ଜାତୀୟ

ଆସାମରେ ଭାରି ପଡିବ ଲଭ-ଜିହାଦ, ଲ୍ୟାଣ୍ଡ ଜିହାଦ!

ଗୁଆହାଟୀ,୪।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (ଅଗଷ୍ଟ ୪)ରେ ଦୁଇଟି ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ‘ଲଭ ଜିହାଦ’ ମାମଲାରେ ସରକାର ଖୁବ ଶୀଘ୍ର ଆଜୀବନ କାରାଦଣ୍ଡ ପାଇଁ ଏକ ଆଇନ ଆଣିବେ। ରବିବାର...

ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ବଦଳିଲା ‘ଗେମ’, ଜେଡିୟୁରେ ସାମିଲ ହେଲେ ଏହି ବଡ଼ ନେତା

ରାଞ୍ଚି,୪।୮: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏବେ ଏହି ବିଧାନସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ନେତାଙ୍କ ଦଳ-ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି।...

୪୦ ଜିଲାରେ ପ୍ରବଳ ବର୍ଷାକୁ ନେଇ ଜାରି ହେଲା ସତର୍କ ସୂଚନା

ଲକ୍ଷ୍ନୌ,୪।୮: କିଛିଦିନ ପରେ ମୌସୁମୀ ପୁଣିଥରେ ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆଇଏମଡି ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି। ପାଣିପାଗ...

ଫସିଗଲେ ଶବ୍ଦର ଯାଦୁଗର ଥରୁର

ନୂଆଦିଲ୍ଲୀ,୪।୮: କେରଳର ୱାୟନାଡ୍‌ରେ ହୋଇଥିବା ଭୂସ୍ଖଳନକୁ ନେଇ କଂଗ୍ରେସ ନେତା ଶଶି ଥରୁର ଏମିତି କିଛି ଲେଖିଛନ୍ତି ଯେଉଁଥିପାଇଁ ଟ୍ରୋଲରମାନେ ତାଙ୍କ ପଛରେ ପଡି ଯାଇଛନ୍ତି। ଆପଣ ଏହି ଦୈବି ଦୁର୍ଘଟଣା ପାଳନ କରୁଛନ୍ତି କି ନାହିଁ ବୋଲି ସେ...

ନୀତୀଶ କୁମାରଙ୍କୁ ନେଇ ବଡ଼ କଥା କହିଦେଲେ ପ୍ରଶାନ୍ତ କିଶୋର

ପାଟନା,୪।୮: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରଜ ଅଭିଯାନର ପ୍ରମୁଖ ପ୍ରଶାନ୍ତ କିଶୋରଙ୍କ ଆଗାମୀ ବିହାର ବିଧାନସଭା ନିର୍ବାାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପ୍ରଶାନ୍ତ କିଶୋର ପାଟଣାର ବାପୁ ଅଡିଟୋରିୟମରେ ଜନ ସୁରଜର ଯୁବ...

ମମତାଙ୍କୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ

ବେଗୁସରାଇ,୪।୮: ଦିନିକିଆ ଗସ୍ତରେ ବେଗୁସରାଇରେ ପହଞ୍ଚିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ପୁଣି ଥରେ ପଶ୍ଚିମବଙ୍ଗର ସିଏମ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ସହ ତୁଳନା କରିଛନ୍ତି। ମମତା ଉନ୍‌ଙ୍କ ଭଳି କାର୍ଯ୍ୟ କରୁଛନ୍ତି...

ଓ୍ବାକଫ ଆକ୍ଟରେ ପରିବର୍ତ୍ତନ ପାଇଁ ପ୍ରସ୍ତୁତି, କମିବ ବୋର୍ଡର ଶକ୍ତି ବଢିବ ମହିଳାଙ୍କ ଅଧିକାର

ନୂଆଦିଲ୍ଲୀ,୪।୮: ୱାକଫ ଆକ୍ଟରେ କେନ୍ଦ୍ର ସରକାର ଖୁବ ଶୀଘ୍ର ଅନେକ ବଡ଼ ପରିବର୍ତ୍ତନ କରିପାରନ୍ତି। ସରକାର ଆସନ୍ତା ସପ୍ତାହରେ ସଂସଦରେ ଏଥିପାଇଁ ଏକ ବିଲ ଆଣିପାରନ୍ତି ଯେଉଁଥିରେ ଅନେକ ସଂଶୋଧନ କରାଯାଇପାରେ। ଏହା ଅଧୀନରେ ୱାକଫ ବୋର୍ଡର କ୍ଷମତା ହ୍ରାସ...

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ

କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍‌ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି...

ପୁଣି ସାମ୍ନାକୁ ଆସିଲା ପାଶ୍ଚାତ୍ୟ ଦେଶର ଡବଲ ଚେହେରା, ଭାରତକୁ କଲେ କଠୋର ସମାଲୋଚନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪ା୮: ଇରାନର ରାଜଧାନୀ ତେହରାନରେ ଜୁଲାଇ ୩୧ରେ ହମାସ ନେତା ଇସ୍‌ମାଇଲ ହନିୟେଙ୍କ ହତ୍ୟା ପରେ ହମାସ ଏବଂ ଇରାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ ଉପରେ ବିଶ୍ୱ ସ୍ତରରେ ଗ୍ରହଣ କରାଯାଇଥିବା ଡବଲ ଚେହେରା...

କାନ୍ଥ ଭୁଶୁଡ଼ି ଚାଲିଗଲା ୯ ଶିଶୁଙ୍କ ଜୀବନ, ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ,୪ା୮: ମଧ୍ୟପ୍ରଦେଶର ସାଗର ଜିଲାରେ ଏକ ଭୟଙ୍କର ଅଘଟଣ ଘଟିଛି। ଏଠାରେ ଏକ ମନ୍ଦିରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଶିଶୁଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆଉ କିଛି ଚାପି ହୋଇ ରହିଥିବା ଆଶଙକା...

ଭୟଙ୍କର ଦୁର୍ଘଟଣା, ରାସ୍ତାରେ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ, ୦୪।୦୮: ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ମଧ୍ୟ ପ୍ରଦେଶ ବିକ୍ରମଗଡ଼ରେ ରହୁଥିବା କିଛି ବ୍ୟକ୍ତି...

ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ

ହାଇଦ୍ରାବାଦ୍‌,୪।୩: ବିଶାଖାପଟ୍‌ନମ୍‌ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉକ୍ତ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri