ଜାତୀୟ

ଭାରତ ପୃଥିବୀର ଶକ୍ତିଶାଳୀ ଦେଶ, ମୋଦିଙ୍କ କଥାରେ ବନ୍ଦ ହୋଇଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ଜୟପୁର, ୩୦।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଉଦୟପୁରରେ ପହଞ୍ଚିଛନ୍ତି। ସେ ଏଠାରେ ପନ୍ନାଧାୟ ଉଦ୍ୟାନ ଏବଂ ପ୍ରତିମୂର୍ତ୍ତିର ଲୋକାର୍ପଣ କରଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ଯେ ଭାରତ ବର୍ତ୍ତମାନ ବିଶ୍ୱରେ ଏକ...

ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ହୋଇଛି ଅବସାଦଗ୍ରସ୍ତ, କହିଲେ ଉପେନ୍ଦ୍ର କୁଶଓ୍ବାହା…

ପାଟନା, ୩୦।୮ : ବିହାରରେ ଭାଜପା କ୍ଷମତାରୁ ହଟିବା ପରେ ଦଳ ଅବସାଦଗ୍ରସ୍ତ ହୋଇଛି। ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି। ମଙ୍ଗଳବାର ସମସ୍ତିପୁରରେ ପହଞ୍ଚି କୁଶଓ୍ବାହା ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି।...

୧୦ ଦିନ ମଧ୍ୟରେ ସିସୋଡିଆଙ୍କୁ ଗିରଫ କରାଯିବା ଆଶଙ୍କା, କେଜରିଓ୍ବାଲଙ୍କ ଦାବି …

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦାବି କରିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ଦ୍ୱାରା ଏକ ଅନୌପଚାରିକ କ୍ଲିନ ଚିଟ ଦିଆଯାଇଛି। କିନ୍ତୁ ରାଜନୈତିକ ଚାପରେ ତାଙ୍କୁ ଏକ ସପ୍ତାହ କିମ୍ବା ଦଶ ଦିନ ମଧ୍ୟରେ...

କେବଳ ବରିଷ୍ଠ ନୁହନ୍ତି, ଯୁବ ନେତା ବି ଛାଡ଼ୁଛନ୍ତି କଂଗ୍ରେସର ହାତ; ବେଳକୁ ବେଳ ଲମ୍ବୁଛି ତାଲିକା

ନୂଆଦିଲ୍ଲୀ,୩୦।୮: ପ୍ରାୟ ପାଞ୍ଚ ଦଶନ୍ଧି ଧରି କଂଗ୍ରେସରେ ଥିବା ଗୁଲାମ ନବୀ ଆଜାଦ ଇସ୍ତଫା ଦେବା ପରେ ଦଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ସିଧାସଳଖ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ରାହୁଲଙ୍କ ଯୋଗୁ ଦଳର ଏଭଳି ଅବସ୍ଥା...

ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଭାଜପା ଫୁଟାଉଛି ଗୁଳି, କେଜରିଓ୍ବାଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାଜପା କହୁଛି ମଦ ନୀତିରେ ଦୁର୍ନୀତି ହୋଇଛି। କିନ୍ତୁ ସିବିଆଇ କହିଛି କୌଣସି ଦୁର୍ନୀତି ନାହିଁ।...

ଉଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ମନା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୩୦।୮ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁର ଇଦଗାହ ପଡ଼ିଆରେ ଗଣେଶ ପୂଜା ଅନୁମତିକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପଡ଼ିଆରେ ଗଣେଶ ପୂଜା କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ସେଠାରେ ଯଥାସ୍ଥିତି ବଜାୟ ରଖାଯିବ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ...

ମମତାଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୩୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ପଠାଇଛି। କୋଇଲା ଚୋରି ସ୍କାମର ଯାଞ୍ଚ ସମ୍ପର୍କରେ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କୋଲକାତା...

ହାଇକୋର୍ଟରେ ସୋନିଆ-ରାହୁଲଙ୍କ ସତ୍ୟପାଠ, ଆମକୁ କରାଯାଉଛି ଟାର୍ଗେଟ…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀ ଦଙ୍ଗା ସମୟରେ ଉତ୍ତେଜନା ସୃଷ୍ଟିକାରୀ ବିବୃତ୍ତି ସମ୍ପର୍କରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦିଲ୍ଲୀ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ସୋନିଆ ଗାନ୍ଧୀ ଏବଂ...

ଶୋପିଆନ ଏନ୍‌କାଉଣ୍ଟରେ ୨ ଆତଙ୍କବାଦୀ ନିହତ

ଶୋପିଆନ,୩୦।୮: ଜମ୍ମୁ-କଶ୍ମୀରର ଶୋପିଆନରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କୁ ଏକ ର୍ବ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ଟଳିପଡ଼ିଥିବା ଜଣାପଡ଼ିଛି। ନିହତ ହୋଇଥିବା ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବାର ସଦସ୍ୟ। ସେମାନେ ଘାଟିରେ ଏକ ବକ୍ଷାକର୍ମ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ରଚିିଥିଲେ ବୋଲି କଶ୍ମୀର...

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏବଂ ବିରୋଧୀ ଦଳ ଭାଜପା ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାକୁ ଦୃଷ୍ଟିରେ...

ଭାଜପା ପିଲା ଚୋର ପାର୍ଟି, ସିସୋଡିଆଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୩୦।୮ : ମଦ ନୀତିକୁ ନେଇ ଭାଜପା ଏବଂ ଏଏପି ମଧ୍ୟରେ ବିବାଦ ଜାରି ରହିଛି। ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବ୍ୟାଙ୍କ ଲକର ସିବିଆଇ ଦ୍ୱାରା ଯାଞ୍ଚ କରାଯାଇଥିଲା। ଏଥି ସହିତ, ଏହି ଅନୁସନ୍ଧାନରେ ଏଏପି...

ସରକାର ବଞ୍ଚାଇବାକୁ ଉଦ୍ୟମ: ରାୟପୁର ଗସ୍ତରେ ବିଧାୟକ

ରାଞ୍ଚି,୩୦।୮: ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍‌ ମୁଖ୍ୟ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ ଘୋଷଣା କରିବା ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। କିନ୍ତୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଝାଡଖଣ୍ଡର ରାଜ୍ୟପାଳ ସ୍ବୀକୃତି ଦେଇନାହାଁନ୍ତି। ଇତିମଧ୍ୟରେ ନିଜ ସରକାରକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri