ଜାତୀୟ

ପ୍ରତିଦିନ ଆରମ୍ଭ ହେଉଛି ସିବିଆଇ-ଇଡ଼ିର ନୂଆ ଖେଳ, ଦେଶର ବିକାଶ କିପରି ହେବ ସମ୍ଭବ…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ନୂତନ ଅବକାରୀ ନୀତିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରବିବାର ସେ ଟୁଇଟ୍‌ କରି କହିଛନ୍ତି ଯେ ଯେଉଁ...

ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ୧୦ ରାଜନେତା, କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି…

ଚଣ୍ଡିଗଡ଼, ୨୧।୮ : ପଞ୍ଜାବର ୧୦ ଜଣ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଆତଙ୍କqବାଦୀ ସଂଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଏନେଇ ଏକ ସତର୍କ ସୂଚନା ଜାରି କରାଯାଇଛି। ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ପକ୍ଷରୁ...

ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ହଟିବା ଆଶଙ୍କା, ୨ ସପ୍ତାହ ମଧ୍ୟରେ ଆସିବ ଇସିଙ୍କ ନିଷ୍ପତ୍ତି…

ରାଞ୍ଚି, ୨୧।୮ : ଖଣି ଲିଜ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ସମ୍ପର୍କରେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ(ଇସି) ଏହାର ରାୟ ପ୍ରଦାନ କରିବାର ସମ୍ଭାବନା ରହିଛି। ସୂଚନାନୁସାରେ, ଯଦି ହେମନ୍ତ ସୋରେନଙ୍କ ବିରୋଧରେ...

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବାଂଲା ଟିମ୍‌...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ଲୁକ ଆଉଟ ସର୍କୁଲାର୍‌ ନୋଟିସ ଜାରି କରିଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ,...

ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି ବୋଲି କହିଲେ ସୁଶୀଲ ମୋଦି…

ପାଟନା,୨୧।୮ : ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି କାଦୁଅ...

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ, ୨୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ...

‘ଭାରତ ଯୋଡୋ ଯାତ୍ରା’ରୁ କଂଗ୍ରେସ ଆରମ୍ଭ କରିବ ୨୦୨୪ ନିର୍ବାଚନର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧ ।୮: ‘ଭାରତ ଯୋଡୋ ଯାତ୍ରା’କୁ ନେଇ ବିଚାର ବିମର୍ଷ କରିବାକୁ କଂଗ୍ରେସ ଶନିବାର ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ଡାକିଥିଲା । ଏଥିରେ ବିରିଷ୍ଠ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ...

ଧରାପଡିଲେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତି , ପାକିସ୍ତାନର ଥିଲା ନମ୍ବର କୋଡ!

ମୁମ୍ବାଇ,୨୧ ।୮: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣିଥରେ ୨୬/୧୧ ଭଳି ଆକ୍ରମଣ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ ଧରିବାରେ ସଫଳ ହୋଇଛି । ମୁମ୍ବାଇ ପୋଲିସର ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି । ମୁମ୍ବାଇ ଟ୍ରାଫିକ...

ଝାଡ଼ଖଣ୍ଡ ୩ ବିଧାୟକଙ୍କୁ ଜାମିନ୍‌, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ଆଣିଲେ ଅଭିଯୁକ୍ତ…

କୋଲକାତା, ୨୦।୮ : ଏକ କାରରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଅଭିଯୋଗ ଗିରଫ ହୋଇଥିବା ଝାଡ଼ଖଣ୍ଡର ୩ ଜଣ ବିଧାୟକଙ୍କୁ କୋଲକାତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମତରା ବିଧାୟକ ଇରଫାନ୍‌...

ନିର୍ବାଚନରେ ପ୍ରତିଶ୍ରୁତି କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରେ, ଜବାବ ଦେଲା ଡିଏମକେ…

ନୂଆଦିଲ୍ଲୀ, ୨୦।୮ : ରାଜନୈତିକ ଦଳଗୁଡିକ ଦ୍ୱାରା ମୁକ୍ତ ନିର୍ବାଚନର ପ୍ରତିଶ୍ରୁତି ଉପରେ ରାଜନୀତି ମଧ୍ୟରେ ଡିଏମକେ କହିଛି ଯେ ଦୁର୍ବଳ ବର୍ଗଙ୍କର ଉନ୍ନତିରେ କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରିଥାଏ। ଏହାକୁ ମାଗଣା କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ...

ଦହି ହାଣ୍ଡି ଭଙ୍ଗା ଉତ୍ସବ, ୨୨୨ ଆହତ…

ମୁମ୍ବାଇ, ୨୦।୮ : ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମାଷ୍ଟମୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଦହି ହାଣ୍ଡି ଙଙ୍ଗା ଉତ୍ସବରେ ୨୨୨ ଜଣ ପ୍ରତିଯୋଗୀ ଆହତ ହୋଇଛନ୍ତି। ଠାଣେ ସହରରେ ୬୪ ଜଣ ପ୍ରତିଯୋଗୀ ଆହତ ହୋଇଥିବା କୁହାଯାଉଛି। ଅଧିକାଂଶ ଆହତଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri