ଜାତୀୟ

ଗୁଲାମନବୀଙ୍କ ଘରେ ଜି-୨୩ ନେତାଙ୍କ ବୈଠକ…

ନୂଆଦିଲ୍ଲୀ, ୨୭।୮ : କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକ ରବିବାର ଅନୁଷ୍ଠିତ ହେବ। ବୈଠକରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ। ଏହାପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ବିଦ୍ରୋହୀ...

କେସିଆର ସରକାରଙ୍କୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ, କହିଲେ ନଡ୍ଡା…

ହାଇଦ୍ରାବାଦ, ୨୭।୮ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତେଲେଙ୍ଗାନା ଗସ୍ତରେ ଅଛନ୍ତି। ଡ୍‌ସେ ଶନିବାର ଓ୍ବାରଙ୍ଗଲସ୍ଥିତ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ୱାରଙ୍ଗଲରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଆଗାମୀ ଦିନରେ...

ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ପୁଣି ମୁହାଁମୁହିଁ, ଫେରାଇଲେ ୪୭ ଫାଇଲ…

ନୂଆଦିଲ୍ଲୀ, ୨୭।୮ : ଦିଲ୍ଲୀର ଊପରାଜ୍ୟପାଳ ବିନୟ କୁମାର ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉପରାଜ୍ୟପାଳ ସରକାରଙ୍କର ୪୭ ଫାଇଲକୁ ଫେରାଇ ଦେଇଛନ୍ତିି। ଏସବୁରେ କେଜରିଓ୍ବାଲଙ୍କ ଦସ୍ତଖତ ନଥିବା ସେ କହିଛନ୍ତି। ରାଜ...

ଶେଷରେ ଗୁଲାମନବୀ ନିଜକୁ ଆଜାଦ କଲେ, କଂଗ୍ରେସକୁ ଜ୍ୟୋତିରାଦିତ୍ୟଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୭।୮ : ଭେଟେରାନ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇ ଦଳକୁ ଏକ ବଡ ଝଟକା ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ...

ପ୍ରେମିକାଙ୍କୁ ରକ୍ତରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ, ପରିବାର ଲୋକେ ଜାଣିବା ପରେ…

ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହାବେଳି ଖଡ଼ଗପୁରରସ୍ଥିତ ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଯୁବକଙ୍କର ଆଙ୍ଗୁଠି କାଟି ଯୁବତୀଙ୍କ ମଥାରେ...

ସୀମା ସୁରକ୍ଷା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ସକ୍ଷମ…

ନୂଆଦିଲ୍ଲୀ, ୨୭।୮ : ଅରୁଣାଚଳ ପ୍ରଦେଶରେ ଭାରତ ସୀମାରେ ଭାରତୀୟ ସେନା ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଅନ୍ତର୍ଜାତୀୟ ସୀମା ସହିତ ଭିତ୍ତିଭୂମି ଏବଂ ସୁରକ୍ଷା ଉପରେ ଧ୍ୟାନ ଦେଇଛନ୍ତି। ସେନା କର୍ମଚାରୀମାନେ ଦେଶର ସୀମା ରକ୍ଷା କରନ୍ତି, ତେଣୁ...

ଗୁଲାମ ନବୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିଲେ ମୋଦି, କହିଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ, ୨୭।୮ : କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଭାରତରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ...

କଂଗ୍ରେସରେ ଏବେ ଚପରାସୀ ବରିଷ୍ଠ ନେତାଙ୍କୁ ଦେଉଛନ୍ତି ଦଳ ସମ୍ପର୍କରେ ଜ୍ଞାନ, ଏହା ହାସ୍ୟାସ୍ପଦ କହିଲେ ମନୀଷ ତିଓ୍ବାରୀ…

ନୂଆଦିଲ୍ଲୀ, ୨୭।୮ : ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଶନିବାର କଂଗ୍ରେସ ଏମ୍‌ପି ମନୀଷ ତିୱାରୀ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରୁଥିବା ଆଜାଦଙ୍କ ପାଞ୍ଚ ପୃଷ୍ଠାର ଚିଠିର ଦୋଷ ଦୁର୍ବଳତା ଉପରେ ସେ...

ପୁଣି ଅନୁପ୍ରବେଶକାରୀଙ୍କୁ ଧରିଲେ ଯବାନ

ଜମ୍ମୁ-କଶ୍ମୀର,୨୭।୮: ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଶନିବାର ଜଣେ ଅନୁପ୍ରବେଶକାରୀଙ୍କୁ ବିଏସ୍‌ଏଫ୍‌ ଯବାନ ଧରିବାରେ ସଫଳ ହୋଇଛନ୍ତି। ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଅନୁପ୍ରବେଶକାରୀ ଭାରତରେ...

ସୋନାଲି ଫୋଗାଟ ମୃତ୍ୟୁ ମାମଲା: ପରିବାରର ଦାବି ସମ୍ପତ୍ତି ପାଇଁ କରାଯାଇଛି ହତ୍ୟା, ଝିଅର ଜୀବନ ପ୍ରତି ରହିଛି ବିପଦ

ପଣଜୀ,୨୭ ।୮: ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ତଥା ଟିକ୍‌ଟକ୍ ଷ୍ଟାର ସୋନାଲି ଫୋଗାଟ ମୃତ୍ୟୁ ମାମଲାରେ ତାଙ୍କର ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସୋନାଲିଙ୍କ ପିଏ ସୁଧିର ସାଙ୍ଗୱାନ ଓ ଅନ୍ୟ ଜଣେ ସହଯୋଗୀ ସୁଖବିନ୍ଦରଙ୍କୁ ଗିରଫ କରିଛି...

ଭଙ୍ଗା ଗଢ଼ାର କାହାଣୀ, ୬୪ ଥର କଂଗ୍ରେସ ଛାଡି ନେତାମାନେ ଗଠନ କରିଛନ୍ତି ନୂଆ ରାଜନୈତିକ ଦଳ…

ନୂଆଦିଲ୍ଲୀ, ୨୭।୮ : ଦେଶର ସର୍ବ ପୁରାତନ ଦଳ କଂଗ୍ରେସରେ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାବ ନବୀ ଆଜାଦ ଦଳ ଛାଡିଛନ୍ତି। ୨୦୧୪ ପରଠାରୁ ଦଳ...

୨ଟି ବସ୍‌ରେ ଝାଡ଼ଖଣ୍ଡର ବିଧାୟକ ପଶ୍ଚିମବଙ୍ଗ-ଛତିଶଗଡ଼ ମୁହାଁ…

ରାଞ୍ଚି, ୨୭।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଅଯୋଗ୍ୟ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ସରକାରରେ ଭଙ୍ଗ ହେବ ନେଇ ଚର୍ଚ୍ଚା ହେଊଥିବାରୁ ଶାସକ ଦଳର ବିଧାୟକମାନେ ପଶ୍ଚିମବଙ୍ଗ କିମ୍ବା ଛତିଶଗଡର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri