ଜାତୀୟ

ପୂର୍ବ ସିଜେଆଇଙ୍କ ନିଯୁକ୍ତି ବିରୋଧରେ ମାମଲା ଦାଖଲକାରୀଙ୍କଠାରୁ ଆଦାୟ ହେବ ଜରିମାନା, ପୋଲିସକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୬।୮ : ଭାରତରେ ପ୍ରଧାନ ବିଚାରପତି(ସିଜେଆଇ)ଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପରମ୍ପରା ଉପରେ ପ୍ରଶ୍ନ ଉଠାଇଥିବା ସ୍ବାମୀ ଓମ (ବର୍ତ୍ତମାନ ମୃତ) ଏବଂ ମୁକେଶ ଜୈନଙ୍କ ବିରୋଧରେ ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ(ଏସ୍‌ସି) ଦିଲ୍ଲୀ ପୋଲିସ କମିଶନରଙ୍କୁ...

ସୀମାରେ ଏଆଇ ପ୍ରଣାଳୀ ମୁତୟନ କରୁଛି ଭାରତୀୟ ସେନା, ଶତ୍ରୁ ଉପରେ ରହିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୬।୮ : ଦକ୍ଷତା ବୃଦ୍ଧି ପାଇଁ ଭାରତୀୟ ସେନା ଉତ୍ତର ଏବଂ ପଶ୍ଚିମ ସୀମାରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି ସିଷ୍ଟମ ନିୟୋଜିତ କରୁଛି। ପ୍ରତିରକ୍ଷା ପକ୍ଷରୁ ନିଶ୍ଚିତ କରାଯାଇଛଯେ ସୀମାରେ ଏଆଇ ଆଧାରିତ ସିସିଟିଭି ସିଷ୍ଟମ...

ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ ଆସିବେ। ସ୍ବାଧୀନତା ଦିବସ ପାଳନ ସମୟରେ ସେ ଭାରତରେ ଉପସ୍ଥିତ ରହିବେ। ଆଇସିଆରସି...

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ ପଲିସିରେ ଦୁର୍ନୀତି ଅଭିଯୋଗ ଆଧାରରେ ଏକ୍ସାଇଜ କମିଶନର ଆରଓ୍ବ ଗୋପୀ କୃଷ୍ଣ, ତତ୍କାଳୀନ...

୧୩ ଅଗଷ୍ଟରେ ପ୍ରଥମ ଡିଜିଟାଲ ଲୋକ ଅଦାଲତ…

ନୂଆଦିଲ୍ଲୀ,୬।୮ : ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଲୋକ ଅଦାଲତ ୧୩ ଅଗଷ୍ଟରେ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ହେବ। ଲୋକ ଅଦାଲତର ଡିଜିଟାଇଜେଶନ ଦ୍ୱାରା ସାଧାରଣ...

ପୁଣି ସଙ୍କଟ…

ନୂଆଦିଲ୍ଲୀ, ୬।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ବଢୁଛି ସଂକ୍ରମଣ: ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ,୬।୮: ଦେଶରେ କାରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ୭ଟି ରାଜ୍ୟକୁ ଚିଠି ଲେଖିଛନ୍ତି। ସେହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଦିଲ୍ଲୀ, କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ତେଲେଙ୍ଗାନା।...

ହ୍ବିଲ୍‌ ଚେୟାରରେ ଆସି ଭୋଟ ଦେଲେ ମନମୋହନ ସିଂ

ନୂଆଦିଲ୍ଲୀ, ୬।୮: ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ସେନେଇ ଶନିବାର ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ମତଦାନ ଚାଲିବ। ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହ୍ବିଲ୍‌...

ଉପରାଷ୍ଟ୍ରପତି ନିର୍ବାଚନ: ମତ ସାବ୍ୟସ୍ତ କଲେ ଅମିତ ଶାହା

ନୂଆଦିଲ୍ଲୀ, ୬।୮: ସଂସଦ ଗୃହରେ ଚାଲିଛି ଭୋଟ ଗ୍ରହଣ। ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନକୁ ଆସି...

କୁଲଗାମରେ ଆଣ୍ଟି-ଟେରର ଅପରେଶନ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର କୁଲଗାମରେ ସେନା ପକ୍ଷରୁ ଆଣ୍ଟି ଟେରର ଅପରେଶନ ସମୟରେ ଜଣେ ସାଧାରଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ମନଜୁର ଅହମଦ ଲୋନେ ଓ ସେ ରେଡଓ୍ବାନି ବାଲା ଅଞ୍ଚଳରେ ରହୁଥିବା ପୋଲିସ କହିଛି।...

ଚାଲିଛି ଉପରାଷ୍ଟ୍ରପତି ମତଦାନ: ଭୋଟ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୬।୮: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି...

୧୮ ତେଜସ୍‌ ଲଢ଼ୁଆ ବିମାନ ବିକିବ ଭାରତ

ନୂଆଦିଲ୍ଲୀ,୬।୮: ଭାରତ ମାଲେସିଆକୁ ୧୮ଟି ତେଜସ୍‌ ହାଲୁକା ଲଢ଼ୁଆ ବିମାନ(ଏଲ୍‌ସିଏ) ବିକ୍ରି କରିବା ଲାଗି ପ୍ରସ୍ତାବ ଦେଇଛି। ଏହା ବ୍ୟତୀତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଇଜିପ୍ଟ, ଆମେରିକା, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସ ମଧ୍ୟ ଏହି ସିଙ୍ଗଲ୍‌ ଇଞ୍ଜିନ୍‌ ଯୁଦ୍ଧବିମାନ କିଣିବାକୁ ଆଗ୍ରହୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri