ଜାତୀୟ

ଚାଲାଣ କଟିବାରୁ ରାଗରେ ଥାନା ବିଦ୍ୟୁତ କାଟିଦେଲେ ଲାଇନ୍‌ମ୍ୟାନ୍‌

ଲକ୍ଷ୍ନୌ,୨୫।୮: ରାସ୍ତାରେ ଗାଡି ଚଳାଇବା ସମୟରେ କୌଣସି ନିୟମ ଭାଙ୍ଗିଲେ,ଟ୍ରାଫିକ ପୋଲିସ ଚାଲାଣ କାଟିବାକୁ ଆଦୌ ଭୁଲନ୍ତି ନାହିଁ। ତେବେ ଉତ୍ତରପ୍ରଦେଶର ଶାମଲି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ଟ୍ରାଫିକ ପୋଲିସ କନଷ୍ଟେବଳ ଜଣେ ଲାଇନମ୍ୟାନଙ୍କ...

୧୧ ଦୋଷୀଙ୍କୁ ମୁକ୍ତ ନେଇ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କଲେ ଏସ୍‌ସି…

ନୂଆଦିଲ୍ଲୀ, ୨୫।୮ : ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ବିରୋଧରେ ହୋଇଥିବା ଆବେଦନ ନେଇ ଗୁରୁବାର ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ହୋଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହିତ...

ହେମନ୍ତଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ…

ରାଞ୍ଚି, ୨୫।୮ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ନେଇ ସଙ୍କଟ ସୃଷ୍ଟି ହୋଇଛି। ହେମନ୍ତଙ୍କ ସଦସ୍ୟତା ରଦ୍ଦ କରିବା ସମ୍ପର୍କିିତ ରାୟ ନିର୍ବାଚନ ଆୟୋଗ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଲାଭ ଜନକ ପଦବୀ ଅଭିଯୋଗ ଉପରେ...

ତଲାକ୍‌କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ, ଅନେକ ଆହତ

ବେଙ୍ଗାଲୁରୁ,୨୫।୮: ବେଙ୍ଗାଲୁରୁଠାରୁ ୭୦ କିଲୋମିଟର ଦୂରରେ ଥିବା ତୁମାକୁରୁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଏକ ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ ଲୋକ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଦୈନିକ ମଜୁରୀ...

ଭାଜପା ମନ୍ତ୍ରୀଙ୍କ ଜିଭ କାଟିବାକୁ ଧମକପୂର୍ଣ୍ଣ ଚିଠି…

ବେଙ୍ଗାଲୁରୁ, ୨୫।୮ : କର୍ନାଟକର ଭାଜପା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଟିପୁ ସୁଲତାନଙ୍କୁ ମୁସଲମାନ ଗୁଣ୍ଡା ବୋଲି କହିଛନ୍ତି। ଏନେଇ ସେ ଧମକପୂର୍ଣ୍ଣ ଚିଠି ପାଇଛନ୍ତି। ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଚିଠିରେ...

କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ...

ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି, କେଜରିଓ୍ବାଲଙ୍କ ବାସଭବନରେ ଜରୁରୀ ବୈଠକ…

ନୂଆଦିଲ୍ଲୀ, ୨୫।୮ : ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି। ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ ଗତକାଲି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଯେଉଁ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ସହ ଯୋଗାଯୋଗର...

ସାମ୍ବାରେ ଚୋରା ଡ୍ରଗ୍ସ କାରବାର ଉଦ୍ୟମ ପଣ୍ଡ, ୮ ପ୍ୟାକେଟ ଜବତ କଲା ବିଏସ୍‌ଏଫ୍‌…

ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ଡ୍ରଗ୍ସ ଚୋରା କାରବାର ଉଦ୍ୟମକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ପକ୍ଷରୁ ପଣ୍ଡ କରାଯାଇଛି। ବିଏସ୍‌ଏଫ୍‌ ଯବାନମାନେ ଜଣେ ଅନୁପ୍ରବେଶକାରୀଙ୍କୁ ଗୁଳି କରିଥିଲେ। ତେବେ ଅନୁପ୍ରବେଶକାରୀ ଖସିଯିବାରେ ସଫଳ ହୋଇଛନ୍ତି। କିନ୍ତୁ...

୩୭୦୦ କିଲୋଗ୍ରାମ୍‌ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…

ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ...

୪ ଦିନ ମଧ୍ୟରେ ତୃତୀୟ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଶ୍ରୀନଗର, ୨୫।୮ : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ଆତଙ୍କବାଦୀଙ୍କର ଆଉ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ସୀମା ଆରପାରିକୁ ଆସିଥିବା ଆତଙ୍କବାଦୀମାନଙ୍କୁ ଅଖନୁର ସେକ୍ଟରରୁ ସେନା ଦ୍ୱାରା ତଡ଼ି ଦିଆଯାଇଛି। ଭାରତୀୟ ସେନାଙ୍କ ଗୁଳିମାଡ଼ରେ ଜୀବନ ବିକଳରେ ଆତଙ୍କବାଦୀମାନେ...

ସକ୍ରିୟ ମାମଲା ୯୫ ହଜାର ତଳେ…

ନୂଆଦିଲ୍ଲୀ, ୨୫।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୯୫...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri