ଜାତୀୟ

ଏ. ରାଜାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଚେନ୍ନାଇ,୧୪।୯: ଡିଏମ୍‌କେ ନେତା ଏ. ରାଜା ଶୂଦ୍ର ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଆପଣ ହିନ୍ଦୁ ଥିବାଯାଏ ଶୂଦ୍ର ବୋଲି ଡିଏମ୍‌କେ ଏମ୍‌ପି କହିବା ପରେ ଭାଜପା ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।...

ଗୋଆ କଂଗ୍ରେସକୁ ଝଟ୍‌କା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ବିଧାୟକ ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା, ସାଓ୍ବନ୍ତଙ୍କୁ ଭେଟିଲେ…

ପଣଜୀ, ୧୪।୯ : ଗୋଆରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିବାକୁ ଯାଉଛି। ସୂଚନାନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି...

ଅନ୍ୟ ମାମଲାରେ ଜେଲରେ ରହିବେ ସିଦ୍ଦିକ କାପ୍ପାନ

ଲକ୍ଷ୍ନୌ,୧୪ା୯(ପି.ଟି.): କେରଳର ଖବରଦାତା ସିଦ୍ଦିକ୍‌ କାପ୍ପାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଜାମିନ ମଞ୍ଜୁର କରିଥିଲେ ହେଁ ଅନ୍ୟ ଏକ ମାମଲାରେ ସେ ଜେଲରେ ରହିବେ ବୋଲି କାରାଗାର କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ବିରୋଧରେ ଚାଲିଥିବା ଅନ୍ୟ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...

ହିନ୍ଦୀ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ, ୧୪।୯ : ହିନ୍ଦୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ହିନ୍ଦୀ ବିଶ୍ୱ ସ୍ତରରେ ଭାରତ ପାଇଁ ଏକ ବିଶେଷ ସମ୍ମାନ ଆଣିଛି ଏବଂ ଏହାର ସରଳତା ତଥା...

ଘାଟି ତଳକୁ ବସ୍‌ ଖସିବା ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା

ଶ୍ରୀନଗର,୧୪।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ବରେରୀ ନାଲ୍ଲା ନିକଟ ଘାଟି ତଳକୁ ବୁଧବାର ଏକ ବସ୍‌ ଖସପଡିଛି। ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ...

ମାୟାବତୀଙ୍କ ପୁତୁରା ବିଏସ୍‌ପିର ନଂ. ୨ ନେତା

ଲକ୍ଷ୍ନୌ,୧୪ା୯(ଆଇଏଏନ୍‌ଏସ୍‌): ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ଏବେ ଦଳରେ ନଂ୨ ନେତା। ଆଗାମୀ ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳକୁ ସୁଦୃଢ଼ କରାଇବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ...

୨୦୦ କୋଟି ଟଙ୍କାର ଡ୍ରଗ୍ସ୍‌ ସହିତ ଧରାପଡ଼ିଲା ପାକିସ୍ତାନୀ ଡଙ୍ଗା…

ଅହମଦାବାଦ, ୧୪।୯ : ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ଏବଂ ଗୁଜରାଟ ଏଟିଏସ ଭାରତୀୟ ଜଳ ଭିତରକୁ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଧରିଛନ୍ତି। ଡଙ୍ଗାରୁ ୪୦ କିଲୋଗ୍ରାମ୍‌ ଡ୍ରଗ୍ସ୍‌ ଜବତ କରାଯାଇଛି। ଜବତ ହୋଇଥିବା ଡ୍ରଗ୍ସ୍‌ର ଆନୁମାନିକ ମୂଲ୍ୟ...

ମାସୁଦ ଆଝାରଙ୍କୁ ଗିରଫ କର, ତାଲିବାନକୁ ଚିଠି ଲେଖିଲା ପାକିସ୍ତାନ…

ଇସଲାମାବାଦ, ୧୪।୯ : ଆତଙ୍କବାଦୀ ନେତା ମୌଲାନା ମାସୁଦ ଆଝାରଙ୍କୁ ଗିରଫ କରିବାକୁ ଦାବି କରି ପଡୋଶୀ ଆଫଗାନିସ୍ତାନରେ ଶାସକ ତାଲିବାନ ସରକାରଙ୍କୁ ପାକିସ୍ତାନ ସରକାର ଏକ ଚିଠି ଲେଖିଛନ୍ତି। ଆଝାର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ସଦସ୍ୟ ଏବଂ...

ଘାଟି ତଳକୁ ଖସିଲା ବସ୍‌: ଚାଲିଗଲା ୧୧ ଜଣଙ୍କ ଜୀବନ

ଶ୍ରୀନଗର,୧୪।୯: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ବରେରୀ ନାଲ୍ଲା ନିକଟ ଘାଟି ତଳକୁ ବୁଧବାର ଏକ ବସ୍‌ ଖସପଡିଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ତେବେ ସ୍ଥାନୀୟ ଲୋକ, ପୋଲିସ ଏବଂ...

ଆଜାଦଙ୍କ ମନ୍ତବ୍ୟ ନେଇ କଂଗ୍ରେସ କହିଲା ପାଗ ବଦଳି ଯାଇଛି…

ନୂଆଦିଲ୍ଲୀ, ୧୪।୯ : ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଠାରୁ ଅଲଗା ହେବା ପରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂଆ ଦଳ ଘୋଷଣା କରିବାକୁ ଯାଉଛନ୍ତି। ଦଳ ଘୋଷଣା ପୂର୍ବରୁ ସେ ଲଗାତାର କଂଗ୍ରେସ...

ପିଲା ଚୋର କହି ସାଧୁଙ୍କୁ ନିସ୍ତୁକ ପିଟିଲେ…

ମୁମ୍ବାଇ,୧୪।୯ : ମହାରାଷ୍ଟ୍ରରେ ସାଧୁଙ୍କ ଉପରେ ଆକ୍ରମଣର ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂଗଲିର ଏକ ସଦ୍ୟତମ ଘଟଣାରେ ଗ୍ରାମବାସୀମାନେ ଚାରିଜଣ ସାଧୁଙ୍କୁ ପିଲା ଚୋର ବୋଲି କହି ନିସ୍ତୁକ ପିଟିଥିଲେ। ମଙ୍ଗଳବାର ଏହି ଘଟଣା ଘଟିଛି। ପୋଲିସର...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୬ ହଜାର ତଳେ ରହିଛି। କେରଳରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri