାଇଛି। ଏହାକୁ ଏସ.ପି ଅଶ୍ବନୀ କୁମାର ମହାନ୍ତି ଫିତାକାଟି...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୦(ଡି.ଏନ୍‌.ଏ.) : ଝାରସୁଗୁଡ଼ା ଜିଲା ପଞ୍ଚାୟତ କାର୍ଯ୍ୟାଳୟ(ଡିପିଓ)ରେ କାର୍ଯ୍ୟରତ ମୁଖ୍ୟ କିରାଣି ବେଣୁଧର ଛଞ୍ଚାଣଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉ ଏକ ସଙ୍ଗେ ୪ଟି...

ଏମ୍‌ସିଏଲ୍‌ ବିସ୍ଥାପିତ, ଥଇଥାନକୁ ନେଇ ଆର୍‌ପିଡିଏସି ବୈଠକ

ଝାରସୁଗୁଡା ଅଫିସ୍‌/ଲଖନପୁର,୧୫।୧୦(ଡି.ଏନ୍‌.ଏ)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ର ବିସ୍ଥାପିତ, ଥଇଥାନ ଆଦି ବହୁବିଧି ସମସ୍ୟାକୁ ନେଇ ମଙ୍ଗଳବାର ଝାରସୁଗୁଡା ଜିଲା ଡିଏମ୍‌ଏଫ୍‌ ସଭାଗୃହରେ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶ କମିଟି(ଆର୍‌ପିଡିଏସି)ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଦକ୍ଷିଣାଞ୍ଚଳ ଆର୍‌ଡିସିସି ଟେମ୍‌ଜେନ୍‌ ଓ୍ବାପଙ୍ଗ୍‌,...

କୋଇଲା ସଙ୍କଟ : ବନ୍ଦ ହେଲା ଓପିଜିସିର ୨ୟ ୟୁନିଟ୍‌, ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୪/୧୯(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ(ଓପିଜିସି)ର ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୨ୟ ୟୁନିଟ୍‌କୁ କମ୍ପାନୀ କର୍ତ୍ତୃପକ୍ଷ ଗତ ରବିବାର ରାତି ୧୨ଟା ୧୭ ମିନିଟରୁ ବନ୍ଦ କରିଦେଇଛନ୍ତି। ଏକ ମାସ ହେବ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri