ଜାତୀୟ

ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀ ଗିରଫ

ଲକ୍ଷ୍ନୌ,୯।୮: ନୋଏଡ଼ା ହାଉସିଂ ସୋସାଇଟିରେ ପଡୋଶୀ ମହିଳାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ଅଭିଯୋଗରେ ସ୍ଥାନୀୟ ଭାଜପା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କରାଯାଇଛି। ତ୍ୟାଗୀଙ୍କୁ ଗିରଫ କରିବା ପାଇଁ ଏସଟିଏଫର ୧୨ଟି ଟିମ୍‌ ନିୟୋଜିତ ହୋଇଥିଲା। ଶେଷରେ...

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଭାଜପାରୁ ୯, ଶିନ୍ଦେ ଗୋଷ୍ଠୀର ୯ ମନ୍ତ୍ରୀ ନେଲେ ଶପଥ

ମୁମ୍ବାଇ,୯।୮: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ହୋଇଛି।  ମୁମ୍ବାଇସ୍ଥିତ ରାଜଭବନରେ  ୧୮  ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ମହାରାଷ୍ଟ୍ର କ୍ୟାବିନେଟରେ ସଦସ୍ୟଙ୍କ ସଂଖ୍ୟା ୨୦ ବୃଦ୍ଧି ପାଇଛି। ଶିନ୍ଦେ...

ବିହାର ରାଜନୀତିରେ ନୂଆ ଟୁଇଷ୍ଟ୍‌: ଉପେନ୍ଦ୍ର କୁଶୱାହା କହିଲେ, ‘ଅଲ୍‌ ଇଜ୍‌ ଓ୍ବେଲ୍‌’

ପାଟନା,୯।୬: ବିହାରରେ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି। ରାଜ୍ୟରେ ଭାଜପା ଏବଂ ଜେଡିୟୁ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ମଙ୍ଗଳବାର ଏକ ନୂଆ ଟୁଇଷ୍ଟ୍‌ ଆସିଛି। ଜେଡିୟୁ ନେତା ଉପେନ୍ଦ୍ର କୁଶୱାହା କହିଛନ୍ତି,...

ନୀତିଶଙ୍କୁ ଉପଦେଶ ଦେଲେ ପିକେ

ପାଟନା,୯।୮: ବିହାର ରାଜନୀତିରେ ଅନେକ ଅଶାନ୍ତି ଦେଖାଦେଇଛି। ରାଜ୍ୟ ରାଜନୀତିରେ ଆଗାମୀ ସମୟରେ କ’ଣ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିହାର ସଙ୍କଟକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଉପଦେଶ ଦେଇଛନ୍ତି।...

କରୋନା ସଂକ୍ରମଣ ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୯।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୭୫୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି।...

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ

ନୂଆଦିଲ୍ଲୀ,୯।୮:ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ସରକାରଙ୍କ ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ସମ୍ପ୍ରସାରଣ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ହେବାକୁ ଯାଉଛି। ମୁମ୍ବାଇସ୍ଥିତ ରାଜଭବନରେ ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଶିନ୍ଦେ ୧୫ ଜଣ ମନ୍ତ୍ରୀଙ୍କୁ ସାମିଲ କରିବେ ବୋଲି...

ଭାଜପା ହାତ ଛାଡ଼ିବ କି ଜେଡିୟୁ:ଆଜି ନିଷ୍ପତ୍ତି ନେବେ ନୀତୀଶ କୁମାର

ପାଟନା,୯।୮:ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଗୈରିକ ଦଳର ନେତୃବୃନ୍ଦ କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ଥିବାବେଳେ ରାଜ୍ୟରେ...

ବିମାନସେବା କ୍ଷେତ୍ରରେ ମିଳିବ ଲକ୍ଷେ ନିଯୁକ୍ତି

ନୂଆଦିଲ୍ଲୀ,୯।୮: ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ବିମାନ ସେବା କ୍ଷେତ୍ରରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ଆଶା କରାଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଏକ ସଂସଦୀୟ କମିଟିକୁ ସୂଚନା ଦିଆଯାଇଛି। ବେସାମରିକ ବିମାନ ଚଳାଚଳ...

ମହାତ୍ମା ଗାନ୍ଧୀ ଯେଉଁଠି ଯାତ୍ରା କରିଥିଲେ ସେହିଠାରୁ ହିଁ ତ୍ରିରଙ୍ଗା ଯାତ୍ରାରେ ବାହାରିବ ଭାଜପା

ନୂଆଦିଲ୍ଲୀ,୯ ।୮: ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ମଙ୍ଗଳବାର ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଦିଲ୍ଲୀରେ ଲାଲକିଲାରୁ ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା...

ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଲେ ରାଜନେତା

ବାରାବଙ୍କି,୯ ।୮: ଉତ୍ତର ପ୍ରଦେଶର ବାରାବଙ୍କିରେ ଜଣେ ଦବଙ୍ଗ ନେତା ଟ୍ରାଫିକ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦେଇଥିବା ଜଣାପଡିଛି । କେବଳ ସେତିକି ନୁହେଁ କନଷ୍ଟେବଳଙ୍କ ଗୋଡରେ ଗାଡି ଚଢାଇ ଦେବା ପରେ ନେତା ଜଣଙ୍କ ଓଲଟା କନଷ୍ଟେବଳଙ୍କୁ...

ଅଲଗା ହେବେ ଭାଜପା-ଜେଡିୟୁ, ନୀତୀଶଙ୍କ ଘରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ!

ପାଟନା,୯ ।୮: ବିହାରରେ ଜନତା ଦଳ ୟୁନାଇଟେଡ(ଜଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଚାଲିଥିବା କନ୍ଦଳ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି । ଏହାକୁ ନେଇ ମଙ୍ଗଳବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ...

ଖତୁ ଶ୍ୟାମଜୀ ମନ୍ଦିରରେ ଦଳାଚକଟା: ନିଲମ୍ବିତ ହେଲେ ଥାନା ଅଧିକାରୀ

ସିକର,୮।୮: ରାଜସ୍ଥାନର ସିକର ଜିଲାରେ ଥିବା ଖତୁ ଶ୍ୟାମଜୀ ମନ୍ଦିର ବାହାରେ ସୋମବାର ଦଳାଚକଟା ହୋଇ ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏକାଦଶୀ ତିଥି ଥିବାରୁ ରାଜସ୍ଥାନ ଓ ଅନ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri