ଜାତୀୟ

ଦେଶରେ ପ୍ରଥମଥର ଭଙ୍ଗାଯିବ ଏତେ ବଡ ବିଲଡିଂ, ସୁରକ୍ଷାର ସମସ୍ତ ବ୍ୟବସ୍ଥା, ଏନଜିଓ ଦ୍ୱାରା ଉଦ୍ଧାର ହେଲେଣି ୩୦-୩୫ କୁକୁର

ନୋଏଡା,୨୮ ।୮: ସେକ୍ଟର-୯୩ଏ ସୁପରଟେକ ଏମରଲାଣ୍ଡ କୋର୍ଟ ଟ୍ୱିନ ଟାୱାରର ଉଚ୍ଚତା ୧୦୦ ମିଟର ହୋଇଥିବା ବେଳେ ସିୟାନର ଉଚ୍ଚତା ୯୭ ମିଟର । ଦେଶରେ ପ୍ରଥମଥର ପାଇଁ ଏତେବଡ ବିଲଡିଂ ଧ୍ୱଂସ ହେବାକୁ ଯାଉଛି । ମାତ୍ର ୧୨...

ଐତିହାସିକ ହେବ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’, ୨୯ ଅଗଷ୍ଟରେ ଦଳ ଡକାଇଛି ଏଆଇସିସି ବୈଠକ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପ୍ରସ୍ତୁତି ଉପରେ ଚର୍ଚ୍ଚା କରିବାକୁ ଏଆଇସିସି ମୁଖ୍ୟାଳୟରେ ୨୯ ଅଗଷ୍ଟକୁ ଏଆଇସିସି ମହାସଚିବ, ପିସିସି ଅଧ୍ୟକ୍ଷ ଓ ଭାରତ ଯୋଡୋ ଯାତ୍ରାର ରାଜ୍ୟ ସମନ୍ୱୟକଙ୍କର ଏକ ବୈଠକ ଡାକିଛି ଦଳ ।...

ରବିବାର ଅପରାହ୍ନ ୨ଟା ୩୦ରେ ଭଙ୍ଗାଯିବ ଟୁଇନ ଟାଓ୍ବାର, ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ…

ନୋଏଡା, ୨୭।୮ : ରବିବାର ଅପରାହ୍ନ ୨ଟା ୩୦ରେ ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ...

୧୦୫ରେ ଶ୍ରୀଲଙ୍କା ଅଲ୍‌ଆଉଟ…

ଦୁବାଇ, ୨୭।୮ : ଏସିଆ କପ୍‌ ଟି-୨୦ ଟୁର୍ନ।ମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ ଟିମ୍‌ ଶ୍ରୀଲଙ୍କାକୁ ୧୦୫ରେ ଅଲ୍‌ ଆଉଟ୍‌ କରିଛି। ଫଳରେ ଆଫଗାନିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ୧୦୬ ରହିଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡ଼ିୟମରେ ଖେଳା...

ଭାଜପା ଅପାଠୁଆଙ୍କ ଦଳ, ସିସୋଡିଆଙ୍କ ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ପୁଣିଥରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଅପାଠୁଆଙ୍କ ଦଳ ଏବଂ ସେମାନେ ଦେଶକୁ ଅପାଠୁଆ ରଖିବାକୁ ଚାହୁଁଛନ୍ତି। ଦିଲ୍ଲୀ ଶିକ୍ଷା ମନ୍ତ୍ରୀ କହିଛନ୍ତି...

ସହପାଠୀଙ୍କ ପାଦତଳେ ପଡ଼ି ଭୋଟ ଭିକ୍ଷା କଲେ ଛାତ୍ରନେତା

ଜୟପୁର,୨୭ା୮: ରାଜସ୍ଥାନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଛାତ୍ର ସଂଗଠନର ନେତାମାନେ ସହପାଠୀଙ୍କ ପାଦତଳେ ପଡ଼ି ସେମାନଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଯାହା ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।...

କନଷ୍ଟେବଳରୁ ସିଧା ଡିଏସ୍‌ପି ହେଲେ ମହିଳା…

ପାଟନା, ୨୭।୮ : ବିହାର ପୋଲିସର ମହିଳା କନଷ୍ଟେବଳ ବବଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା ପାଲଟିଛି। ବବୁଲି କେବଳ ଏକ କାମ କରି ନୁହେଁ, ବରଂ ଘରେ ଜଣେ ଶିଶୁକନ୍ୟା ଏବଂ ଜଣେ ମା’ କ୍ଷୀର...

ବିଲକିସ ବାନୋ ମାମଲା, ୧୩୪ ପୂର୍ବତନ ଅଧିକାରୀ ସିଜେଆଇଙ୍କୁ ଲେଖିଲେ ଚିଠି, ଭୁଲ ଫଇସଲାକୁ ସୁଧାରିବାକୁ ଅନୁରୋଧ…

ନୂଆଦିଲ୍ଲୀ, ୨୭।୮ : ବିଲକିସ ବାନୋ ମାମଲାରେ ଶନିବାର ୧୩୪ ଜଣ ପୂର୍ବତନ ସରକାରୀ ଅଧିକାରୀ ୧୧ ଜଣ ଦୋଷୀଙ୍କୁ ସମୟପୂର୍ବରୁ ମୁକ୍ତ କରିବା ବିରୋଧରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁୟୁ ଲଳିତଙ୍କୁ ଏକ ଚିଠି ଲେଖିଛନ୍ତି। ଏହି...

ଖଦୀ ଉତ୍ସବ, ମୋଦି ଚଳାଇଲେ ଚରଖା…

ଅହମଦାବାଦ, ୨୭।୮ : ଗୁଜରାଟର ରାଜଧାନୀ ଅହମଦାବାଦରେ ଚାଲିଥିବା ଖଦୀ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାବରମତିର ଏହି କୂଳ ଆଜି ଧନ୍ୟ ହୋଇଛି। ସ୍ବାଧୀନତାର ୭୫ ବର୍ଷକୁ ସ୍ମରଣ...

ଗୁଲାମନବୀଙ୍କ ଘରେ ଜି-୨୩ ନେତାଙ୍କ ବୈଠକ…

ନୂଆଦିଲ୍ଲୀ, ୨୭।୮ : କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ। ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବିଦ୍ରୋହୀ...

କେସିଆର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ, କହିଲେ ନଡ୍ଡା…

ହାଇଦ୍ରାବାଦ, ୨୭।୮ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ଗସ୍ତରେ ଅଛନ୍ତି। ଡ୍‌ସେ ଶନିବାର ଓ୍ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ୱାରଙ୍ଗଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆଗାମୀ ଦିନରେ...

ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri