ଜାତୀୟ

ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ…

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ନୀତୀଶ...

୨୬ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାଜପାଠାରୁ ଦୂରେଇଲେ ନୀତୀଶ…

ପାଟନା, ୯।୮ : ବିହାରରେ ଭାଜପା ଏବଂ ଜେଡିୟୁ ମେଣ୍ଟ ପୁଣି ଥରେ ଭାଙ୍ଗିଛି। ଗତ ୨୬ବର୍ଷରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ ଭାଜପାଠାରୁ ଅଲଗା ହେଉଛନ୍ତି। ସମତା ପାର୍ଟିରୁ ନୀତୀଶ କୁମାର ଭାଜପା ସହ ମିଳିତ ହୋଇଥିଲେ।...

ଭାରତ-ମ୍ୟାନ୍‌ମାର ସୀମାରେ ଗୁଳି ବିନିମୟ…

କୋହିମା/ଇଟାନଗର, ୯।୮ : ଭାରତ-ମ୍ୟାନମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଅରୁଣାଚଳଠାରେ ମଙ୍ଗଳବାର ସକାଳେ ତିରାପ ଚାଙ୍ଗଲାଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି।...

୪୦ ଦିନ ପରେ ହେଲା ଶିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ, ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ କମ୍‌

ମୁମ୍ବାଇ,୯ ।୮: ଦୀର୍ଘ ୪୦ ଦିନର ଅପେକ୍ଷା ପରେ ଶେଷରେ ମହାରାଷ୍ଟ୍ରରେ ଶିନ୍ଦେ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି । ମଙ୍ଗଳବାର ମନ୍ତ୍ରୀମାନେ ଶପଥ ନେଇଛନ୍ତି । ନୂଆ କ୍ୟାବିନେଟରେ ୯ ଶିବସେନାର ମନ୍ତ୍ରୀ ଥିବା ବେଳେ ୯ ମନ୍ତ୍ରୀ ଭାରତୀୟ...

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେବେ ଇସ୍ତଫା, ଅପରାହ୍ନ ୫ଟାରେ ଭାଜପାର କୋର ଗ୍ରୁପ ବୈଠକ

ପାଟନା,୯ ।୮: ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ଏବେ ସ୍ପଷ୍ଟ ହୋଇଛି କି ଭାଜପା ଓ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଶେଷ...

୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୯।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଭାଙ୍ଗିଲା ଭାଜପା-ଜେଡିୟୁ ମେଣ୍ଟ: ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ କୁମାର

ପାଟନା,୯।୮: ବହୁ କଳ୍ପନାଜଳ୍ପନା ପରେ ବିହାରରେ ଜେଡିୟୁ ଏବଂ ଭାଜପାର ମେଣ୍ଟ ଶେଷରେ ଭାଙ୍ଗି ଯାଇଛି। ମଙ୍ଗଳବାର ସକାଳୁ ଚାଲିଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ଯେକୌଣସି ସମୟରେ ଏହାର ଆନୁଷ୍ଠାନିକ ଘୋଷଣା ହେବ ବୋଲି କୁହାଯାଉଛି। ଯଦିଓ ଏନେଇ ଜେଡିୟୁ...

ଆଇଏଏସ୍‌ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ

ଜୟପୁର,୯।୭: ରାଜସ୍ଥାନର ଜୈସଲମେର ଜିଲାପାଳ ଟିନା ଡାବିଙ୍କ ନାଁ ନେଇ ଠକେଇ ଅଭିଯୋଗ ହୋଇଛି। ହ୍ବାଟ୍‌ସଆପ୍‌ରେ ଟିନା ଡାବିଙ୍କ ଫଟୋ ରଖି ଜଣେ ବ୍ୟକ୍ତି ଆମାଜନ ଉପହାର କାର୍ଡ ମାଗିଥିଲେ। ଟିନା ଡାବି ଏହି ସୂଚନା ଜୈସଲମେର ଏସପିଙ୍କୁ ଦେଇଥିଲେ।...

୪ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୯।୮: ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଶେଷ ହୋଇଛି। ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ ୧୨ ତାରିଖରେ ଶେଷ ହେବା ନେଇ ଧାର୍ଯ୍ୟ ହୋଇଥିଲା। ଲୋକ ସଭା ବାଚସ୍ପତି ଓମ୍‌...

କର୍ନାଟକରେ ବନ୍ୟା ବିପତ୍ତି: ୨ ମାସରେ ଗଲାଣି ୭୩ ଜୀବନ

ବେଙ୍ଗାଲୁରୁ,୯।୮: ଚଳିତ ବର୍ଷ ବନ୍ୟା ଓ ବର୍ଷା କାରଣରୁ କର୍ନାଟକରେ ୨ ମାସ ମଧ୍ୟରେ ୭୩ ଜଣଙ୍କ ପ୍ରାଣହାନି ଘଟିଛି। ରାଜ୍ୟରେ ବନ୍ୟା ପ୍ରଭାବିତ ୭,୩୮୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। କ୍ଷତିଗ୍ରସ୍ତ ଲୋକଙ୍କୁ ଆବଶ୍ୟକୀୟ ଖାଦ୍ୟପେୟ ଯୋଗାଇ ଦେବା ପାଇଁ...

ବିହାରରେ ରାଜନୀତି ପାଣିପାଗ ବଦଳିବା ନିଶ୍ଚିତ:ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗିଲେ ନୀତୀଶ କୁମାର

ପାଟନା,୯।୮: ବିହାରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଓଲଟପାଲଟ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବେ ଭାଜପା ଛାଡି ଆରଜେଡି ସହ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ନୀତିଶ ରାଜ୍ୟପାଳଙ୍କୁ ଭେଟିବାକୁ ମଙ୍ଗଳବାର ସମୟ ମାଗିଛନ୍ତି।...

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ତ୍ୟାଗୀଙ୍କୁ ଗିରଫ କରିବା ପାଇଁ ଏସଟିଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଥିଲା। ଶେଷରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri