ଜାତୀୟ

ମମତାଙ୍କ ବିରୋଧରେ ପୁଣି ଗର୍ଜିଲା ଭାଜପା, ଗିରଫ ହେଲେ ଶୁଭେନ୍ଦୁ

କୋଲକାତା,୧୩ ।୯: ପଶ୍ଚିମ ବଙ୍ଗ ରାଜନୀତି ପୁଣିଥରେ ହୋଇଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ମମତା ବାନାର୍ଜୀଙ୍କ ଗୁମର ଖୋଲିଛି । ପ୍ରଦେଶ ଭାଜପା ରାଜ୍ୟର ବରିଷ୍ଠ ନେତାଙ୍କ ନେତୃତ୍ୱରେ ନବାନ୍ନ ଅଭିଯାନ ଆରମ୍ଭ କରିଛି ।...

୬ ବର୍ଷରେ ୧୫ ଶହରୁ ଅଧିକ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ ସାମିଲ, ୭ ହଜାରରୁ ଅଧିକ କରିଛନ୍ତି ଆତ୍ମସମର୍ପଣ…

ଗୁଆହାଟୀ, ୧୩।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ବିଧାନସଭାରେ କହିଛନ୍ତି ଯେ ଗତ ୬ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ଯୁବବର୍ଗ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିବା ବେଳେ ଅନେକ ଆତ୍ମସମର୍ପଣ କରିଛନ୍ତି। ଏହି ସମୟ ମଧ୍ୟରେ ୧୫...

କଂଗ୍ରେସର ଭାରତକୁ ବିଭାଜନ କରିବା ଅଭ୍ୟାସ ରହିଛି, ଭାଜପାର କଡ଼ା ସମାଲୋଚନା…

ପଣଜୀ,୧୩।୯ : ଭାରତ ଯୋଡ ଯାତ୍ରାକୁ ନେଇ କଂଗ୍ରେସ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି। ଏହି ମର୍ମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସାୱନ୍ତ କହିଛନ୍ତି ଯେ ଏହା ଭାରତ ଯୋଡ...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୭ ହଜାର ତଳେ ରହିଛି। କେରଳରେ...

ପଞ୍ଜାବ-ହରିଆଣାରେ ୯ ବିଚାରପତିଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମକୋର୍ଟ କଲେଜିୟମ୍‌

ହରିଆଣା,୧୩।୯: ସୁପ୍ରିମକୋର୍ଟ କଲେଜିୟମ୍‌ ୩ଟି ହାଇକୋର୍ଟରେ ୨୦ ଜଣ ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁ.ଉଦୟ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍‌ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସହିତ ବମ୍ବେ ହାଇକୋର୍ଟ ଓ କର୍ନାଟକ ହାଇକୋର୍ଟରେ ୨୦ଜଣ...

ମୋଦିଙ୍କ ପରେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବ ଭାଜପା: କେଜ୍‌ରିଓ୍ବାଲ୍‌

ଅହମ୍ମଦାବାଦ,୧୩।୯: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମଙ୍ଗଳବାର ଭାଜପାକୁ ଟାର୍ଗେଟ କରିଛନ୍ତି। ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନରେ ଏଏପି ମେଧା ପାଟେକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଭାଜପା ପକ୍ଷରୁ କରାଯାଇଥିବା...

ପୁଣି ଆଟର୍ଣ୍ଣି ଜେନେରାଲ ହୋଇପାରନ୍ତି ମୁକୁଲ ରୋହତଗି

ନୂଆଦିଲ୍ଲୀ,୧୩।୯: ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ପୁଣିଥରେ ଭାରତର ଆଟର୍ଣ୍ଣି ଜେନେରାଲ ହୋଇପାରନ୍ତି। ରୋହତଗୀ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲ ମଧ୍ୟ ଥିଲେ। ବର୍ତ୍ତମାନର ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲଙ୍କ କାର୍ଯ୍ୟକାଳ ୩୦ ସେପ୍ଟେମ୍ବରରେ ଶେଷ...

ପରଲୋକରେ ପୂର୍ବତନ ମନ୍ତ୍ରୀ ଜୋସେଫ

ଥିରୁଭାନନ୍ତମପୁରମ,୧୩।୯: କେରଳର ପୂର୍ବତନ ମନ୍ତ୍ରୀ ତଥା ଜନତା ଦଳର ବରିଷ୍ଠ ନେତା ପ୍ରଫେସର ଏନ୍‌ଏମ୍‌ ଜୋସେଫଙ୍କ ପରଲୋକ ଘଟିଛି। ୭୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମଙ୍ଗଳବାର ସକାଳେ ପାଲା ମେରିୟନ୍‌ ମେଡିକାଲ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ...

ତିରୁମାଲା ମନ୍ଦିର ହୁଣ୍ଡିରୁ ୧୪୦.୩୪ କୋଟି ସଂଗ୍ରହ

ତିରୁପତି,୧୩।୯: ପ୍ରଭୁ ଭେଙ୍କଟେଶ୍ୱରଙ୍କ ତିରୁମାଲା ମନ୍ଦିର ହୁଣ୍ଡିରୁ ଅଗଷ୍ଟ ମାସରେ ୧୪୦.୩୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତ ମାସରେ ୨୨.୨୨ ଲକ୍ଷ ଭକ୍ତ ମନ୍ଦିରକୁ ଆସିଥିବା ବେଳେ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି) ପକ୍ଷରୁ ସେମାନଙ୍କୁ ୧.୫ କୋଟି ଟଙ୍କା...

ଜମ୍ମୁକଶ୍ମୀର ଏସ୍‌ଆଇ ନିଯୁକ୍ତି ଦୁର୍ନୀତି: ୩୩ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ, ୧୩।୮: ଜମ୍ମୁ କଶ୍ମୀରର ସବ-ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଦେଶର ୩୩ଟି ସ୍ଥାନ ଉପରେ ଚଢାଉ କରୁଛି। ଜମ୍ମୁ, ଶ୍ରୀନଗର, ହରିୟାଣା, ଗାନ୍ଧିନଗର, ଗାଜିଆବାଦ, ବେଙ୍ଗାଲୁରୁ ଏବଂ ଦିଲ୍ଲୀରେ ସିବିଆଇ ଏହି...

ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍‌

ଗାଜିଆବାଦ୍‌,୧୩।୯: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବିଧାୟକଙ୍କ ମା’ଙ୍କଠାରୁ ଲୁଟ୍‌ କରିନେଇଛନ୍ତି ଡକାୟତ। ମଙ୍ଗଳବାର ସକାଳେ ବୁଲନ୍ଦଶହରର ଭାଜପା ବିଧାୟକ ପ୍ରଦୀପ ଚୌଧୁରୀଙ୍କ ମା’ ସନ୍ତୋଷୀ ଦେବୀ ଚାଲିବାକୁ ଯାଇଥିବାବେଳେ ପ୍ରତାପ ବିହାର ନିକଟରେ କିଛି ବ୍ୟକ୍ତି ବାଇକ୍‌ରେ ଅସ୍ତ୍ରଶସ୍ତ୍ର...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୩୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri