ଜାତୀୟ

୮୧ ଚାଇନା ନାଗରିକଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଛି ନୋଟିସ୍‌

ନୂଆଦିଲ୍ଲୀ,୨।୮: ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ସମୟରେ ମଙ୍ଗଳାବର ଲୋକ ସଭାରେ ଭାରତ ଆସିଥିବା ଚାଇନା ନାଗରିକଙ୍କ ବିଷୟରେ ସରକାର ସୂଚନା ଦେଇଛନ୍ତି। ଗତ ୨ବର୍ଷ ମଧ୍ୟରେ ୮୧ ଜଣ ଚାଇନା ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଦିଆଯାଇଛି ବୋଲି...

ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…

ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ...

ଭୟଭୀତ ହୁଅ ନାହିଁ, ସତର୍କତା ଅବଲମ୍ବନ କର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୮: କରୋନା ସଂକ୍ରମଣ ନ ସରୁଣୁ ଦେଶରେ ଏବେ ମଙ୍କିପକ୍ସ ବିପଦ ଏବଂ ପଜିଟିଭ୍‌ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଭଳି ପରିସ୍ଥିତିରେ ସଂସଦରେ ମୌସୁମୀ ଅଧିବେଶନ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ...

ରାଷ୍ଟ୍ରପତିଙ୍କ ଡାକ୍ତର ଭାବେ ନିଯୁକ୍ତ ହେଲେ ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂ…

ନୂଆଦିଲ୍ଲୀ, ୨।୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାକ୍ତର ଭାବେ ଭାରତୀୟ ସେନାର ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦଲଜିତ ୧୭ ଡିସେମ୍ବର୧୯୮୩ ରେ ବାୟୁସେନାରେ ନିଯୁକ୍ତ...

ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ମିଳିଲା ହତ୍ୟା ଧମକ: ମୁଖ୍ୟମନ୍ତ୍ରୀ-ପୋଲିସକୁ ଚିଠି ଲେଖି ମାଗିଲେ ସୁରକ୍ଷା

ଚଣ୍ଡିଗଡ଼,୨।୮: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ଓ୍ବାଲାଙ୍କୁ ହତ୍ୟା କରାଯିବାର ୨ମାସ ପରେ ଆଉ ଜଣେ ଗାୟକଙ୍କୁ ହତ୍ୟା ଧମକ ମିଳିଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପଞ୍ଜାବୀ ଗାୟକ ତଥା ଗୀତିକାର ଜାନି ପୋଲିସର...

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିପର୍ଯ୍ୟୟ ପରିଚାଳନା...

ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ଭଙ୍ଗାରେ ସମସ୍ୟା,ବିସ୍ଫୋରକ ସାମଗ୍ରୀ ପାଇଁ ମିଳିଲାନି ଏନଓସି…

ନୋଏଡା, ୨।୮ : ନୋଏଡାର ସେକ୍ଟର -୯୩ -ଏ ରେ ଅବସ୍ଥିତ ସୁପରଟେକ ଏମେରାଲ୍ଡ କୋର୍ଟର କୋଠାଗୁଡ଼ିକୁ ଅଗଷ୍ଟ ୨୧ ଅପରାହ୍ନ ୨ଟା ୩୦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାଙ୍ଗିବାକୁ ପଡିବ। ତେବେ ଏନଓସି ନ ଥିବାରୁ ମଙ୍ଗଳବାର...

ସିବିଆଇ କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର

ପାଟନା,୨।୮: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ। ମଙ୍ଗଳବାର ସିବିଆଇ କୋର୍ଟ ତାଙ୍କୁ ସିଙ୍ଗାପୁର ଯିବା...

ଜନ୍ତର ମନ୍ତରରେ ଧାରଣା ଦେଲେ ପ୍ରଧାନମନ୍ତ୍ରୀଙ୍କ ଭାଇ…

ନୂଆଦିଲ୍ଲୀ, ୨।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଜନ୍ତର ମନ୍ତରରେ ଧାରଣା ଦେଇଛନ୍ତି। ଅଲ ଇଣ୍ଡିଆ ଫେୟାର ପ୍ରାଇସ ଦୋକାନ ଡିଲର ଫେଡେରେଶନର ଉପାଧ୍ୟକ୍ଷ ପ୍ରହ୍ଲାଦ ମୋଦି ସଂଗଠନର ବିଭିନ୍ନ ଦାବି ନେଇ ମଙ୍ଗଳବାର ଧାରଣରେ...

ପାଣ୍ଠି ସଂଗ୍ରହ କରୁଥିବା ୧୦୦ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ ଶାହାଙ୍କୁ କହିଲେ ଶୁଭେନ୍ଦୁ…

ନୂଆଦିଲ୍ଲୀ, ୨।୮ : ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଙ୍ଗଳବାର ଭେଟିଛନ୍ତି। ଏହି ସମୟରେ ଶୁଭେନ୍ଦୁ ଅମିତ ଶାହାଙ୍କୁ ପାଣ୍ଠି ସଂଗ୍ରହ କରୁଥିବା ୧୦୦ ରୁ ଅଧିକ ଟିଏମ୍‌ସି ନେତାଙ୍କ ନାମ କହିଛନ୍ତି।...

ଗୁଜରାଟ ବିଧାନସଭା ନିର୍ବାଚନ: ୧୦ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଏଏପି

ଅହମଦାବାଦ,୨।୮: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆମ ଆଦମୀ ପାର୍ଟି(ଏଏପି)ର ଲକ୍ଷ୍ୟ ଗୁଜରାଟ ମିଶନ ରହିଥିବା ବେଳେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛି। ମଙ୍ଗଳବାର ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ଜଣ ପ୍ରାର୍ଥୀଙ୍କ ନାମ...

ରାଜଧାନୀରେ ତୃତୀୟ ‘ମଙ୍କିପକ୍ସ’ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ରହୁଥିବା ଅନ୍ୟ ଜଣେ ନାଇଜେରିଆ ବ୍ୟକ୍ତି ମଙ୍ଗଳବାର ‘ମଙ୍କିପକ୍ସ’ଆକ୍ରାନ୍ତ ହୋଇଛନ୍ତି। ଏନେଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ଉକ୍ତ ବ୍ୟକ୍ତିଙ୍କର କିଛି ଦିନ ପୂର୍ବରୁ ଲକ୍ଷଣ ଦେଖାଯାଇଥିବା ବେଳେ ନମୁନାକୁ ଯାଞ୍ଚ ପାଇଁ ପଠାଯାଇଥିଲା। ତେବେ ବ୍ୟକ୍ତିଙ୍କର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri