ଜାତୀୟ

ସଂଗ୍ରାମୀ, ଐତିହ୍ୟ ନାମରେ ନାମିତ ହେବ ଏମ୍ସ ହସ୍ପିଟାଲ

ନୂଆଦିଲ୍ଲୀ,୨୧।୮: ଦେଶରେ ଥିବା ସମସ୍ତ ୨୩ଟି ଯାକ ଏମ୍ସ ହସ୍ପିଟାଲର ନାମକରଣ ପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ, ଐତିହାସିକ ସମାରୋହ ଏବଂ ଐତିହ୍ୟର ନାମ ଅନୁସାରେ ଏମ୍ସ ହସ୍ପିଟାଲର ନାମକରଣ କରାଯିବ। କେନ୍ଦ୍ରୀୟ...

ଡାକ୍ତରଙ୍କୁ ଚାପୁଡା ମାରିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଆଇଜଲ,୨୧।୮: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଝିଅ ଡାକ୍ତରଙ୍କୁ ଚାପୁଡ଼ା ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି ଯେ, ସେ ତାଙ୍କ...

‘୨୦୨୪ ନିର୍ବାଚନରେ ନୀତୀଶ କୁମାର ହେବେ ମଜଭୁତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’

ପାଟନା,୨୧।୮:ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ବୀ ଯାଦବ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ନେଇ ନିଜ ମତ ରଖିଛନ୍ତି। ଯଦି ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବିହାର ମୁଖ୍ୟମନ୍ତ୍ରୀ...

ଭାରତ ବିଶ୍ୱର ଆଦର୍ଶ ସମାଜ ହେଉ, ଏଥିପାଇଁ କାମ କରୁଛି ଆରଏସ୍‌ଏସ୍‌: ମୋହନ ଭାଗବତ

ନୂଆଦିଲ୍ଲୀ,୨୧।୮: ଭାରତ ବିଶ୍ୱ ପାଇଁ ଏକ ଆଦର୍ଶ ସମାଜ ହେଉ। ଏ ଦିଗରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରୁଛି ବୋଲି ଏହାର ମୁଖ୍ୟ ମୋହନ ଭାଗବତ କହିଛନ୍ତି। ଦିଲ୍ଲୀ ୟୁନିଟ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ...

ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼

ପାଟନା,୨୧।୮: ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ି ଉପରକୁ ପଥର ମାଡ଼ କରାଯାଇଛି। ଏହି ପଥର ମାଡ଼ରେ ଗାଡିର ଗ୍ଲାସ ଭାଙ୍ଗିଯାଇଛି। ଅବଶ୍ୟ ପଥର ଫିଙ୍ଗିବା ସମୟରେ ମୁଖ୍ୟମନ୍ତ୍ରୀ କାର୍‌ରେ ନ ଥିଲେ। ଏହି ଘଟଣା ସମ୍ପର୍କରେ...

ବିଚାର ବିଭାଗୀୟ ହାଜତକୁ ଗଲେ ଗାଳି ଦେଉଥିବା ମହିଳା

ନୋଏଡା,୨୧ ।୮: ଉତ୍ତର ପ୍ରଦେଶର ନୋଏଡାରେ ଗାର୍ଡଙ୍କୁ ଗାଳି ଦେଉଥିବା ମହିଳା ଭବ୍ୟା ରାୟଙ୍କୁ କୋର୍ଟ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦେଇଛନ୍ତି । ଭବ୍ୟା ପେଶାରେ ଜଣେ ଓକିଲ । ଯେତେବେଳେ ପୋଲିସ ତାଙ୍କୁ ହାଜତକୁ ନେଲା...

ଗୁଗ୍‌ଲ କ୍ରୋମ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୨୧।୮: ଗୁଗ୍‌ଲ କ୍ରୋମ ବେଶ୍‌ ଲୋକପ୍ରିୟ ଓ୍ବେବ-ବ୍ରାଉଜର ଅଟେ। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରନ୍ତି। ଗୁଗ୍‌ଲ କ୍ରୋମ ୟୁଜର୍ସଙ୍କୁ ଭାରତ ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରଣାଳୟର...

ମନୀଷ ସିସୋଡିଆ ମହାରଣା ପ୍ରତାପଙ୍କ ବଂଶଜ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୧।୮: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଘରେ ସିବିଆଇ ଚଢାଉକୁ ନେଇ ଆମ୍‌ ଆଦମୀ ପାର୍ଟୀ(ଏଏପି) ସରକାର ବାରମ୍ବାର ଭାଜପା ଉପରେ ଟାର୍ଗେଟ କରୁଛି। ଏଏପି ଏମ୍‌ପି ତଥା ଦଳର ମୁଖପାତ୍ର ସଞ୍ଜୟ ସିଂ ରବିବାର ଏକ ଖବରଦାତା ସମ୍ମିଳନୀ...

ଜିଲାପାଳଙ୍କ ଚଷମା ଧରି ମାଙ୍କଡ ଛୁ’

ଲକ୍ଷ୍ନୌ,୨୧।୮: ୟୁପିରେ କେବଳ ସାଧାରଣ ଲୋକ ନୁହଁନ୍ତି, ମାଙ୍କଡ ଉତ୍ପାତକୁ ନେଇ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି। ବୃନ୍ଦାବନରେ ମାଙ୍କଡମାନଙ୍କ ପ୍ରାଦୁର୍ଭାବ ଯୋଗୁ ସାଧାରଣ ଲୋକଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ବେଳେବେଳେ ମାଙ୍କଡମାନେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଏଥର ମାଙ୍କଡ଼ର...

ନେତାଜୀଙ୍କ ସମ୍ପର୍କରେ ପ୍ରଚାରିତ ହୋଇଛି ମିଥ୍ୟା କାହାଣୀ…

ନୂଆଦିଲ୍ଲୀ, ୨୧।୮ : ନେତାଜୀ ସୁଭାଷ ବୋଷଙ୍କ ନାତି ତଥା ବିଶିଷ୍ଟ ଐତିହାସିକ ସୁଗାତା ବୋଷ ଅଭିଯୋଗ କରିଛନ୍ତି ଯେ ନେତାଜୀଙ୍କ ଲୋକପ୍ରିୟତାର ସୁଯୋଗ ନେବାକୁ ସୁଯୋଗବାଦୀମାନେ ତାଙ୍କର ନିଖୋଜ ଏବଂ ୧୯୪୫ ପରେ ତାଙ୍କ ଅସ୍ତିତ୍ୱ ବିଷୟରେ ମିଥ୍ୟା...

ଚତୁର୍ଥ ଶ୍ରେଣୀ ପଦବୀ ଲିଖିତ ପରୀକ୍ଷାରେ କପି ରୋକିବା ପାଇଁ ୨୫ ଜିଲାରେ ୪ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଜାରି…

ଗୁଆହାଟୀ, ୨୧।୮ : ଆସାମ ସରକାରଙ୍କ ବିଭିନ୍ନ ବିଭାଗରେ ଚତୁର୍ଥ ଶ୍ରେଣୀ ପଦବୀ ପାଇଁ ଲିଖିତ ପରୀକ୍ଷା ସମୟରେ ସମ୍ଭାବ୍ୟ କପିକୁ ରୋକିବା ପାଇଁ ରାଜ୍ୟର ୨୫ ଟି ଜିଲାରେ ରବିବାର ମୋବାଇଲ ଇଣ୍ଟରନେଟ ସେବା ଚାରି ଘଣ୍ଟା ପାଇଁ...

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଜନ୍ତର ମନ୍ତରରେ ଚାଷୀଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri