ଜାତୀୟ

ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର...

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ୩ କମାଣ୍ଡୋ ହଟିଲେ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଫେବୃଆରୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ଉଲ୍ଲଂଘନ ନେଇ ବୁଧବାର କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣା ପରେ ତିନି ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇ ଥିବାବେଳେ...

ଗୌତମ ଆଦାନୀଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୭।୮: ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ ତଥା ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ଗୌତମ ଆଦାନୀ ବର୍ତ୍ତମାନ ଭିଭିଆଇପି ସୁରକ୍ଷା ଅଧୀନରେ ରହିବେ। ଗୌତମଙ୍କୁ ଜେଡ୍‌ ବର୍ଗର ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର। ସୂଚନାଯୋଗ୍ୟ, ଗୌତମ ଆଦାନୀଙ୍କ ସୁରକ୍ଷା ବିପଦ...

‘ଏକଛତ୍ରବାଦୀ ମୋଦି ସରକାରଙ୍କୁ ହଟାଇବାକୁ ପଡିବ’

ପାଟନା,୧୭।୮: ବିହାରରେ ପରିବର୍ତ୍ତିତ ସମୀକରଣ ଏବଂ କ୍ୟାବିନେଟ ବିସ୍ତାର ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ବୁଧବାର ଲାଲୁ ତାଙ୍କର ପୁରୁଣା ଶୈଳୀରେ ନଜର ଆସିଥିଲେ। ୨୦୨୪ ଲୋକ ସଭା ନିର୍ବାଚନ...

କଂଗ୍ରେସକୁ ବଡ଼ ଝଟ୍‌କା: ୨ ବରିଷ୍ଠ ବିଧାୟକ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୭।୮: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ବୁଧବାର ଦୁଇ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଉପସ୍ଥିତିରେ କଙ୍ଗରା ବିଧାୟକ ପୱନ କାଜଲ ଏବଂ ନାଲାଗଡ ବିଧାୟକ...

କୃଷକଙ୍କ ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୮: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସ୍ବଳ୍ପ ମିଆଦି ଋଣ ଠିକ ସମୟରେ ପରିଶୋଧ କରୁଥିବା ଚାଷୀଙ୍କ ପାଇଁ କ୍ୟାବିନେଟ ଇଣ୍ଟରେଷ୍ଟ ସବଭେନ୍ସନ ସ୍କିମ ଜାରି କରିଛି। ଏହି ସ୍କିମ୍‌ ଅନୁଯାୟୀ, ୩ ଲକ୍ଷ...

କେଜରିଓ୍ବାଲଙ୍କ ନୂଆ ମିଶନ ଦେଶଭର ମେଁ ଯାଉଙ୍ଗା, ୨୦୨୪କୁ ଲକ୍ଷ୍ୟ…

ନୂଆଦିଲ୍ଲୀ, ୧୭।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ବୁଧବାର ମେକ ଇଣ୍ଡିଆ ନମ୍ବର ୱାନ ମିଶନ ଘୋଷଣା କରିଛନ୍ତି। ପ୍ରତ୍ୟେକ ଯୁବବର୍ଗଙ୍କୁ ଭଲ ଶିକ୍ଷା, ଚିକିତ୍ସା ଏବଂ ରୋଜଗାର ବିଷୟରେ...

ମୁଣ୍ଡ ନୋଇଲେ କେନ୍ଦ୍ର ସରକାର, ରୋହିଙ୍ଗ୍ୟା ଇଡବ୍ଲୁଏସ୍‌ ଫ୍ଲାଟ ପରିବର୍ତ୍ତେ ଡିଟେଂଶନ ସେଣ୍ଟରରେ ରହିବେ…

ନୂଆଦିଲ୍ଲୀ, ୧୭।୮ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀର ବକ୍କରୱାଲା ଅଞ୍ଚଳରେ ଇଡବ୍ଲୁଏସ୍‌ ଫ୍ଲାଟ ପ୍ରଦାନ କରିବାକୁ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ନେଇଥିଲେ। ଏହା ପରେ କେନ୍ଦ୍ର ସରକାର ବିରୋଧର ସମ୍ମୁଖୀନ ହୋଇଥିଲେ। କେନ୍ଦ୍ରୀୟ ଗୃହ ଓ ନଗର ବ୍ୟାପାର...

ମହିଳା ପିନ୍ଧିଥିବା ପୋଷାକକୁ ଦୋଷ ଦେଲେ କୋର୍ଟ, ବଳାତ୍କାର ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର…

ଥିରୁଭାନନ୍ତପୁରମ୍‌, ୧୭।୮ : ଏକ ଯୌନ ଉତ୍ପୀଡ଼ନ ମାମଲାରେ କେରଳର କୋଜିକୋଡେ କୋର୍ଟ ୭୪ ବର୍ଷିୟ ଲେଖକ ତଥା ସମାଜସେବୀ ସିଭିକ ଚନ୍ଦ୍ରନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଏହି ରାୟ ଘୋଷଣା କରିବାବେଳେ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି...

ଭାଜପା ସଂସଦୀୟ ବୋର୍ଡରୁ ଶିବରାଜ-ଗଡ଼କରୀ ବାହାରିଲେ…

ନୂଆଦିଲ୍ଲୀ, ୧୭।୮ : ଭାରତୀୟ ଜନତା ପାର୍ଟି ଦ୍ୱାରା ନୂତନ ସଂସଦୀୟ ବୋର୍ଡ ଘୋଷଣା କରାଯାଇଛି। ୍‌ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ବାନ ଏବଂ ନିତିନ ଗଡକରୀଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଏଥି ସହିତ ବିଏସ ୟେଦୁରପ୍ପା ଏବଂ ବି.ଏଲ...

ଦେଶବାସୀ ଦେଖୁଛନ୍ତି କଥା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୭।୮ : ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧୀଙ୍କ ମୁକ୍ତ କରିବା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥାଓ...

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri