ଜାତୀୟ

ହାତ ନ ଭାଙ୍ଗି ପାରୁଛ ଯଦି ଗୋଡ଼ ଭାଙ୍ଗିଦିଅ, ଜାମିନ କରାଇଦେବି, ବିଧାୟକଙ୍କ ଧମକ…

ମୁମ୍ବାଇ, ୧୬।୮ : ଉଦ୍ଧବ ଠାକରେଙ୍କ ଶିବସେନାରୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ସୁର୍ଭେ ତାଙ୍କ ସମର୍ଥକଙ୍କୁ ଶିବ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ କହିଛନ୍ତି। ଏକ ଭାଇରାଲ ଭିଡିଓରେ ସେ କହୁଥିବାର ଦେଖିବାକୁ...

ଦେଶ ବିଭାଜନ ମୃତକଙ୍କ ପାଇଁ ସଂସଦରେ ଶୋକ ପ୍ରସ୍ତାବ ଆଣନ୍ତୁ ଭାରତ-ପାକିସ୍ତାନ ସରକାର…

ଚଣ୍ଡିଗଡ଼, ୧୬।୮ : ଶ୍ରୀ ଅକାଳ ତଖତ୍‌ ସାହେବ ଜାଠେଦାର ଜ୍ଞାନୀ ହରପ୍ରୀତ ସିଂ କହିଛନ୍ତି ଯେ ଦେଶ ବିଭାଜନ ସମୟରେ ପ୍ରାଣ ହରାଇଥିବା ଏବଂ ବିସ୍ଥାପନର ଯନ୍ତ୍ରଣା ଭୋଗୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଭାରତ ଏବଂ ପାକିସ୍ତାନ...

ଗୁଜରାଟର ୪ ଗାଁ ଦାଦର-ନଗର ହଭେଲିରେ ମିଶିବ…

ଅହମଦାବାଦ, ୧୬।୮ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗୁଜରାଟର ୪ ଗାଁ ଏବଂ କିଛି ଜମି କେନ୍ଦ୍ରଶାସିତ ଅଞ୍ଚଳ ଦାଦର-ନଗର ହଭେଲି ଏବଂ ଦାମନ-ଡିୟୁକୁରେ ମିଶାଇବାକୁ ଯୋଜନା କରୁଛନ୍ତି। ପ୍ରସଙ୍ଗରେ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ।...

ଆମେ ସରକାର ଚଳାଉ ନାହୁଁ, ପରିଚାଳନା କରୁଛୁ, ମନ୍ତ୍ରୀଙ୍କ ଅଡିଓ କ୍ଲିପ୍‌ ଲିକ୍‌…

ବେଙ୍ଗାଲୁରୁ, ୧୬।୮ : କର୍ନାଟକ ସରକାରରେ ଜଣେ ମନ୍ତ୍ରୀଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅଡିଓ କ୍ଲିପ୍‌ ଲିକ୍‌ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କୁ ଅଡୁଆରେ ପକାଇଛି। ମୁଖ୍ୟମନ୍ତ୍ରୀ ଏହି...

କଶ୍ମୀର ପଣ୍ଡିତ ଅସୁରକ୍ଷିତ, ଉପରାଜ୍ୟପାଳ ବିଫଳ, ଜବାବ ଦିଅନ୍ତୁ ମୋଦି-ଶାହା, ଓଓ୍ବାଇସିଙ୍କ ଦାବି…

ନୂଆଦିଲ୍ଲୀ, ୧୬।୮ : କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ...

ନିପୁଣ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କଲେ ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୮ : ଦେଶର ସୀମାରେ ସୁରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କେତେକ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ସେନାକୁ ହସ୍ତାନ୍ତର କରିଛନ୍ତି। ଏଥିମଧ୍ୟରେ ଏକେ-୨୦୩ ଏଫ୍‌-ଇନସାସ୍‌ ରାଇଫଲ ଏବଂ ନୂତନ ଆଣ୍ଟି-ଷ୍ଟାଫ ପର୍ସୋନେଲ ମାଇନ୍‌ ନିପୁଣ...

୩ ରାଜ୍ୟରେ ସଙ୍କଟ, ଦୈନିକ ସଂକ୍ରମଣ ୭ ହଜାର ତଳେ…

ନୂଆଦିଲ୍ଲୀ, ୧୬।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

୨ ସାଧାରଣ ନାଗରିକଙ୍କ ଉପରକୁ ଆତଙ୍କବାଦୀଙ୍କ ଗୁଳିମାଡ: ଜଣଙ୍କ ମୃତ୍ୟୁ

ଶ୍ରୀନଗର,୧୬।୮: ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଦୁଇ କଶ୍ମୀରୀ ପଣ୍ଡିତ ଭାଇଙ୍କୁ ଗୁଳି କରି କରିଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ...

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁବାଷ ସିଂହ

ପାଟନା,୧୬।୮: ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଏକ ଅଘଟଣ ଘଟିଛି। ବିହାର ସରକାରେ ଥିବା ପୂର୍ବତନ ମନ୍ତ୍ରୀ ତଥା ଭାଜପା ବିଧାୟକ ସୁବାଷ ସିଂହଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ତାଙ୍କର...

ଘାଟିକୁ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌: ୬ ଶହୀଦ,୩୦ ଆହତ

ଶ୍ରୀନଗର,୧୬।୮: ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଜମ୍ମୁ କଶ୍ମୀରର ପହଲଗାମରେ ଏକ ଘାଟରେ ଖସି ପଡିଛି। ଏହି ଦୁର୍ଘଟଣାରେ ୬ ଯବାନ ଶହୀଦ ହୋଇଥିବାବେଳେ ୩୦ ଜଣ ଯବାନ ଆହତ ହୋଇଛନ୍ତି। ଏହି ଯବାନମାନେ ଅମରନାଥ ଯାତ୍ରା...

ସୁଧୁରୁଛି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୧୬।୮: ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ମଙ୍ଗଳବାର ଏନେଇ ତାଙ୍କ ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ସମସ୍ତେ ରାଜୁଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛନ୍ତି।...

ବିହାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ୩୦ ମନ୍ତ୍ରୀ ନେଲେ ଶପଥ

ପାଟନା,୧୬।୮: ବିହାରର ନୀତୀଶ କୁମାର ସରକାରଙ୍କ ମନ୍ତ୍ରିମଣ୍ଡଳ ମଙ୍ଗଳବାର ସମ୍ପ୍ରସାରଣ ହୋଇଛି। ରାଜ ଭବନରେ ଅନୁଷ୍ଠିତ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ଫାଗୁ ଚୌହାନ ୩୦ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଛନ୍ତି। ଆରଜେଡିର ୧୬ ସର୍ବାଧିକ ମନ୍ତ୍ରୀ, ଜେଡିୟୁର ୧୧, କଂଗ୍ରେସର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri