ଜାତୀୟ

୧୫ ଅଗଷ୍ଟ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ପୁଲଓ୍ବାମାରେ ୩୦ କିଲୋଗ୍ରାମ୍‌ ଆଇଇଡ଼ି ଜବତ…

ଶ୍ରୀନଗର,୧୦।୮ : ଅଗଷ୍ଟ ୧୫ ପୂର୍ବରୁ ବୁଧବାର ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରକୁ ପୋଲିସ ଏବଂ ସୁରକ୍ଷା ବାହିନୀ ପଣ୍ଡ କରିଛନ୍ତି। ସହରର ସର୍କୁଲାର ରାସ୍ତାରେ ତାହବ କ୍ରସିଂ ନିକଟରେ ସୁରକ୍ଷା ବାହିନୀ ପ୍ରାୟ...

ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୧୦।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଆଜି ଶପଥ ନେବେ ନୀତୀଶ

ପାଟନା,୧୦।୮: ମହାମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିବା ଜେଡ଼ିୟୁ ନେତା ନୀତୀଶ କୁମାର ବୁଧବାର ରାଜଭବନରେ ବିହାରରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅପରାହ୍ନରେ ଶପଥ ନେବେ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ସେହିପରି...

ମଧ୍ୟପ୍ରଦେଶରେ ‘ଶ୍ରୀକାନ୍ତ ତ୍ୟାଗୀ’, ଅବସରପ୍ରାପ୍ତ ସେନାଙ୍କୁ ପିଟିଲେ ଭାଜପା ନେତା

ଭୋପାଳ,୧୦ ।୮: ଉତ୍ତର ପ୍ରଦେଶ ନୋଏଡାରେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରି ଚର୍ଚ୍ଚାକୁ ଆସିଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଭଳି ମାମଲା ଏବେ ମଧ୍ୟପ୍ରଦେଶର ରିୱାରେ ଦେଖିବାକୁ ମିଳିଛି । ଏଠାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଯୁବନେତା ଅବସରପ୍ରାପ୍ତ ସେନା ଯବାନଙ୍କ...

ବଡଗାମରେ ଏନକାଉଣ୍ଟର ଜାରି, ସୁରକ୍ଷାକର୍ମୀ ରାହୁଲ ଭଟ୍ଟ-ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଜଣଙ୍କ ଉପରେ ନଜର

ଜମ୍ମୁ,୧୦ ।୮: ଜମ୍ମୁ-କଶ୍ମୀରର ବଡଗାମରେ ବୁଧବାର ସକାଳୁ ସୁରକ୍ଷା କର୍ମୀ ପ୍ରବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ/ଲସ୍କର-ଏ-ତୋଏବାର ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି । ଜମ୍ମୁ-କଶ୍ମୀର ପୋଲିସ କହିଛି ରାହୁଲ ଭଟ୍ଟ ଓ ଅମରିନ ଭଟ୍ଟ ସମେତ କେତେଜଣ ସାଧାରଣ...

ଏନ୍‌ଡିଏ ଛାଡ଼ୁଛନ୍ତି ସହଯୋଗୀ

ନୂଆଦିଲ୍ଲୀ,୧୦ା୮: ବିଗତ ୩ ବର୍ଷ ମଧ୍ୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ରୁ ୩ ଅଂଶୀଦାର ଦଳ ଓହରିସାରିଲେଣି। ଲୋକ ସଭା ନିର୍ବାଚନର ୧୮ ମାସ ମଧ୍ୟରେ ଭାଜପା ନିଜର ଦୁଇ ପୁରୁଣା ସହଯୋଗୀ ଶିବସେନା ଓ ଅକାଳୀ ଦଳକୁ ହରାଇଥିଲା।...

ଅଣଦେଖାରେ ରହିଗଲା ଓଡ଼ିଶାର ଦାବି

ନୂଆଦିଲ୍ଲୀ,୧୦।୮: ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ଦିବସର ୪ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ରେ ଶେଷ ହୋଇଛି। ହେଲେ ଏହି ଅଧିବେଶନ ଓଡ଼ିଶା ପାଇଁ ଫଳପ୍ରଦ ହୋଇପାରିଲା ନାହିଁ। ଓଡ଼ିଶାର ଦାବିଗୁଡ଼ିକ ଅଣଦେଖା ହୋଇ...

ବୁଷ୍ଟର ଡୋଜ୍‌ ଭାବେ କୋର୍ବେଭାକ୍ସ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୮(ପି.ଟି.): ବୁଷ୍ଟର ଡୋଜ୍‌ ଭାବେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା ସାବାଳକମାନଙ୍କୁ କୋର୍ବେଭାକ୍ସ ପ୍ରିକଶନ ଡୋଜ୍‌ ଭାବେ ଦିଆଯାଇପାରିବ...

୬ ଗୁଣ ମୃତ୍ୟୁ ଆଶଙ୍କା ବଢ଼ାଇବ ରାତିର ତାତି

ନୂଆଦିଲ୍ଲୀ,୧୦।୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ରାତି ବେଳା ତାପମାତ୍ରା ବୃଦ୍ଧି ପାଉଛି। ଫଳରେ ସ୍ବାଭାବିକ ନିଦ୍ରାରେ ବ୍ୟାଘାତ ଘଟୁଛି। ରାତି ତାପମାତ୍ରା ବୃଦ୍ଧି ଯୋଗୁ ଭବିଷ୍ୟତରେ ଲୋକଙ୍କ ମୃତ୍ୟୁ ଆଶଙ୍କା ୬ ଗୁଣ ବଢ଼ାଇପାରେ ବୋଲି ଏକ ନୂତନ...

ବର୍ଷକରେ ୨୬ ଲକ୍ଷ ବଢ଼ିଛି ମୋଦିଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜସ୍ବ ସମ୍ପତ୍ତି ପରିମାଣ ବର୍ଷକ ମଧ୍ୟରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇ ୨ କୋଟି ୨୩ ଲକ୍ଷ ୮୨ ହଜାର ୫୦୪ ଟଙ୍କାରେ ପହଞ୍ଚତ୍ଛି। ପ୍ରଧାନମନ୍ତ୍ରୀଙ୍କ ପାଖରେ ନଗଦ ୩୫,୨୫୦ ଟଙ୍କା ରହିଥିବାବେଳେ...

ମୋଦିଙ୍କୁ ଛାଡ଼ିଲେ ନୀତୀଶ

ପାଟନା/ନୂଆଦିଲ୍ଲୀ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): କିଛି ମାସ ତଳୁ ଯାହା ଆକଳନ କରାଯାଉଥିଲା, ଏବେ ତାହା ସତ ପ୍ରମାଣିତ ହୋଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଛାଡ଼ିଦେଇଛନ୍ତି। ସେ ଭାଜପା ସହ ସମ୍ପର୍କ ଛିନ୍ନ କରି ପୁରୁଣା ସାଥୀ...

୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍‌ ନଂ ୧୬୬’ର କାହାଣୀ

ବମ୍ବେ,୯।୮: କେସ୍‌ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri