ସମ୍ବଲପୁର

ସଚେତନତା ହିଁ ଆଣିବ ସ୍ଥିରତା

ସୋନପୁର,୧୧।୭(ନି.ପ୍ର.): ଜିଲା ସ୍ବାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ସିଙ୍ଗାପୁର ମାଷ୍ଟର ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡରେ ଦୁର୍ଗା ଚରଣ ମିଶ୍ର ଜିତିଲେ ୨ ସ୍ବର୍ଣ୍ଣ

ଭବାନୀପାଟଣା,୧୧।୭(ଡି.ଏନ୍‌.ଏ.): ସିଙ୍ଗାପୁରରେ ଆରମ୍ଭ ହୋଇଥିବା ମାଷ୍ଟର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତାରେ କଳାହଣ୍ଡି ଜିଲା ଭବାନୀପାଟଣା ସହରର ଦୁର୍ଗା ଚରଣ ମିଶ୍ର ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅବସରପ୍ରାପ୍ତ ଅତିରିକ୍ତ ଏସ୍‌ପି ଶ୍ରୀ...

ମହିଳାଙ୍କୁ ଗଣ ବଳାତ୍କାର ଅଭିଯୋଗ: ସ୍ବାମୀ ଛାଡି ଚାଲିଯିବାପରେ ଥାନାର ଦ୍ୱାରସ୍ଥ ହେଲେ ମହିଳା

ରାଉରକେଲା ଅଫିସ, ୧୧।୭: ଝିରିପାଣି ଥାନା ଅଞ୍ଚଳର ଜନୈକା ମହିଳାଙ୍କୁ ଗଣ ବଳାତ୍କାର କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଗତ ୭ ତାରିଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଲୋକ ଲଜ୍ଜା ଭୟରେ ମହିଳା ମୁହଁ ଖୋଲି ନ ଥିଲେ।...

ଭିଜିଲାନ୍ସ ଜାଲରେ ବିଇଓ କାର୍ଯ୍ୟାଳୟ କନିଷ୍ଠ କିରାଣି

ଲଖନପୁର,୧୧।୭(ଡି.ଏନ.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। କାର୍ଯ୍ୟାଳୟର ଜଣେ କନିଷ୍ଠ କିରାଣି ଇନକ୍ରିମେଣ୍ଟ କରାଇ ଦେବା ପାଇଁ ଶିକ୍ଷକ ସତ୍ୟନାରାୟଣ ବେହେରାଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ।...

ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟ୍‌

ରାଉରକେଲା ଅଫିସ, ୧୧।୭: ରାଉରକେଲା ସେକ୍ଟର ୧୯ ଥାନା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଘର ନଂ ଏଫ୨୧୨ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ...

୧୯ ଝନ୍‌ ଭୂମିହୀନ ପାଏଲେ ଘରଡ଼ିହ ପଟ୍ଟା

ବିନିକା, ୧୧।୭(ଡି.ଏନ୍‌.ଏ):  ସୁବର୍ଣ୍ଣପୁର ଜିଲା ବିନିକା ତହସିଲ ଅଧୀନ ୧୯ ଝନ୍‌ ଭୂମିହୀନ ହିତାଧିକାରୀକୁଁ ବସୁନ୍ଧରା ଯୋଜନାରେ ବୁଧୁବାର ଘରଡ଼ିହ ପଟ୍ଟା ଦିଆଯାଇଛେ। ଇ କାଯ୍‌କରମରେ ବିନିକା ତହସିଲଦାର ଅଲେଖ ଘୁଟା ନିଜେ ହିତାଧିକାରୀମାନକୁ ଘରଡ଼ିହ ପଟ୍ଟା ବଁାଟିଥିଲେ। ତହସିଲ...

ଚିକିତ୍ସା ଲାଗି ଟଁକା ଅଭାବ୍‌: ରୋଗ୍‌ରେ ଶଢ଼ୁଛନ୍‌ ମା’ଛେଉଁଡ଼ କେଦାର

ପଦ୍ମପୁର, ୧୧।୭ (ଡି.ଏନ୍‌.ଏ.):  ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଧୀନ ସରେଇକେଲା ପଁଚେତ୍‌ ସମ୍ବଲପୁରୀ ଗାଁର କୈଳାଶ ବରିହାକଁର ପୁଓ କେଦାର ବରିହା(୫)। ୨ ବଛତର ତଲେ କେଦାରକଁର ମା’ ରାଧିକା ଆରପାରକେ ଚାଲିଯାଇଛନ୍‌। ଇଆଡ଼େ କେହେନ୍‌ସି ରୋଗ୍‌ର ପରଭାବାରେ...

ବିପଦ ଅବସ୍‌ତାରେ ବିଦ୍ୟୁତ ଖୁଁଟା: ଗାଁବାସୀକୁ ଘାରୁଛେ କ୍ଷୟକ୍ଷତିର ଭଏ

ଦେଓଗାଁ,୧୧ା୭(ଡି.ଏନ୍‌.ଏ):  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡ଼ାର ପଁଚେତ୍‌ର ଶିରାବାହାଲ ଆର ସାଲେପାଲି ପଁଚେତ୍‌ ସଦରରେ ବହୁତ୍‌ଟେ ପୁରନା ବିଦ୍ୟୁତ ଖୁଁଟା ବିପଦ୍‌ ଅବସ୍‌ତାରେ ରହିଛେ। ଯେନ୍‌ଟା ଧନ୍‌ଜୀବନ୍‌ ଉପରେ ବିପଦ୍‌ ସୁରୁଷ୍‌ଟି କରୁଛେ। ଏନ୍‌ତାଥି ଗାଁବାସୀ ବି ଭଏଭିତ...

ମଣ୍ଡିରୁ ଧାନ ଉଠାଣ ଦାବି, ଗଜା ଧାନ ଧରି ଚାଷୀଙ୍କ ବିକ୍ଷୋଭ: ୮ ଘଣ୍ଟା ଚାଷୀଙ୍କ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ନିକଟସ୍ଥ ଝାରକୁଣ୍ଡାମାଲ ଛକଠାରେ ବୁଧବାର ମଣ୍ଡିରୁ ଧାନ ଉଠାଣ ଦାବିରେ ଚାରବାହାଲ ଓ ବେଲଗୁଡା ମଣ୍ଡିର ଚାଷୀମାନେ ୨୬ ନଂ. ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାସହ ମଣ୍ଡିରେ ବର୍ଷା ଯୋଗୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ

ସମ୍ବଲପୁର, ୧୦।୭ (ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବୁଧବାର ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ପଚାରି ବୁଝିବା ସହ ଆଇସିୟୁ ଯାଇ ଡାକ୍ତରଙ୍କ ସମସ୍ୟା...

ଅଭିଶାପ ପାଲଟିଛେ ଜୀବନ୍‌:ସରକାରୀ ସୁବିଧାରୁ ବଁଚିତ୍‌ ସଂଯୁକ୍ତା

ବିନିକା,୧୦।୭ (ଡି.ଏନ୍‌.ଏ): ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ମହିଲା ସଶକ୍ତିକରନ ଉପରେ ଗୁରୁତ୍‌ ଦେଉଛନ୍‌। ଇଥିରଲାଗି ସବୁକ୍ଷେତ୍‌ରରେ ମହିଲାମାନକର ଭୂମିକାକେ ଗୁରୁତ୍‌ ଦିଆଯାଉଛେ। ସେଥିରଲାଗି ଆଇନ୍‌ କାନୁନ୍‌ ଠାନୁ ଆରମ୍‌ କରି ଅନେକ ସରକାରୀ ଯୋଜନା କାଯ୍‌କାରୀ ହେଉଛେ।...

ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ ପାରମ୍ପରିକ୍‌ କଉଲିକ୍‌ ବୁରତି ଅଛେ। ଯେନ୍‌ଥିରେ ଭିନେ ଭିନେ ସମାଜର କାରିଗରମାନେ ଦିନ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri