ଜାତୀୟ

ଆଇଏନଏସ ବିକ୍ରାନ୍ତରେ ଲାଗିଛି ୪ଟି ଏଫିଲ ଟାୱାର ସହ ସମାନ ହେଲାଭଳି ଲୁହା-ଷ୍ଟିଲ, ଏକାଥରେ ରହିପାରିବ ୩୦ଟି ବିମାନ

ନୂଆଦିଲ୍ଲୀ,୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସ୍ୱଦେଶୀ ବିମାନ ବାହକ ଯୁଦ୍ଧଜାହାଜ ଆଇଏନଏସ ବିକ୍ରାନ୍ତକୁ ନୌସେନାକୁ ସମର୍ପଣ କରିବେ । ଶୁକ୍ରବାର ସକାଳ ୯ଟା ୩୦ମିନିଟରେ କୋଚିରେ କୋଚିନ ଶିପୟାଡ ଲିମିଟେଡ ଏହି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ...

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭୋଟର ଲିଷ୍ଟ ଜାରି...

ଭିଜା ପାଇଁ ଫିଙ୍ଗରପ୍ରିଣ୍ଟ ସର୍ଜରି

ହାଇଦ୍ରାବାଦ, ୧ା୯: ବେଆଇନ ଭାବେ ଭିଜା ତିଆରି ଅଭିଯୋଗରେ ତେଲଙ୍ଗାନା ପୋଲିସ ଗୁରୁବାର ଦୁଇ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଫିଙ୍ଗରପ୍ରିଣ୍ଟ ସର୍ଜରି ଦ୍ୱାରା କୁଏଟ୍‌ରେ ଚାକିରି କରିବାକୁ ଚାହୁଁଥିବା ଲୋକଙ୍କୁ ଭିଜା ଯୋଗାଉଥିଲେ। ରାଜସ୍ଥାନ ଓ କେରଳରେ ଏହି...

୫ରେ ଭାରତ ଆସିବେ ହାସିନା

ନୂଆଦିଲ୍ଲୀ,୧ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଆସନ୍ତା ୫ରେ ଭାରତ ଆସିବେ। ହାସିନା ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଅରିନ୍ଦମ ବାଗ୍‌ଚୀ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି...

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ ୩୯୪.୬ ନିୟୁତ ରହିଥିବା ଭାରତୀୟ ଅର୍ଥନୀତି ପର୍ଯ୍ୟବେକ୍ଷକ କେନ୍ଦ୍ର (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି।...

ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ:୩ ରାତିରେ ୩ ହତ୍ୟା

ଭୋପାଳ, ୨ା୯:ମଧ୍ୟପ୍ରଦେଶର ସାଗର ସହରରେ ଜଣେ ସିରିଏଲ କିଲର ଆତଙ୍କ ଖେଳାଇଛନ୍ତି। ଗତ ୩ ଦିନରେ ୩ ଜଣଙ୍କୁ ହତ୍ୟା କରିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବିଶେଷକରି ସିକ୍ୟୁରିଟି ଗାର୍ଡଙ୍କୁ ସେ ଟାର୍ଗେଟ କରୁଥିବା ଜଣାଯାଇଛି। ଜଗୁଆଳିମାନେ ରାତିରେ...

ଆଉ ଏକ ଗ୍ୟାରେଣ୍ଟି ଘୋଷଣା କରିବେ କେଜରିୱାଲ

ନୂଆଦିଲ୍ଲୀ,୨ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ସଂଯୋଜକ ଅରବିନ୍ଦ କେଜରିୱାଲ ତାଙ୍କ ସଙ୍ଗଠନ ପ୍ରଚାର ଅଭିଯାନ ପାଇଁ ଶୁକ୍ରବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ସେ ଗୁଜରାଟବାସୀଙ୍କ ପାଇଁ...

ସ୍କୁଲ୍‌ ଛାତ୍ରୀଙ୍କୁ ବଳାତ୍କାର ମାମଲା: ମହନ୍ତ ଶିବମୂର୍ତ୍ତି ଗିରଫ

ବେଙ୍ଗାଲୁରୁ,୧ା୯: ନାବାଳିକା ଯୌନ ନିର୍ଯାତନା ଓ ବଳାତ୍କାର ମାମଲାରେ କର୍ନାଟକର ଏକ ପ୍ରମୁଖ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ଗୁରୁବାର ରାତିରେ ଗିରଫ କରାଯାଇଛି। ଦୁଇ ସ୍କୁଲ୍‌ ଛାତ୍ରୀଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ପୋକ୍ସୋ ଆଇନରେ ମାମଲା...

ଜରାୟୁ କର୍କଟ ପାଇଁ ସ୍ବଦେଶୀ ଟିକା

ନୂଆଦିଲ୍ଲୀ, ୨ା୯:ସର୍ଭିକାଲ୍‌ କ୍ୟାନ୍‌ସର ବା ଜରାୟୁ କର୍କଟ ପାଇଁ ଦେଶରେ ପ୍ରଥମ କରି ସ୍ବଦେଶୀ ଜ୍ଞାନକୌଶଳରେ ପ୍ରତିଷେଧକ ଟିକା ପ୍ରସ୍ତୁତ ହୋଇଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ସର୍ଭାଭାକ୍‌ ଭାକ୍ସିନ ଆଣିଥିବାବେଳେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ...

ଝାଡ଼ଖଣ୍ଡରେ ଲାଗୁ ହେବ ପୁରୁଣା ପେନସନ ସ୍କିମ, ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୫ରେ ବିଧାନସଭାର ବିଶେଷ ଅଧିବେଶନ

ରାଞ୍ଚି,୨ ।୯: ଝାଡ଼ଖଣ୍ଡରେ ଗୁରୁବାର ହୋଇଥିବା କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ପୁରୁଣା ପେନସନ ବ୍ୟବସ୍ଥ।।କୁ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ନିର୍ବାଚନ ଘୋଷଣାପତ୍ରର ଅଂଶ ଥିଲା । ସେପ୍ଟେମ୍ବର...

ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ଶ୍ରୀବାଙ୍କେବିହାରିଙ୍କ ସମ୍ପତ୍ତି, ହେଲେ ହୋଇପାରୁନି ଉଚିତ ସଂରକ୍ଷଣ

ମଥୁରା,୨ ।୯: ଆରାଧ୍ୟ ଠାକୁର ଶ୍ରୀ ବାଙ୍କେବିହାରିଜି ମହାରାଜଙ୍କର କେବଳ ବୃନ୍ଦାବନ ନୁହେଁ ତାଙ୍କର ମନ୍ଦିର ଓ ଏକର ଏକର ସମ୍ପତ୍ତି ଦେଶର ବିଭିନ୍ନ ସ୍ଥାନରେ ରହିଛି । କେବଳ ସେତିକି ନୁହେଁ ପାକିସ୍ତାନ ପର୍ଯ୍ୟନ୍ତ ରହିଛି ଶ୍ରୀବାଙ୍କେବିହାରିଜିଙ୍କ ସମ୍ପତ୍ତି...

ଗଣେଶଙ୍କ ଆଧାରକାର୍ଡରେ ନିର୍ମିତ ହେଲା ପେଣ୍ଡାଲ

ରାଞ୍ଚି,୧।୯: ଗଣେଶ ପୂଜା ଅବସରରେ ଅନେକ ସ୍ଥାନରେ ଗଣେଶଙ୍କର ଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ତିଆରି କରାଯାଇଛି। ଇତିମଧ୍ୟରେ ଝାଡ଼ଖଣ୍ଡରେ ଏକ ନିଆରା ମୂର୍ତ୍ତି ତିଆରି କରାଯାଇଥିବା ଦେଖିବାକୁ ମିଳିଛି। ଜାମଶେଦପୁରର ଏକ ପୂଜା ପଣ୍ଡାଲରେ ଗଣେଶଙ୍କ ଆଧାରକାର୍ଡ ତିଆରି ହୋଇଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri