ଜାତୀୟ

ଭାଜପା-ଜେଡିୟୁ ମଧ୍ୟରେ ଫାଟ!

ପାଟନା,୫।୮: ବିହାରରେ ଥିବା ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଗାମୀ ଦିନରେ ବଡ ଝଟକା ଦେଇପାରେ। ଜେଡିୟୁ ଜାତୀୟ ସଭାପତି ଲଲାନ ସିଂ ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଏହି...

କମିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ,୫।୮:ଦୀର୍ଘଦିନର ଦରବୃଦ୍ଧି ପରେ ଗତ ମାସ ବିଭିନ୍ନ ବର୍ଗର ଖାଇବା ତେଲ ଉପରେ ୫ରୁ ୧୦ ଟଙ୍କା ହ୍ରାସ ଘଟିଥିଲା। ଫଳରେ ଖାଉଟି କିଛି ପରିମାଣରେ ଆଶସ୍ତି ଲାଭ କରିଥିଲେ। ଏପରିକି ସାରା ଦେଶ ଆଗକୁ ପାର୍ବଣ ପାଳନ କରିବ।...

ସୁପ୍ରିମକୋର୍ଟ: ୧୦ ବର୍ଷ ହେଲା ବିଚାରାଧୀନ ୧୦ ହଜାର ମାମଲା

ନୂଆଦିଲ୍ଲୀ, ୫ା୮:ସୁପ୍ରିମକୋର୍ଟରେ ଅଦ୍ୟାବଧି ୭୧ ହଜାରରୁ ଊର୍ଦ୍ଧ୍ୱ ମାମଲା ପଡ଼ିରହିଥିବାବେଳେ ସେଥିମଧ୍ୟରୁ ୧୦ ହଜାରରୁ ଅଧିକ ଗତ ଦଶନ୍ଧି ଧରି ଗଡ଼ୁଛି। ଏ ନେଇ ଆଇନମନ୍ତ୍ରୀ କିରେନ ରିଜିଜୁ ଗୁରୁବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ଉତ୍ତରରେ...

୩୭୦ ହଟିବାର ବର୍ଷ ପୂର୍ତ୍ତି ପୂର୍ବରୁ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ବିହାର ଶ୍ରମିକଙ୍କ ମୃତ୍ୟୁ

ଜମ୍ମୁ,୫ ।୮: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଜମ୍ମୁ-କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବାର ବର୍ଷ ପୂର୍ତ୍ତି ପୂରଣର ଠିକ୍ ପୂର୍ବରୁ ଆତଙ୍କବଦୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏଥିରେ ସେମାନେ...

ଭାଜପାରେ କୁଲଦୀପ: କ୍ରସ ଭୋଟିଂ କରି କଂଗ୍ରେସରୁ ହୋଇଥିଲେ ବହିଷ୍କାର

ନୂଆଦିଲ୍ଲୀ,୪।୮ ହରିୟାଣାର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ମାସ ପୂର୍ବରୁ ସେ ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହୁଇପ୍‌ ଅବମାନନା କରି ଶାସକ ଦଳ ଭାଜପା ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। କ୍ରସ...

ପରିବାରରୁ ଜଣକୁ ଚାକିରି: ଯୋଗୀ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶରେ ପ୍ରତି ପରିବାରରୁ ଅନୂ୍ୟନ ଜଣକୁ ନିଶ୍ଚୟ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦକ୍ଷତା ମ୍ୟାପିଙ୍ଗ୍‌ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଯେଉଁ ପରିବାରରୁ...

ହସ୍ପିଟାଲରେ ଆଜମଙ୍କୁ ଭେଟିଲେ ଅଖିଳେଶ

ଲକ୍ଷ୍ନୌ,୪।୮: ସମାଜବାଦୀ ପାର୍ଟି(ଏସ୍‌ପି) ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାଁଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ବୁଧବାର ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ଗୁରୁବାର ତାଙ୍କୁ ଆଇସିୟୁରେ...

ଦିଲ୍ଲୀ ଗସ୍ତରେ ଫଡ୍‌ନବିସ: କ୍ୟାବିନେଟ ସମ୍ପ୍ରସାରଣ ଉପରେ ହେବ ଚର୍ଚ୍ଚା

ମୁମ୍ବାଇ,୪।୮: ମହାରାଷ୍ଟ୍ରରେ ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନୂତନ ସରକାର ଗଠନ ହୋଇସାରିଥିଲେ ମଧ୍ୟ କ୍ୟାବିନେଟ ସମ୍ପ୍ରସାରଣ ଅଟକି ରହିଛି। ତେବେ ଶୁକ୍ରବାର କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ଦିଲ୍ଲୀ ପରେ ଭୋପାଳରେ ନ୍ୟାଶନାଲ ହେରାଲ୍ଡର ଜମି ହେବ ସିଲ୍‌

ଭୋପାଳ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲା କଂଗ୍ରେସର ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଏହି ମାମଲା ପୂର୍ବରୁ କେବଳ ଗାନ୍ଧୀ ପରିବାର ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଆହୁରି ଅନେକ ଦିଗ ସାମ୍ନାକୁ ଆସିଛି। ଗୁରୁବାର ପୁଣି ଥରେ ଇଡି ନ୍ୟାଶନାଲ...

ଗୁଜରାଟରେ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ କି ଭାଜପା: କେଜ୍‌ରିଓ୍ବାଲ

ଅହମ୍ମଦାବାଦ,୪।୮: ଆମ ଆଦମୀ ପାର୍ଟି ସଂଯୋଜକ(ଏଏପି) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଟୁଇଟ କରି ଭାଜପାକୁ ଏକ ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଗୁଜରାଟରେ ଏଏପିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ଦେଖି...

ବିମାନରେ ପିଟିହେଲା ପକ୍ଷୀ, ଆଉ ତା’ ପରେ…

ଅହମ୍ମଦାବାଦ୍‌,୪ା୮: ଅହମ୍ମଦାବାଦ୍‌ରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଗୋ-ଫାଷ୍ଟ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଛି। ଏହି ବିମାନରେ ଏକ ପକ୍ଷୀ ବାଡ଼େଇ ହୋଇଯିବାରୁ ବିମାନଟିକୁ ଅହମ୍ମଦାବାଦ ଫେରିବାକୁ ପଡ଼ିଛି। ଡିଜିସିଏ ଅନୁଯାୟୀ, ଗୋ-ଫାଷ୍ଟ ବିମାନ ଜି-୮୯୧୧ ଗୁରୁବାର ଅହମ୍ମଦାବାଦରୁ ଚଣ୍ଡିଗଡ଼ ଅଭିମୁଖେ...

ବଢିଲା ସଞ୍ଜୟ ରାଉତଙ୍କ ଅଡୁଆ: ସ୍ତ୍ରୀଙ୍କୁ ଇଡି ସମନ

ମୁମ୍ବାଇ,୪।୮:ପାଟ୍ରା ଚୌଲ ଦୁର୍ନୀତି ମାମଲାରେ ଗିରଫ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ଗୋଟିଏ ପଟେ କୋର୍ଟ ରାଉତଙ୍କ ରିମାଣ୍ଡ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଅନ୍ୟପଟେ ତାଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri