ଜାତୀୟ

ଭାଜପା ସଂସଦୀୟ ବୋର୍ଡରୁ ଶିବରାଜ-ଗଡ଼କରୀ ବାହାରିଲେ…

ନୂଆଦିଲ୍ଲୀ, ୧୭।୮ : ଭାରତୀୟ ଜନତା ପାର୍ଟି ଦ୍ୱାରା ନୂତନ ସଂସଦୀୟ ବୋର୍ଡ ଘୋଷଣା କରାଯାଇଛି। ୍‌ବରିଷ୍ଠ ନେତା ଶିବରାଜ ସିଂ ଚୌହ୍ବାନ ଏବଂ ନିତିନ ଗଡକରୀଙ୍କୁ ବୋର୍ଡରେ ସ୍ଥାନ ମିଳିନାହିଁ। ଏଥି ସହିତ ବିଏସ ୟେଦୁରପ୍ପା ଏବଂ ବି.ଏଲ...

ଦେଶବାସୀ ଦେଖୁଛନ୍ତି କଥା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ…

ନୂଆଦିଲ୍ଲୀ, ୧୭।୮ : ବିଲକିସ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ ଅପରାଧୀଙ୍କ ମୁକ୍ତ କରିବା ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ କଥାଓ...

ବିନା କାରଣରେ ସ୍ବାମୀଙ୍କ ସହିତ ନ ରହିବା ଏକ ପ୍ରକାର ନିର୍ଯାତନା, ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ରାୟ…

ଭୋପାଳ, ୧୭।୮ : ଛାଡପତ୍ର ମାମଲାରେ ମଧ୍ୟପ୍ରଦେଶର ଫ୍ୟାମିଲି କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତର ପ୍ରଧାନ ବିଚାରପତି କହିଛନ୍ତି ଯେ କୌଣସି ବୈଧ କାରଣ ବିନସେ୍‌ ସ୍ବାମୀଙ୍କ ସହ ନ ରହିବା ତାଙ୍କୁ ନିର୍ଯାତନା ଦେବା ସହ...

ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳଙ୍କୁ ରୋକା ଯାଇ ପାରିବ ନାହିଁ…

ନୂଆଦିଲ୍ଲୀ, ୧୭।୮ : ନିର୍ବାଚନ ସମୟରେ ମାଗଣା ସୁବିଧା ତଥା ଜିନିଷ ଯୋଗାଇବା ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଯୋଜନା ଘୋଷଣା ତଥା ଉପହାର ପ୍ରଦାନକୁ ରୋକା ଯାଇପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏହାକୁ ବନ୍ଦ କରିପାରିବୁ...

ମୁଖ୍ୟମନ୍ତ୍ରୀଙ୍କ କଥା ମାନୁ ନାହାନ୍ତି ପାଇଲଟ, ପୁଣି ସଙ୍କଟ, ଭାଜପା ପାଇଁ ନୂଆ ସୁଯୋଗ…

ଜୟପୁର, ୧୭।୮ : ରାଜସ୍ଥାନ ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୁଣି ଥରେ ରାଜ୍ୟ ରାଜନୀତିରେ ବିବାଦ ସୃଷ୍ଟି ହୋଇଛି। ଭାରତୀୟ ଜନତା ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି (ଭଳି ବିରୋଧୀ ରାଜସ୍ଥାନ ସରକାରଙ୍କୁ ଘେରିଛନ୍ତି।...

ଆଇନ ଜାଲରେ ଆଇନମନ୍ତ୍ରୀ : କୋର୍ଟରେ ଆତ୍ମସମର୍ପଣ କରିବା ପରିବର୍ତ୍ତେ ନେଲେ ଶପଥ…

ପାଟନା, ୧୭।୮ : ବିହାରରେ ମହାମେଣ୍ଟର ନୂତନ ସରକାର ଗଠନ ପରେ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ ହୋଇଛି। ମନ୍ତ୍ରଣାଳୟର ଅଧିକାଂଶ ମନ୍ତ୍ରୀ ଆରଜେଡି ସଦସ୍ୟ ହୋଇଛନ୍ତି। ମନ୍ତ୍ରଣାଳୟ ବଣ୍ଟନ ହେବା ମାତ୍ରେ ଆରଜେଡି ନେତା ତଥା ଆଇନ ମନ୍ତ୍ରୀ ହୋଇଥିବା...

ଘରୁ ମିଳିଲା ୬ ଜଣଙ୍କ ମୃତଦେହ

ଶ୍ରୀନଗର,୧୭।୮: ଜମ୍ମୁର ସିନ୍ଧ୍ରା ଅଞ୍ଚଳରେ ବୁଧବାର ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ସାକିନା ବେଗମ, ତାଙ୍କ ଝିଅ ନସିମା ଅଖତର ଏବଂ ରୁବିନା ବାନୋ, ପୁଅ ଜାଫର ସଲିମ ଏବଂ ଦୁଇ ସମ୍ପର୍କୀୟ ନୁର-ଉଲ-ହବିବ...

ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେବେନି ହରିବଂଶ

ନୂଆଦିଲ୍ଲୀ, ୧୭।୮ : ନୀତୀଶ କୁମାର ବିହାରରେ ଭାଜପା ସହିତ ମେଣ୍ଟ ଭାଙ୍ଗି ମହାମେଣ୍ଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ବି ରାଜ୍ୟ ସଭା ଉପାଧ୍ୟକ୍ଷ ପଦରୁ ଜେଡିୟୁ ନେତା ହରିବଂଶ ନାରାୟଣ ସିଂ ଇସ୍ତଫା ଦେଇନାହାଁନ୍ତି। ସେ ଏହି...

ପାସେଞ୍ଜର-ମାଲ ଗାଡ଼ି ଧକ୍କା, ୫୦ରୁ ଅଧିକ ଆହତ, ୧୩ ଗୁରୁତର…

ମୁମ୍ବାଇ, ୧୭।୮ : ମହାରାଷ୍ଟ୍ରର ଗୋନ୍ଦିଆ ସହର ନିକଟରେ ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ଏକ ପାସେଞ୍ଜର ଟ୍ରେନ ମାଲ ଗାଡ଼ି ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣା ଯୋଗୁ ପାସେଞ୍ଜର ଟେନ୍‌ର ୩ ବଗି ରେଳ ଲାଇନଚ୍ୟୁତ ହୋଇଛି।...

ମାଓବାଦୀଙ୍କ ସହିତ ଲଢ଼ିବେ କିନ୍ନର, ବସ୍ତର ଫାଇଟର୍ସରେ ୯ କିନ୍ନର କନଷ୍ଟେବଳ…

ରାୟପୁର, ୧୭।୮ : ଏବେ ମାଓବାଦୀଙ୍କ ସହିତ କିନ୍ନରମାନେ ଲଢ଼ିବେ। ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ନିୟୋଜିତ ହେବାକୁ ଥିବା ରାଜ୍ୟ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ଏହି...

ପୋଷ୍ଟର ବିବାଦ: ସୁଭାଷ ବୋଷ-ସାବରକରଙ୍କ ଫଟୋ ଏକାଠି, ହଟାଇବାକୁ କଂଗ୍ରେସର ଦାବି…

ବେଙ୍ଗାଲୁରୁ,୧୭।୮ : କର୍ନାଟକର ଉଡୁପିରେ ଥିବା ବ୍ରହ୍ମଗିରି ସର୍କଲରେ ଥିବା ଏକ ପୋଷ୍ଟର ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୋଷ୍ଟରରେ ବୀର ସାବରକର ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଏକାଠି ରଖାଯାଇଛି। ପୋଷ୍ଟରରେ ଲେଖା ଅଛି...

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri