ଜାତୀୟ

ଭିନେଶ ବାଦ୍‌ ପଡ଼ିବା ପରେ ପ୍ରତିକ୍ରିୟା ରଖିଲେ ଭଉଣୀ ବବିତା, କହୁକହୁ କହିଦେଲେ ଏହି ବଡ଼ କଥା…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ମହିଳା ରେସଲର ଭିନେଶ ଫୋଗଟ ବାଦ୍‌ ପଡ଼ିବା ପରେ କୋଟି କୋଟି ଭାରତୀୟଙ୍କ ସ୍ବର୍ଣ୍ଣପଦକ ସ୍ବପ୍ନ ମଉଳି ଯାଇଛି। ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭିନେଶଙ୍କ ଓଜନ ବଢ଼ିଯିବାରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ବର୍ତ୍ତମାନ ସମସ୍ତ କୁସ୍ତିଯୋଦ୍ଧା...

କିଏ ଦେଶର ଝିଅଙ୍କ ପିଠିକୁ ମାରିଲା ଛୁରି? ଭିନେଶ ଫୋଗଟଙ୍କ ଅଯୋଗ୍ୟତା ଉପରେ ବଡ଼ ପ୍ରଶ୍ନ ଉଠାଇଲେ ସୁରଜେୱାଲା

ପ୍ୟାରିସ୍‌,୭।୮: ପ୍ୟାରିସ ଅଲିମ୍ପିକ୍ସରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଭାଗ ନେବା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ହୋଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ଗୁରୁତର ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅଲିମ୍ପିକରୁ ବାଦ୍‌ ପଡିବା ପରେ ରେସଲର୍‌ ଭିନେଶ ଫୋଗଟଙ୍କ ଫଟୋ ଭାଇରାଲ, ଦେଖି ଭାଙ୍ଗି ପଡିଲେ ୧୪୦ କୋଟି ଲୋକ…

ନୂଆଦିଲ୍ଲୀ,୭।୮: ୧୦୦ ଗ୍ରାମରୁ ଅଧିକ ଓଜନ ହେବା ପରେ ଭିନେଶ ଫୋଗଟ ହୃଦୟ ବିଦାରକ ଭାବରେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ତେବେ ସେ ଅଯୋଗ୍ୟ ଘୋଷଣା ପରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ...

ଭିନେଶ ଫୋଗଟ ଅଯୋଗ୍ୟ ଘୋଷଣା ପରେ କ୍ରୀଡ଼ାମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୭ା୮: ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ପରେ ବୁଧବାର ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍‌ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏଣିକି ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କିଏ ଉଠାଇ ପାରିବେ ଲାଭ

ଚଣ୍ଡିଗଡ,୭।୮: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ତିଜ୍‌ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀ ବର୍ତ୍ତମାନ ମାତ୍ର ୫୦୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର...

ଭିନେଶ ଅଯୋଗ୍ୟ ହେବା ପରେ ଏମିତି କହିଲା ଭାରତୀୟ ରେସଲିଂ ଫେଡେରେଶନ

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରୁ ଭିନେଶ ଫୋଗଟଙ୍କ ଅଯୋଗ୍ୟ ଘୋଷଣା ଭାରତ ପାଇଁ ଏକ ବଡ ଝଟ୍‌କା। ପ୍ୟାରିସ ଅଲିମ୍ପିକ୍ସର ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂ ପ୍ରତିଯୋଗିତାରେ ଭାରତୀୟ ରେସଲର ଭିନେଶ ଫୋଗଟ ଅଂଶଗ୍ରହଣ କରିଥିଲେ। ତିନି ମ୍ୟାଚ ଜିତିବା...

ବାଂଲାଦେଶ ହିଂସା ମଧ୍ୟରେ ବଡ଼ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ,୭।୮: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାରତ ହାଇ କମିଶନ ଏବଂ କନସୁଲେଟରେ ପୋଷ୍ଟ ହୋଇଥିବା ଅନାବଶ୍ୟକ କର୍ମଚାରୀଙ୍କୁ ଫେରାବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସରକାର ମଧ୍ୟ ଏକ ପରାମର୍ଶଦାତା ଜାରି କରିଛନ୍ତି। ସୂଚନାଯୋଗ୍ୟ, ବାଂଲାଦେଶର ବହିଷ୍କୃତ...

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ

ବାଂଲାଦେଶରେ ଯାହା ଘଟୁଛି, ତାହା ଭାରତ ସହ ମଧ୍ୟ ଘଟିପାରେ: ଚେତାବନୀ ଦେଲେ ସଲମାନ ନୂଆଦିଲ୍ଲୀ,୬ା୮: ଆଜିକାଲି ଭାରତର ପଡୋଶୀ ଦେଶ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଛାତ୍ରମାନଙ୍କ ବିରୋଧରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ବର୍ତ୍ତମାନ ହିଂସାତ୍ମକ ରୂପ ନେଇଛି।...

ଭିନେଶଙ୍କ ପାଇଁ ଭାବୁକ ପୋଷ୍ଟ କଲେ ରାହୁଲ ଗାନ୍ଧୀ, କହିଲେ ପୁଣି ଫେରିବ…

ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ବିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ...

ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି

ନୂଆଦିଲ୍ଲୀ,୭।୮: ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି। ସେ କହିଛନ୍ତି,...

୩ରେ ରାଜ୍ୟ ସଭା ଉପ ନିର୍ବାଚନ

ନୂଆଦିଲ୍ଲୀ,୭।୮: ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୧୨ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୨ଟି ଆସନ ମଧ୍ୟରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ରହିଛି। ବିଜେଡି ପକ୍ଷରୁ ରାଜ୍ୟସଭାକୁ ଯାଇଥିବା...

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଏଣିକି…

ନୂଆଦିଲ୍ଲୀ, ୦୭।୦୮: ସେଭିଂସ୍‌ ଆକାଉଣ୍ଟ୍‌ଧାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଣିକି ଜନଧନ ଏବଂ ସାଧାରଣ ସେଭିଂସ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ । କେବଳ ସେହି ଗ୍ରାହକଙ୍କ ଉପରେ ବ୍ୟାଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri