ଜାତୀୟ

ନିର୍ବାଚନରେ ପ୍ରତିଶ୍ରୁତି କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରେ, ଜବାବ ଦେଲା ଡିଏମକେ…

ନୂଆଦିଲ୍ଲୀ, ୨୦।୮ : ରାଜନୈତିକ ଦଳଗୁଡିକ ଦ୍ୱାରା ମୁକ୍ତ ନିର୍ବାଚନର ପ୍ରତିଶ୍ରୁତି ଉପରେ ରାଜନୀତି ମଧ୍ୟରେ ଡିଏମକେ କହିଛି ଯେ ଦୁର୍ବଳ ବର୍ଗଙ୍କର ଉନ୍ନତିରେ କଲ୍ୟାଣକାରୀ ଯୋଜନା ଲାଗି ସାହାଯ୍ୟ କରିଥାଏ। ଏହାକୁ ମାଗଣା କୁହାଯାଇପାରିବ ନାହିଁ। ନିର୍ବାଚନ ସମୟରେ...

ଦହି ହାଣ୍ଡି ଭଙ୍ଗା ଉତ୍ସବ, ୨୨୨ ଆହତ…

ମୁମ୍ବାଇ, ୨୦।୮ : ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମାଷ୍ଟମୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଦହି ହାଣ୍ଡି ଙଙ୍ଗା ଉତ୍ସବରେ ୨୨୨ ଜଣ ପ୍ରତିଯୋଗୀ ଆହତ ହୋଇଛନ୍ତି। ଠାଣେ ସହରରେ ୬୪ ଜଣ ପ୍ରତିଯୋଗୀ ଆହତ ହୋଇଥିବା କୁହାଯାଉଛି। ଅଧିକାଂଶ ଆହତଙ୍କୁ...

ପ୍ରତିରକ୍ଷା ବାହିନୀଙ୍କୁ ଜରୁରୀକାଳୀନ ଅଧିଗ୍ରହଣ କ୍ଷମତା ପ୍ରଦାନ, ଆସନ୍ତା ସପ୍ତାହରେ ହୋଇପାରେ ବୈଠକ…

ନୂଆଦିଲ୍ଲୀ, ୨୦।୮ : ଭାରତୀୟ ପ୍ରତିରକ୍ଷା ବାହିନୀ ଫାଷ୍ଟ-ଟ୍ରାକ ମାର୍ଗ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ପ୍ରଣାଳୀ କ୍ରୟ କରିବା ପାଇଁ ଜରୁରୀକାଳୀନ କ୍ଷମତା ପାଇବେ। ସୂଚନାନୁସାରେ, ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚ ସ୍ତରୀୟ ବୈଠକରେ...

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛି। ଏହାର ସଂଯୋଜକ ବିଜେଡି ଏମ୍‌ପି ସୁଜିତ କୁମାର ଶନିବାର...

ଡାକ୍ତରଙ୍କ ଅବସର ଗ୍ରହଣ ବୟସ ୭୦ ବର୍ଷକୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ଗୁଆହାଟୀ, ୨୦।୮ : ଆସାମ ସରକାର ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରଙ୍କ ଅବସର ବୟସକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଡାକ୍ତରଙ୍କ ଅବସର ବୟସ ବଢ଼ାଇବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମାଙ୍କ ସରକାର ଏକ କ୍ୟାବିନେଟ ବୈଠକରେ ନିଷ୍ପତ୍ତି...

ସାଇବର ଆକ୍ରମଣକୁ ରୋକିବ ୯୭ ସୁରକ୍ଷା ଅନୁସନ୍ଧାନ ସଂଗଠନ ପ୍ୟାନେଲ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ସାଇବର ଆକ୍ରମଣ ବୃଦ୍ଧି ପାଉଛି। କମ୍ପ୍ୟୁଟର ନେଟୱାର୍କିଂ ଏବଂ ମୋବାଇଲ ଫୋନରେ ଆକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। ଏହାର ନାମ ୯୭ କା ଦମ ଅର୍ଥାତ୍‌...

ଦଳ ଦରି ପକାଇବା କାମ ଦେଲେ ବି ମୁଁ କରିବି, ସଂସଦୀୟ ବୋର୍ଡରୁ ବାହାର ନେଇ କହିଲେ ଶିବରାଜ…

ନୂଆଦିଲ୍ଲୀ, ୨୦।୮ : ଭାଜପା ସଂସଦୀୟ ବୋର୍ଡରୁ ବାହାର ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଶନିବାର କହିଛନ୍ତି, ମୁଁ ଯୋଗ୍ୟ କି ନୁହେଁ ସେନେଇ ମୋର କୌଣସି ଚିନ୍ତା ନାହିଁ। ଯଦି...

ସିବିଆଇର ହୋଇଛି ଭାଜପାକରଣ, ମାଲିକ ଯାହା ଚାହୁଁଛନ୍ତି ତାହା ହେଉଛି, ସିବଲଙ୍କ କଡ଼ା ସମାଲୋଚନା…

ନୂଆଦିଲ୍ଲୀ, ୨୦।୮ : ରାଜ୍ୟ ସଭା ଏମ୍‌ପି କପିଲ ସିବଲ ଶନିବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପତଞ୍ଜରା ମଧ୍ୟରେ ଥିବା ଶୁଆ ଏବେ ମୁକ୍ତ ହୋଇଛି। ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନକୁ...

ମିଶ୍ରଣ କଳ୍ପନା ଜଳ୍ପନାକୁ ଖଣ୍ଡନ କଲେ ଭାଜପା-ଏନଡିପିପି…

କୋହିମା, ୨୦।୮ : ନାଗାଲାଣ୍ଡର ଶାସକ ମିଳିତ ସହଯୋଗୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପରେ ଦୁଇ ଦଳ ମିଶ୍ରଣ କରିବେ ବୋଲି କଂଗ୍ରେସର କଳ୍ପନା...

ଜଣେ ବିଚାରପତି ୫୦ ମାମଲା ସମାଧାନ କଲେ ପୁଣି ୧୦୦ ନୂଆ ଦାଖଲ ହେଉଛି, କହିଲେ ଆଇନମନ୍ତ୍ରୀ…

ନୂଆଦିଲ୍ଲୀ, ୨୦।୮ : ଦେଶରେ ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯଦି ଜଣେ ବିଚାରପତି ୫୦ ଟି ମାମଲା ସମାଧାନ କରୁଛନ୍ତି, ତା’ହେଲେ ପୁଣି ୧୦୦ ଟି ନୂଆ ମାମଲା ଦାଖଲ ହୋଇ...

ନ୍ୟାୟ ପ୍ରଦାନ ସମୟ-ପ୍ରକ୍ରିୟା ମଧ୍ୟରେ ସନ୍ତୁଳନ ଅପରିହାର୍ଯ୍ୟ…

ନୂଆଦିଲ୍ଲୀ, ୨୦।୮ : ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇ ସଶସ୍ତ୍ର ବାହିନୀକୁ ଠିକ ସମୟରେ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ସେମିନାରକୁ ସମ୍ବୋଧିତ କରି...

ବିଚାରାଧୀନ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା ଜରୁରୀ…

ମୁମ୍ବାଇ, ୨୦।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଭାରତର ଅଦାଲତଗୁଡ଼ିକରେ ବହୁ ବିଚାରାଧୀନ ମାମଲା ପଡ଼ି ରହିଛି। ମାମଲାଗୁଡ଼ିକର ପଡ଼ି ରହିଥିବା ଉଦବେଗଜନକ ହାରକୁ ଦୃଷ୍ଟିରେ ରଖି ମଧ୍ୟସ୍ଥତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ପାଲଟିଛି। ପୁଣେରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri