ଜାତୀୟ

ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ବଡ଼ ଚ୍ୟାଲେଞ୍ଜ: ସିଜେଆଇ

ନୂଆଦିଲ୍ଲୀ,୨୭ା୮(ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ପଦରୁ ଜଷ୍ଟିସ୍‌ ଏନ୍‌.ଭି. ରମନା ଶୁକ୍ରବାର ଅବସର ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟ ପରିସରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବହୁସଂଖ୍ୟାରେ ମାମଲା ବିଚାର ଅପେକ୍ଷାରେ ପଡ଼ିରହିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ସିଜେଆଇ କହିବା...

ମୋଦିଙ୍କ ଦୁଇ ଦିନିଆ ଗୁଜରାଟ ଗସ୍ତ

ନୂଆଦିଲ୍ଲୀ,୨୭ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଉଛନ୍ତି । ଏହି ସମୟରେ ମୋଦି କିଛି ମହତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଗୁଜରାଟ ଗସ୍ତର ପ୍ରଥମ ଦିନରେ...

କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା ଦେଶକୁ ଦେବାଳିଆ କରିଦେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭ା୮(ପି.ଟି.): କରଦାତାଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଦେବା ଧାରା ଲାଗିରହିଲେ, ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା...

ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ସୁପରଟେକ ଟ୍ୱିନ ଟାୱାର

ଲକ୍ଷ୍ନୌ,୨୭ ।୮: ଉତ୍ତର ପ୍ରଦେଶର ନୋଏଡାରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଟ୍ୱିନ ଟାୱାର୍ସକୁ ନେଇ ଏବେ ଚର୍ଚ୍ଚା । ସରକାରଙ୍କ ନିର୍ଦ୍ଦେଶ କ୍ରମରେ ଏବେ ଏହି ଟାୱାର୍ସକୁ ଭଙ୍ଗାଯିବ । ତେବେ ଏହାକୁ ଭାଙ୍ଗିବା ସମୟରେ ସୁରକ୍ଷା...

ସ୍ତ୍ରୀ ଉପରେ କ୍ଷୁବ୍ଧ ସ୍ବାମୀ ତାଳଗଛରେ ମାସେ ରହିଲେ

ଲକ୍ଷ୍ନୌ,୨୭ା୮: ସ୍ତ୍ରୀଙ୍କ ଯୁକ୍ତି ଓ ଗାଳିରେ କ୍ଷୁବ୍ଧ ହୋଇ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ମାସେ କାଳ ୮୦ ଫୁଟ ଉଚ୍ଚ ତାଳଗଛରେ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ୟୁପି ମାଉ ଜିଲା କୋପାଗଞ୍ଜ ଅଞ୍ଚଳରେ ଏଭଳି ବିଚିତ୍ର ଘଟଣା...

ତୁମକୁ ଘୃଣାକରେ, ଭାରତ ଫେରିଯାଅ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୮: ଆମେରିକାର ଟେକ୍ସାସ୍‌ସ୍ଥିତ ଡଲାସ୍‌ରେ ୪ ଜଣ ଭାରତୀୟ ମହିଳା ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଦୁର୍ବ୍ୟବହାର କରିଥିବା ମହିଳା...

ଜାତୀୟ ଦଳଙ୍କୁ ଅଜଣା ସୂତ୍ରରୁ ମିଳିଛି ୧୫,୦୭୭ କୋଟି

ନୂଆଦିଲ୍ଲୀ,୨୭ା୮ (ପି.ଟି.): ଜାତୀୟ ରାଜନୈତିକ ଦଳଗୁଡ଼ିକ ୨୦୦୪-୦୫ରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ମଧ୍ୟରେ ଅଜଣା ସୂତ୍ରରୁ ୧୫,୦୭୭.୯୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛନ୍ତି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। କେବଳ...

ଓଡ଼ିଶାରେ ୨ ଜାଲ୍‌ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୭।୮ (ବ୍ୟୁରୋ): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦେଶର ୨୧ଟି ୟୁନିଭର୍ସିଟିକୁ ଜାଲ୍‌ ଘୋଷଣା କରିଛନ୍ତି। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କୌଣସି ଡିଗ୍ରୀ ପ୍ରଦାନ କରିପାରିବେ ନାହିଁ ବୋଲି ୟୁଜିସି ସଚିବ ରଜନୀଶ ଜୈନ କହିଛନ୍ତି। ଓଡ଼ିଶାରେ ୨ଟି ଜାଲ୍‌ ବିଶ୍ୱବିଦ୍ୟାଳୟ...

ଗ୍ରେନେଡ ସହ ଆତଙ୍କବାଦୀଙ୍କ ୩ ସହଯୋଗୀ ଗିରଫ, ପାକିସ୍ତାନ ପତାକା ଜବତ

ଶ୍ରୀନଗର,୨୭ ।୮: ଉତ୍ତର କଶ୍ମୀରର ସୋପୋରରେ ଶୁକ୍ରବାର ଲସ୍କର-ଏ-ତୋଏବାର ୩ ଓଭର ଗ୍ରାଉଣ୍ଡ ୱାର୍କରଙ୍କୁ ସୁରକ୍ଷା କର୍ମୀ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୩ ହ୍ୟାଣ୍ଡ ଗ୍ରେନେଡ, ୯ ପୋଷ୍ଟର ଓ ୧୨ ପାକିସ୍ତାନୀ ପତାକା ଜବତ କରାଯାଇଛି...

ଦେଶକୁ ଦେବାଳିଆ କରିଦେବ କରଦାତାଙ୍କ ଟଙ୍କାରେ ମାଗଣା ସୁବିଧା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୮: କରଦାତାମାନଙ୍କ ଟଙ୍କାରେ ଲୋକଙ୍କୁ ମାଗଣା ସୁବିଧା ଯୋଗାଇ ଦିଆଯାଉଛି। ଏହାଦ୍ୱାରା ଦେଶ ଅତ୍ୟନ୍ତ ଦେବାଳିଆ ସ୍ଥିତିକୁ ଚାଲିଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଥିବା...

ଜେଲ୍‌ରେ ଅଚେତ୍‌ ହୋଇପଡ଼ିଲେ ଅନୀଲ ଦେଶମୁଖ: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୨୬।୮: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ ଶୁକ୍ରବାର ହଠାତ୍‌ ଜେଲ୍‌ରେ ଅଚେତ୍‌ ହୋଇ ପଡ଼ିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଅନୀଲଙ୍କ ଛାତିରେ ଯନ୍ତ୍ରଣା...

ଅଗଷ୍ଟ ୨୯ରେ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍‌ରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୮: ଦିଲ୍ଲୀରେ ବର୍ତ୍ତମାନ ରାଜନୈତିକ ଉଷ୍ମତା ସରଗରମ ରହିଛି। ଅଗଷ୍ଟ ୨୯ରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସରକାର ଦିଲ୍ଲୀ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିବେ। ଏନେଇ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ଶୁକ୍ରବାର ସରକାରଙ୍କ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri