ଜାତୀୟ

ଶିକ୍ଷକଙ୍କ ମାଡ଼ରେ ଆଉ ଜଣେ ଦଳିତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

ବାର୍‌ମେର,୨୫।୮: ରାଜସ୍ଥାନର ଜାଲୋର ଅଞ୍ଚଳରେ ଥିତ୍ବା ଏକ ସ୍କୁଲ୍‌ରେ ସବର୍ଣ୍ଣଙ୍କ ପାଇଁ ଉଦ୍ଦିଷ୍ଟ ପାଣି ମାଠିଆ ଛୁଇଁବାରୁ ଜଣେ ୯ ବର୍ଷର ପିଲାଙ୍କୁ ଶିକ୍ଷକ ନିର୍ଘାତ ମାଡ଼ ମାରିଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ୧୫...

ପପ୍ପନ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୫।୮: କୋଭିଡ୍‌ ଲକ୍‌ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ...

ଇଡି ଚଢ଼ାଉ ବେଳେ ଏକେ-୪୭ ଜବତ

ରାଞ୍ଚତ୍,୨୫।୮: ଝାଡ଼ଖଣ୍ଡରେ ବେଆଇନ ଖଣି ଖନନ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଚଢ଼ାଉ ବେଳେ ଦୁଇଟି ଏକେ-୪୭ ରାଇଫଲ ଏବଂ ୬୦ ରାଉଣ୍ଡ ଗୁଳି ଜବତ ହୋଇଛି। ଇଡି ଅଧିକାରୀମାନେ ଝାଡ଼ଖଣ୍ଡ ସମେତ ବିହାର, ତାମିଲନାଡୁ...

ଘଣ୍ଟାକ ଭିତରେ ୨ ଥର ଥରି ଉଠିଲା ଜମ୍ମୁ-କଶ୍ମୀର

ଜମ୍ମୁ,୨୫ ।୮: ଜମ୍ମୁ-କଶ୍ମୀରରେ ବୁଧବାର ବିଳମ୍ବିତ ରାତିରେ ଗାଟିଏ ପରେ ଗୋଟିଏ ଲଗାତାର ୨ଟି ଭୂକମ୍ପ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଓ କିଶତୱାଡ ଜିଲାରେ ଏହି ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା...

ଲକ୍‌ଡାଉନରେ ଶ୍ରମିକଙ୍କୁ ସାହାଯ୍ୟ କରିଥିବା ଛତୁଚାଷୀ ପପ୍ପନ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୪।୮ :କୋଭିଡ୍‌ ଲକ୍‌ଡାଉନ ବେଳେ ପ୍ରବାସୀ ଶ୍ରମିକମାନଙ୍କୁ ବିମାନରେ ସେମାନଙ୍କ ଘରକୁ ପଠାଇ ଚର୍ଚ୍ଚିତ ହୋଇଥିବା ନୂଆଦିଲ୍ଲୀର ଜଣାଶୁଣା ଛତୁଚାଷୀ ପପ୍ପନ ସିଂ ଗେହଲଟ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀର ଆଲିପୋର ଅଞ୍ଚଳରେ ନିଜ ଘର ସମ୍ମୁଖରେ ଥିବା ମନ୍ଦିର ସିଲିଂରୁ...

ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା, ସିବିଆଇ ତଦନ୍ତ ଦାବି କଲା ପରିବାର

ନୂଆଦିଲ୍ଲୀ,୨୪।୮: ଅଭିନେତ୍ରୀ ତଥା ହରିୟାଣାର ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତାଙ୍କ ସହ ଗୋଆ ଯାଇଥିବା ଦୁଇଜଣ ସହଯୋଗୀ ଏହି ଷଡ଼ଯନ୍ତ୍ର ସହ ସମ୍ପୃକ୍ତ...

‘ସୋନିଆଙ୍କୁ ନୁହେଁ, କ’ଣ ନଡାଙ୍କୁ ଭେଟିବି’

ନୂଆଦିଲ୍ଲୀ,୨୪।୮: ୨୦୧୯ ଲୋକ ସଭା ନିର୍ବାଚନ ପରଠାରୁ କଂଗ୍ରେସ ଦଳର ପୂର୍ଣ୍ଣକାଳୀନ ସଭାପତି କିଏ ହେବ ସେନେଇ ଚର୍ଚ୍ଚା ଜାରି ରହିଛି। ସୋନିଆ ଗାନ୍ଧୀ କଂଗ୍ରେସର ସଭାପତି ରହିବେ ନା ଗାନ୍ଧୀ ପରିବାର ବାହାରେ ଥିବା କୌଣସି କଂଗ୍ରେସ ନେତା...

ପ୍ରଧାନମନ୍ତ୍ରୀ କ’ଣ, ମୁଁ କିଛି ବି ହେବାକୁ ଚାହୁଁ ନାହିଁ: ନୀତୀଶ

ପାଟନା,୨୪।୮: ଭାଜପା ସହ ମେଣ୍ଟ ଭାଙ୍ଗି ପୁଣି ନୂଆ ସରକାର ଗଢ଼ିବା ପଛରେ ନୀତିଶ କୁମାରଙ୍କ ମହତ୍ତ୍ୱାକାଂକ୍ଷା ଥିବା କୁହାଯାଇଥିଲା। ତାଙ୍କର ପ୍ରଧାନମନ୍ତ୍ରୀ ହେବାର ଅଭିଳାଷ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ନୀତୀଶ ବୁଧବାର ବିଧାନସଭାରେ ପ୍ରତିକ୍ରିୟା...

ଡିଲିଟ୍‌ ହୋଇଗଲା କଂଗ୍ରେସର ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲକୁ ଡିଲିଟ କରାଯାଇଛି। ଦଳ ପକ୍ଷରୁ ଟୁଇଟର୍‌ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଏହାକୁ ରିଷ୍ଟୋର କରିବାକୁ କଂଗ୍ରେସ ଉଭୟ ୟୁଟ୍ୟୁବ ଏବଂ ଗୁଗଲ ସହିତ ଯୋଗାଯୋଗ କରିଛି। କଂଗ୍ରେସ ପକ୍ଷରୁ କରାଯାଇଥିବା କୁହାଯାଇଛି...

ବାଜପେୟୀ, ଆଡଭାନୀଙ୍କୁ ପ୍ରଶଂସା, ନାଁ ନ ନେଇ ମୋଦିଙ୍କୁ ଟାର୍ଗେଟ କଲେ ନୀତୀଶ

ପାଟନା,୨୪।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ନୀତୀଶ କୁମାର ଗୃହରେ ଭାଜପା ନେତା ଲାଲକୃଷ୍ଣ ଆଡଭାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରିବା...

ଆସ୍ଥା ଭୋଟରେ ଜିତିଲେ ନୀତୀଶ କୁମାର

ପାଟନା,୨୪।୮: ଭାଜପା ହାତ ଛାଡି ଆରଜେଡି ସହ ମିଶି ସରକାର ଗଠନ କରିଥିବା ନୀତୀଶ କୁମାର ବୁଧବାର ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ୧୬୦ ନୀତୀଶ ସରକାରଙ୍କ ସପକ୍ଷରେ ଏବଂ ବିପକ୍ଷରେ ଶୂନ ଭୋଟ...

ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କଂଗ୍ରେସ ନେତା ଜୟବୀର ଶେରଗିଲ୍‌

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ଜୟବୀର ଶେରଗିଲ୍‌ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ଜୟବୀର ଦଳର ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri