ଜାତୀୟ

ଦୈନିକ ସଂକ୍ରମଣ ୧୦ ହଜାର ତଳେ,ସକ୍ରିୟ ମାମଲା ୮୮ ହଜାରରୁ କମ୍‌…

ନୂଆଦିଲ୍ଲୀ, ୨୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୮୮...

ଧନ କୁବେର ଏକଜ୍ୟୁକିଟିଭ ଇଞ୍ଜିନିୟର: କୋଟି କୋଟି ଟଙ୍କା, ଜମି କାଗଜ ପତ୍ର, ସୁନା-ଚାନ୍ଦି ଅଳଙ୍କାର ଜବତ

ପାଟନା,୨୭ ।୮: ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ଶନିବାର ଭିଜିଲାନ୍ସ ଟିମ ବିହାରର ଜଣେ ସରକାରୀ ଇଞ୍ଜିନିୟରଙ୍କ ଘରେ ଚଢାଉ କରିଛନ୍ତି । ଚଢାଉ ସମୟରେ ଇଞ୍ଜିନିୟରଙ୍କ ଘରୁ ବହୁ ପରିମାଣରେ ନଗଦ ଟଙ୍କା ଜବତ କରାଯାଇଛି ।...

ଝାଡ଼ଖଣ୍ଡରେ ଘନଉଛି ରାଜନୈତିକ ସଙ୍କଟ: ଛତିଶଗଡ଼ ଯିବା ନେଇ ବିଧାୟକଙ୍କ ପ୍ରସ୍ତୁତି

ରାଞ୍ଚି,୨୭।୮: ନିର୍ବାଚନ କମିଶନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବାକୁ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ପରେ ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏହିଭଳି ପରିସ୍ଥିତିରେ ଶନିବାର ମୁଖ୍ୟମନ୍ତ୍ରୀ ମେଣ୍ଟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ତୃତୀୟଥର...

ବିବାହ ମଣ୍ଡପରେ ଲାଗିଲା ନିଆଁ: ୫ ମୃତ

ମୋରାଦାବାଦ,୨୭।୮: ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଗୁରୁବାର ରାତିରେ ବିବାହ ଚାଲୁଥିବା ବେଳେ ଏକ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨ ମହିଳା ଓ ୩ ଶିଶୁଙ୍କ ମୃତ୍ୟୁ ଘଟିଛି। ବିଲ୍ଡିଂରେ ନିଆଁ ଲାଗିଥିବା ଦେଖି...

କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ଶିବରାଜଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବନ ହେଲେ ୮ ଇଞ୍ଜିନିୟର

ଭୋପାଳ,୨୬।୮: ମଧ୍ୟପ୍ରଦେଶ ଧର ଜିଲାରେ ନିର୍ମାଣାଧୀନ କରମ ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ବିଭାଗୀୟ ୮ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି। ଡ୍ୟାମ୍‌ ଉପରେ ୧୮ ଗାଁ...

ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟବିଭାଗ ଜାରି କଲା ଆଡଭାଇଜରୀ

ଲକ୍ଷ୍ନୌ,୨୭।୮: କରୋନା, ମଙ୍କିପକ୍ସ ପରେ ବର୍ତ୍ତମାନ ଟମାଟୋ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଟମାଟୋ ଫ୍ଲୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଟମାଟୋ ଫ୍ଲୁର ଲକ୍ଷଣ ୧୦ବର୍ଷ ବୟସ...

ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍‌ ସହ ମେଣ୍ଟ କଲା ଉଦ୍ଧବଙ୍କ ଶିବସେନା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ମରାଠା ସଂଗଠନ ଶମ୍ଭାଜୀ ବ୍ରିଗେଡ୍‌ ସହ ଉଦ୍ଧବ ଠାକ୍‌ରେଙ୍କ ଶିବସେନା ସହ ମେଣ୍ଟ ହୋଇଛି। ଏହି ଅବସରରେ ଉଦ୍ଧବ ନିର୍ବାଚନ ଲାଭକୁ ଦୃଷ୍ଟିରେ ରଖି ବ୍ରିଗେଡ ସହିତ ମେଣ୍ଟ କରାଯାଇ ନାହିଁ, ବରଂ ଆଞ୍ଚଳିକ ପରିଚୟ ରକ୍ଷା...

ସୋନାଲୀଙ୍କ ମତ୍ୟୁ ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: କ୍ଲବ ମାଲିକ ଗିରଫ

ପଣଜୀ,୨୭।୮: ହରିଆଣାର ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୋଲିସ ଗୋଆର କର୍ଲିସ୍‌ କ୍ଲବର ମାଲିକଙ୍କୁ ଗିରଫ କରିଛି। ଏଥିସହ ପୋଲିସ ଶୌଚାଳୟରୁ ଡ୍ରଗ୍ସ...

ଶପଥ ନେଲେ ଦେଶର ୪୯ତମ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ

ନୂଆଦିଲ୍ଲୀ,୨୭।୮: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଉଦୟ ଉମେଶ ଲଳିତ। ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନ ବିଚାରପତିଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଛନ୍ତି। ସିଜେଆଇ ଏନ୍‌ଭି ରମନା ଅଗଷ୍ଟ ୨୬ରେ ଅବସର...

୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ୟୁୟୁ ଲଳିତ, କାର୍ଯ୍ୟକାଳ ଅଢେଇ ମାସ

ନୂଆଦିଲ୍ଲୀ,୨୭ ।୮: ବିଚାରପତି ଉଦୟ ଉମେଶ ଲଳିତ ଶନିବାର ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଜଷ୍ଟିଶ ଉଦୟ ଉମେଶ ଲଳିତଙ୍କୁ ଦେଶର ମୁଖ୍ୟ ବିଚାରପତି ଭାବେ...

ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ । କିଛିଦିନ ହେବ ସେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଧର୍ମ ଓ...

ଭାଜପା ସିରିଏଲ୍‌ କିଲର: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୭ା୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଶୁକ୍ରବାର ଭାଜପା ଉପରେ ଜୋର୍‌ଦାର ବର୍ଷିଛନ୍ତି। ନିର୍ବାଚିତ ସରକାରଗୁଡ଼ିକୁ ଭାଙ୍ଗିଦେଉଥିବା ଭାଜପାକୁ ସେ ସିରିଏଲ୍‌ କିଲର ବୋଲି କହିଛନ୍ତି। ଗୈରିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri