ଜାତୀୟ

ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଜିବୁଟ ନୌସେନା ଘାଟି ହେଉଛି ବେଜିଂର ପ୍ରଥମ ଦରିଆପାରି...

ନୀତୀଶଙ୍କୁ ନେଇ କୈଳାଶ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୧୯ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ରାଷ୍ଟୀୟ ମହାସଚିବ କୈଳାଶ ବିଜୟଭର୍ଗିୟ ଏକ ବିବାଦୀୟ ବୟାନ ଦେଇଛନ୍ତି । ଗୁରୁବାର ଇନେ୍ଦାରରେ ବିଜୟଭର୍ଗିୟ କହଛନ୍ତି, ଯେମିତି ଭାବେ ଆମେରିକାରେ ଯୁବତୀମାନେ ନିଜର ପୁରୁଷ ବନ୍ଧୁ ବଦଳାଇ...

୧୩ ରାଜ୍ୟରେ ଦେଖାଦେଇପାରେ ଘୋର ବିଜୁଳି ସଙ୍କଟ

ନୂଆଦିଲ୍ଳୀ,୧୯ ।୮: ବହୁ ପରିମାଣରେ ଦେୟ ନ ଦେବା ୧୩ଟି ରାଜ୍ୟରେ ବିଜୁଳି ସଙ୍କଟ ଦେଖାଯାଇପାରେ ବୋଲି ଅନୁମାନ କରାଯାଇଛି । ରାଷ୍ଟ୍ରାୟତ୍ତ ପାୱର ସିଷ୍ଟମ ଅପରେଶନ କର୍ପୋରେଶନ ଲିମିଟେଡ(ପୋସୋକୋ) ୩ଟି ପାୱାର ଏକ୍ସଚେଞ୍ଜ, ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜ, ପାୱାର...

ଲତା ମଙ୍ଗେସ୍‌କର ଚୌକ ନିର୍ମାଣକୁ ସନ୍ଥଙ୍କ ବିରୋଧ: ମୋଦି, ଯୋଗୀଙ୍କୁ ଲେଖିବେ ଚିଠି

ଅଯୋଧ୍ୟା,୧୮।୮: ଗାୟିକା ଲତା ମଙ୍ଗେସ୍‌କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅଯୋଧ୍ୟାରେ ତାଙ୍କ ନାମରେ ଏକ ଚୌକ ନିର୍ମାଣ ହେଉଥିବା ବେଳେ ସ୍ଥାନୀୟ ସାଧୁସନ୍ଥ ଏହାର ବିରୋଧ କରିଛନ୍ତି। ମହନ୍ତ କମଳନୟନ ଦାସଙ୍କ ଉପସ୍ଥିତିରେ ମଣିରାମ ଦାସ ଛାଭ୍‌ନିଠାରେ ଅନୁଷ୍ଠିତ ଏକ ବୈଠକରେ...

ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କୁ ମିଳୁନି ଆଶ୍ୱସ୍ତି, ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବେ ନ୍ୟାୟିକ ହେପାଜତରେ

କୋଲକାତା,୧୮ ।୮: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାର ଯାଞ୍ଚ ଏବେବି ଜାରି ରହିଛି । ଏହି ମାମଲାରେ ଫସିଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସମ୍ପର୍କୀୟା ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳୁନହିଁ ।...

୧୭ ବର୍ଷ ମଧ୍ୟରେ କଲେଣି ୬ ଥର ବିବାହ, ଏମିତି କାହାଣୀ ଶୁଣି ପୋଲିସ ଆଶ୍ଚର୍ଯ୍ୟ

ପାଟନା, ୧୮ା୮: ଫିଲ୍ମରେ ଅଭିନେତା ଅନେକ ମହିଳାଙ୍କୁ ବିବାହ କରୁଥିବା ଦେଖିଥିବେ। ମାତ୍ର ବାସ୍ତବରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏକ କିମ୍ବା ଦୁଇ ନୁହେଁ, ୬ ଥର ବିବାହ କରିଛନ୍ତି। ଏହି ବ୍ୟକ୍ତି...

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁରେ ରହୁଥିବା ବିହାରର...

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ...

ଜ୍ୟାକ୍‌ଲିନ୍‌ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି: ଓକିଲ

ନୂଆଦିଲ୍ଲୀ, ୧୮ା୮: ମନିଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଚର୍ଜଶିଟ୍‌ ଦାଖଲର ଦିନକ ପରେ ଜ୍ୟାକ୍‌ଲିନ୍‌ଙ୍କ ଓକିଲ ଗୁରୁବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜ୍ୟାକ୍‌ଲିନ୍‌ ଷଡ଼ଯନ୍ତ୍ରର ଶିକାର...

ବଳାତ୍କାର ଅଭିଯୋଗ ଘଟଣା: ସୁପ୍ରିମକୋର୍ଟ ଗଲେ ଶାହନୱାଜ

ନୂଆଦିଲ୍ଲୀ,୧୮।୮:ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ଶାହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ...

ମହାରାଷ୍ଟ୍ରରୁ ମିଳିଲା ସନ୍ଦିଗ୍ଧ ଡଙ୍ଗା

ପୁଣେ,୧୮।୮: ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ଡଙ୍ଗା ବେଆଇନ...

ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…

ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri