ଜାତୀୟ

କଂଗ୍ରେସ ପ୍ରବକ୍ତାଙ୍କ ଘୋର ଆପତ୍ତି ଜନକ ବୟାନ

କଲବୁର୍ଗି,୧୩ ।୮: ଦେଶରେ ପୁଣିଥରେ ମହିଳାଙ୍କୁ ନେଇ ଆପତ୍ତି ଜନକ ବୟାନ ସାମନାକୁ ଆସିଛି । ଏଥର କର୍ନାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ ଏହି ବୟାନ ଦେଇଛନ୍ତି । ବିଧାୟକ ପ୍ରିୟାଙ୍କ ଖଡଗେ...

ଡାକ୍ତରୀ, ଇଞ୍ଜିନିୟରିଂ ପାଇଁ ହେବ ଗୋଟିଏ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୧୩ା୮: ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଗୋଟିଏ ପ୍ରବେଶିକା ପରୀକ୍ଷା ପ୍ରସ୍ତାବ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କାର୍ଯ୍ୟ କରୁଛି। ଏନ୍‌ଇଇଟି ଏବଂ ଜେଇଇ ବଦଳରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍‌ (ସିୟୁଇଟି-ୟୁଜି) କାର୍ଯ୍ୟକାରୀ କରିବାକୁ...

ବିପଦ ସଙ୍କେତ ଉପରେ ଯମୁନା ଜଳସ୍ତର

ନୂଆଦିଲ୍ଲୀ/ବନ୍ଦା,୧୩ା୮: ଉପର ଅବବାହିକାରେ ପ୍ରବଳ ବର୍ଷା ଲାଗିରହିବା ଫଳରେ ଯମୁନା ନଦୀ ବିପଦ ସଙ୍କେତ ଅତିକ୍ରମ କରି ଦିଲ୍ଲୀରେ ୨୦୫.୩୩ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ଫଳରେ ନଦୀକୂଳବର୍ତ୍ତୀ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପ୍ରଶାସନ ପକ୍ଷରୁ...

ଆମିର ଖାନ୍‌ଙ୍କୁ ଆସାମ ଗସ୍ତ ସ୍ଥଗିତ ରଖିବାକୁ କହିଲେ ବିଶ୍ୱଶର୍ମା

ଗୁଆହାଟୀ,୧୩ା୮: ଅଭିନେତା ଆମିର ଖାନ୍‌ଙ୍କ ଆସାମ ଗସ୍ତ ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରାମର୍ଶ ଦେଇଛନ୍ତି। ଆମିର ଆସନ୍ତା ୧୪ରେ ଗୁଆହାଟୀ ଯିବାକୁ ଯୋଜନା କରିଥିଲେ। କିନ୍ତୁ ରାଜ୍ୟବାସୀ ‘ହର୍‌ ଘର ତ୍ରିରଙ୍ଗା’ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ...

ଆର୍‌ଏସଏସ, ମୋହନ ଭାଗବତ ବଦଳାଇଲେ ଟୁଇଟର ଡିପି

ନୂଆଦିଲ୍ଲୀ,୧୩ ।୮: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ସ୍ୱାଧିନତା ଦିବସ ପୂର୍ବରୁ ତା’ର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଚିତ୍ର ଲଗାଇଛି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତେ ନିଜ ନିଜର ସୋସିଆଲ ମିଡିଆ...

ମୋର ବୋଧହୁଏ ଯୋଗ୍ୟତା ନାହିଁ: ପଙ୍କଜା

ମୁମ୍ବାଇ,୧୩।୮: ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଏଥିରେ ଭାଜପା ନେତ୍ରୀ ପଙ୍କଜା ମୁଣ୍ଡେଙ୍କୁ ସ୍ଥାନ ନ ମିଳିବାରୁ ସେ ନିରାଶା ବ୍ୟକ୍ତ କରିଛନ୍ତି। ପଙ୍କଜା କହିଛନ୍ତି, ମୋ ପାଖରେ ବୋଧହୁଏ ‘ପର୍ଯ୍ୟାପ୍ତ ଯୋଗ୍ୟତା’ ନାହିଁ। ସୂଚନାଯୋଗ୍ୟ, ଗତ ସପ୍ତାହରେ...

୨୦୨୪ରେ ପୁଣି ମୋଦି

ନୂଆଦିଲ୍ଲୀ,୧୩ା୮: ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଅକ୍ଷୁଣ୍ଣ ରହିଛି। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୁନର୍ବାର ବିଜୟୀ ହେବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୁଇବର୍ଷରୁ କମ୍‌...

ଅମରନାଥ ଯାତ୍ରା: ଭାଙ୍ଗିଲା ୫ ବର୍ଷର ରେକର୍ଡ ୩.୬୫ ଲକ୍ଷ ଶ୍ରଦ୍ଧାଳୁ କଲେ ବାବାଙ୍କ ଦର୍ଶନ

ଶ୍ରୀନଗର,୧୩ ।୮: କରୋନା ମହାମାରୀ ପରେ ଚଳିତ ବର୍ଷ ଆରମ୍ଭ ହୋଇଥିବା ବାବା ଅମରନାଥଙ୍କ ଦର୍ଶନ କରିଥିବା ଶ୍ରଦ୍ଧାଳୁ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ଅମରନାଥ ଯାତ୍ରାରେ ଏଥର ୩.୬୫ ଲକ୍ଷ ଶ୍ରଦ୍ଧାଳୁ ଭୋଳା ବାବାଙ୍କ ପବିତ୍ର...

୨୪ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ

ରାଜକୋଟ,୧୨।୮: ଦୀର୍ଘମିଆଦୀ ଭିଜା ବଳରେ ଗୁଜରାଟର ରାଜକୋଟରେ ରହୁଥିବା ୨୪ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗ୍‌ଭି ଶୁକ୍ରବାର ସେମାନଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସାଙ୍ଗ୍‌ଭି...

ୟୁପିରୁ ଜଣେ ଆତଙ୍କବାଦୀ ଗିରଫ: ନୂପୁରଙ୍କୁ ହତ୍ୟା କରିବାକୁ କରିଥିଲେ ଷଡ଼ଯନ୍ତ୍ର

ଲକ୍ଷ୍ନୌ,୧୨।୮: ଅଗଷ୍ଟ ୧୫ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସ୍‌ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛି। ସାହାରନପୁରରୁ ଜୈଶ-ଏ-ମହମ୍ମଦ ଏବଂ ପାକିସ୍ତାନର ସଂଗଠନ ତେହେରିକ-ଏ-ତାଲିବାନ ସହ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏଟିଏସ୍‌ ଗିରଫ କରିଛି। ଶୁକ୍ରବାର ସାହାରନପୁରର ଗଙ୍ଗୋହ...

ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଚନ୍ଦ୍ରଶେଖର ହେଲେ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ

ମୁମ୍ବାଇ,୧୨।୮: ଭାଜପା ବିଧାୟକ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚନ୍ଦ୍ରଶେଖର ନାଗପୁରରୁ ଭାଜପା ନେତା ଥିବା ବେଳେ ସେ ନୀତିନ ଗଡକରୀଙ୍କ ନିକଟତମ ବନ୍ଧୁ ଭାବେ ପରିଚିତ । ଅନ୍ୟପଟେ ବିଧାୟକ ଆଶିଷ ଶେଲାରଙ୍କୁ...

ରାମପୁରରେ ଭୂସ୍ଖଳନ: ଚାପି ହୋଇ ୧ମୃତ, ୪ଆହତ

ଶିମ୍‌ଲା,୧୨।୮: ହିମାଚଳ ପ୍ରଦେଶର ରାମପୁରରେ ଶୁକ୍ରବାର ଭୂସ୍ଖଳନ ହୋଇଛି। ଯେଉଁଠାରେ ଭଗ୍ନାବଶେଷ ତଳେ ପାଞ୍ଚ ଜଣ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳାଙ୍କ ସମେତ ଜଣେ ଶିଶୁ ଆହତ ହୋଇଛନ୍ତି। ମୃତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri