ଜାତୀୟ

୧୮ହଜାର ଫୁଟ୍‌ ଉଚ୍ଚରେ ରାଷ୍ଟ୍ରଧ୍ୱଜ ଉଡ଼ାଇଲେ ଆଇଟିବିପି ଯବାନ

ଲଦାଖ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନରେ ଆଇଟିବିପି ଯବାନ ମଧ୍ୟ ସାମିଲ ହୋଇଛନ୍ତି। ଲଦାଖରେ ୧୮,୪୦୦ ଫୁଟ ଉଚ୍ଚରେ ଆଇଟିବିପି ଯବାନ ତ୍ରିରଙ୍ଗା ପତାକା ଉଡାଇଥିବା ଦେଖିବାକୁ ମିଳିଛି। ଏହି...

ପତ୍ନୀଙ୍କ ସହ ଘରେ ତ୍ରିରଙ୍ଗା ଲଗାଇଲେ ଶାହା

ନୂଆଦିଲ୍ଲୀ,୧୩।୮: କେନ୍ଦ୍ର ସରକାରଙ୍କ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଦେଶବ୍ୟାପୀ ‘ହର ଘର ତିରଙ୍ଗା’ ଅଭିଯାନ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନରେ ଦେଶର ଅନେକ ଲୋକ ସାମିଲ ହୋଇ ନିଜ ଘରେ ତ୍ରିରଙ୍ଗା ପତାକା ଲଗାଇଥିବାର ଦେଖିବାକୁ ମିଳିଛି।...

ଜନ୍ମରୁ ମୁସଲମାନ ନ ଥିଲେ ସମିର ୱାନଖେଡେ, ନବାବ ମଲିକଙ୍କୁ ଲାଗିଲା ଆଉ ଏକ ଝଟକା

ନୂଆଦିଲ୍ଲୀ,୧୩ ।୮: ଏନସିବିର ପୂର୍ବତନ ଜୋନାଲ ଅଧିକାରୀ ସମିର ୱାନଖେଡେ ମାମଲାରେ ନବାବ ମଲିକଙ୍କୁ ଆଉ ଏକ ଝଟକା ଲାଗିଛି । ମଲିକଙ୍କ ପକ୍ଷରୁ ୱାନଖେଡେଙ୍କ ଜାତିକୁ ନେଇ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ କମିଟିର ରିପୋର୍ଟ ଆସିଛି ।...

ଅଗ୍ନିପଥ ଯୋଜନା ହିଂସା: ପୋଲିସର ସମନ ଭୟରେ ଯୁବକଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ,୧୩।୮: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦର ରେଳ ଷ୍ଟେଶନରେ ଜୁନ ୧୭ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଗଷ୍ଟ ୩ରେ ଥାନାରେ ହାଜର ହେବାକୁ...

ଚାଇନା ଗୁଡି ସୂତା ନେଲା ଆଉ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୩ ।୮: ରାଜଧାନୀ ଦିଲ୍ଲୀରେ ଚାଇନା ଗୁଡି ଉଡାଇବା ଘଟଣା କମିବାର ନାଁ ନେଉନି । ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଚାଇନା ଗୁଡି ସୂତାରେ କଟିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ବିପିନ...

ସୋନିଆଙ୍କୁ ପୁଣି କରୋନା

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ସେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲ୍‌ ପାଳନ କରିବା ସହ ଆଇସୋଲେଶନ୍‌ରେ ରହିବେ। ତାଙ୍କ...

ଘରର ୪ ସଦସ୍ୟଙ୍କୁ ହତ୍ୟାକଲେ ସାନବୋହୂ

କୋଲକାତା,୧୩।୮: ପାରିବାରିକ କଳହକୁ କେନ୍ଦ୍ରକରି କୋଲକାତା ହାଓ୍ବଡ଼ାସ୍ଥିତ ଏମ୍‌ସି ଘୋଷ ଲେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ସାନବୋହୂ ପଲ୍ଲବୀ ଶାଶୁ, ଦେଢ଼ଶୁର, ଯାଆ ଓ ଝିଆରୀଙ୍କୁ ହତ୍ୟା କରିଛନ୍ତି। ଘଟଣାରେ ପଲ୍ଲବୀଙ୍କ ସ୍ବାମୀଙ୍କ ସମ୍ପୃକ୍ତି ମଧ୍ୟ ରହିଛି। ସ୍ଥାନୀୟ...

କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ

ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି...

୧୫ ସିବିଆଇ ଅଫିସରଙ୍କୁ ମେଡାଲ

ନୂଆଦିଲ୍ଲୀ,୧୩।୮: ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ଲାଗି ସିବିଆଇର ୧୫ ଜଣ ଅଫିସରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ମେଡାଲ ବିଜେତାଙ୍କ ମଧ୍ୟରେ ଅଛନ୍ତି ଡେପୁଟି ଏସ୍‌ପି ସୁରେନ୍ଦ୍ର କୁମାର ରୋହିଲା। ସେ ଆଲ୍ଲାହାବାଦ ହାଇକୋର୍ଟର ପୂର୍ବତନ ବିଚାରପତି...

ସଲମାନ ଶିକାର କରିଥିବା କୃଷ୍ଣସାର ମୃଗର ହେବ ସ୍ମାରକୀ

ଜୟପୁର,୧୩ ।୮: ବଲିଉଡ ଭାଇଜାନ ସଲମାନ ଖାଁ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି ସେବେଠାରୁ ସେ ପବ୍ଲିକ ପ୍ଲେସ ଯିବା କମ କରି ଦେଇଛନ୍ତି । ଏହାସହ ତାଙ୍କ ସୁରକ୍ଷାକୁ...

ଆଜିଠାରୁ ଆରମ୍ଭ ହେବ ‘ହର ଘର ତ୍ରିରଙ୍ଗା ଅଭିଯାନ’

ନୂଆଦିଲ୍ଲୀ,୧୩ ।୮: ଦେଶ ସ୍ୱାଧିନତାର ୭୫ ବର୍ଷ ପୂରଣ ଅବସରରେ ଉତ୍ସବ ପାଳନ କରୁଛି । ୧୫ ଅଗଷ୍ଟ ଅର୍ଥାତ୍ ସ୍ୱାଧିନତା ଦିବସ ସମାରୋହକୁ ନେଇ ପ୍ରସ୍ତୁତି ଯୋରଦାର ଚାଲିଛି । ଏବେ ଏହି ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି...

କଂଗ୍ରେସ ପ୍ରବକ୍ତାଙ୍କ ଘୋର ଆପତ୍ତି ଜନକ ବୟାନ

କଲବୁର୍ଗି,୧୩ ।୮: ଦେଶରେ ପୁଣିଥରେ ମହିଳାଙ୍କୁ ନେଇ ଆପତ୍ତି ଜନକ ବୟାନ ସାମନାକୁ ଆସିଛି । ଏଥର କର୍ନାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ ଏହି ବୟାନ ଦେଇଛନ୍ତି । ବିଧାୟକ ପ୍ରିୟାଙ୍କ ଖଡଗେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri