ଜାତୀୟ

ଡିସେମ୍ବର ସୁଦ୍ଧା ଭାଙ୍ଗିବ ମମତାଙ୍କ ସରକାର, ଶୁଭେନ୍ଦୁଙ୍କ ଦାବି…

କୋଲକାତା, ୧୮।୮ : ପଶ୍ଚିମବଙ୍ଗର ଭେଟେରାନ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏକ ବଡ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଡିସେମ୍ବର ମାସ ବେଳକୁ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରଙ୍କ ଶେଷ ସମୟ ସୀମା ହେବ। ଡିସେମ୍ବର...

ମାସେରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଛି ୩୫ ପ୍ରତିଶତ…

ଜେନେଭା, ୧୮।୮ : କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ଚାରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ଏହି ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟାରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସୱାସ୍ଥ୍ୟ...

ଦୈନିକ ସଂକ୍ରମଣ ୪ ହଜାର ତଳେ…

ନୂଆଦିଲ୍ଲୀ, ୧୮।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଜମ୍ମୁ-କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଦେଇପାରିବେ ଭୋଟ

ଜମ୍ମୁ,୧୮ ।୮: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ ଅଧିକାରୀ ହୃଦେଶ କୁମାର କହିଛନ୍ତି ଯେଉଁମାନେ ବାହାର ରାଜ୍ୟର ଲୋକ...

ତାଇଓ୍ବାନ ସୀମାରେ ଚାଇନାର ୨୨ ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ବେଜିଂ,୧୮।୮ : ତାଇପେଇକୁ ଆମେରିକାର ସାଂସଦମାନେ ଆସିବା ପରଠାରୁ ଚାଇନା ତାଇୱାନକୁ ଧମକ ଦେବା ପାଇଁ ସାମରିକ ଅଭ୍ୟାସକୁ ଜୋରଦାର କରିଛନ୍ତି। ସୋମବାରରୁ ବୁଧବାର ମଧ୍ୟରେ ୨୨ ଟି ଚାଇନା ଯୁଦ୍ଧ ବିମାନ ଏବଂ ପାଞ୍ଚଟି ଯୁଦ୍ଧ ପୋତ ତାଇୱାନ...

ଇସ୍ରୋ ଆଣ୍ଟ୍ରିକ୍ସର ୮୭,୪୫୭ ଡଲାର ଜବତ କଲା ଆମେରିକା…

ଓ୍ବାଶିଂଟନ, ୧୮।୮ : ଦେବସ ମଲ୍ଟିମିଡିଆ ଆମେରିକାର ଇସ୍ରୋର ବାଣିଜି୍ୟକ ସହଯୋଗୀ ଆଣ୍ଟ୍ରିକ୍ସରୁ ୮୭,୪୫୭ ଡଲାର (୭୦ ଲକ୍ଷ ଟଙ୍କା) ମୂଲ୍ୟର ନଗଦ ଜବତ କରିଛି। ଦିୱାସ ୧.୪୫ ମିଲିୟନ ଡଲାର ଜବରଦଖଲ କରିବାକୁ ଦାବିକରିଥିଲା। କିନ୍ତୁ ଏହାର ଆଦାୟ...

ଭାଜପା ନେତା ଶାହନବାଜ ହୁସେନଙ୍କ ବିରୋଧରେ ହେବ ବଳାତ୍କାର ମାମଲା

ନୂଆଦିଲ୍ଲୀ,୧୮ ।୮: କେନ୍ଦ୍ର ଓ ବିହାର ସରକାରରେ ମନ୍ତ୍ରୀ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶାହନବାଜ ହୁସେନଙ୍କୁ ବଡ ଝଟ୍‌କା ଲାଗିଛି । ତାଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରାଯିବ । ଦିଲ୍ଲୀ ହାଇକୋର୍ଟ ଏକ ପୁରୁଣା...

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି...

୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ

ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ । ସେ କହିଛନ୍ତି, ୧୫ ଅଗଷ୍ଟ ୨୦୨୨ରେ ମୋ ଉପରେ ଯେମିତି ୨୦...

ୟୁକ୍ରେନୀୟଙ୍କ ରକ୍ତ କିଣୁଛି ଭାରତ

ନୂଆଦିଲ୍ଲୀ/କିଭ୍‌, ୧୮ା୮: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ଥିବାବେଳେ ମସ୍କୋରୁ ଭାରତ ଅଶୋଧିତ ତୈଳ କିଣିବା ନିଷ୍ପତ୍ତି ଯଥାର୍ଥ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଉଚ୍ଚ ଦରରେ ଏନର୍ଜୀ କ୍ରୟ କରିବା ପାଇଁ ଅଧିକାଂଶ ଭାରତୀୟ...

କେନ୍ଦ୍ରର ରୋହିଙ୍ଗ୍ୟା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ/ଢାକା, ୧୮ା୮: ନିଜ ଦେଶରେ ନାଗରିକ ମାନ୍ୟତା ନ ପାଇ ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ରୋହିଙ୍ଗ୍ୟା ମୁସଲମାନମାନେ ପରିଚୟ ଖୋଜୁଛନ୍ତି। ମ୍ୟାନ୍‌ମାରର ପଡ଼ୋଶୀ ଦେଶଗୁଡ଼ିକରେ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ଅଣ୍ଡାଳୁଥିବାବେଳେ ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖାଯାଉଛି। ରୋହିଙ୍ଗ୍ୟାଙ୍କୁ...

ଲାଲୁଙ୍କୁ ଗୋଲାପ ଭେଟି ଦେଲେ ନୀତୀଶ

ପାଟନା,୧୭।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ବିହାରରେ ସରକାର ଗଠନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଭେଟ। ରାବ୍ରି ଦେବୀଙ୍କ ବାସଭବନକୁ ଯାଇ ନୀତୀଶ ଲାଲୁଙ୍କୁ ଉପହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri