ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ଭାବେ ଗ୍ରହଣ କରାଯିବ, ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ, ୩୧।୭ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଥରେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାଙ୍କ ମୃତ୍ୟୁର କାରଣ ଯାହା ହେଲେ ମଧ୍ୟ ଏହାକୁ କରୋନା ମୃତ୍ୟୁ ଭାବେ ଗ୍ରହଣ କରାଯିବ। ମୃତ୍ୟୁର କାରଣ ଅନ୍ୟ...

ଭିଡ଼ିଓ କନଫରେନ୍ସିଂରେ ବିବାହ ଅନୁମତି ଦେଲେ ହାଇକୋର୍ଟ…

ଚେନ୍ନାଇ, ୩୧।୭ : ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚ ତାମିଲନାଡୁର ଜଣେ ଯୁବତୀଙ୍କୁ ଭର୍ଚୁଆଲ ମୋଡରେ ବିବାହ କରିବାକୁ ଅନୁମତି ଦେଇଛନ୍ତି। ଯୁବତୀ ଜଣକ ଜଣେ ଆମେରିକୀୟ ନାଗରିକଙ୍କ ସହ ସାତ ଫେରା ନେବାକୁ ଚାହୁଁଛନ୍ତି। ମଦୁରାଇ ବେଞ୍ଚରେ କନ୍ୟାକୁମାରୀ...

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ହାୱଡାରେ ଦଳର ୩ ଜଣ...

ଇଡିର ଯାଞ୍ଚ ଭିତରେ ଟୁଇଟ କଲେ ସଞ୍ଜୟ, ଶିବସେନା ଛାଡିବି ନାହିଁ

ମୁମ୍ବାଇ,୩୧ ।୭: ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା...

ପୁଣି ସଙ୍କଟ ଘନେଇଲା…

ନୂଆଦିଲ୍ଲୀ, ୩୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ବାରାମୂଳା ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଜମ୍ମୁ,୩୧ ।୭: ବାରାମୂଳାର ବିନେର ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଶନିବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସମାଚାର ଏଜେନ୍ସି ଏଏନଆଇର...

ଗିରଫ ହୋଇ ପାରନ୍ତି ସଞ୍ଜୟ ରାଉତ, ଘରେ ପହଞ୍ଚିଲା ଇଡି

ମୁମ୍ବାଇ,୩୧ ।୭: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ସଞ୍ଜୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ ପହଞ୍ଚିଛନ୍ତି । ଅନୁମାନ କରାଯାଉଛି ସଞ୍ଜୟଙ୍କୁ...

ମହଙ୍ଗା ମାଡକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହେଲେଣି ସରକାର, ସୋମବାରରୁ ଦୁଇ ଦିନ ଚାଲିବ ଗୃହ

ନୂଆଦିଲ୍ଲୀ,୩୧ ।୭: ବିରୋଧିଙ୍କ ବିରୋଧ ପରେ ଠପ୍ ହୋଇ ଯାଇଥିଲା ସଂସଦର କାର୍ଯ୍ୟ । ଏବେ ସରକାର ମହଙ୍ଗା ମାଡକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସୋମବାର ଲୋକ ସଭାରେ ଓ ମଙ୍ଗଳବାର ରାଜ୍ୟ ସଭାରେ...

ସଂସଦରେ ଅନୁଶାସନ-ମର୍ଯ୍ୟାଦା ବଜାୟ ରଖିବା ଜରୁରୀ…

ହାଇଦ୍ରାବାଦ୍‌, ୩୦।୭ : ହାଇଦ୍ରାବାଦ ପବ୍ଲିକ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ଶନିବାର ସଂସଦର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ହାଇଦ୍ରାବାଦର ରାମନ୍ତପୁରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଛାତ୍ରମାନଙ୍କ...

ଭର୍ଚୁଆଲ ମାଧ୍ୟମରେ ୧.୭୮ କୋଟି ମାମଲାର ହୋଇଛି ଫଇସଲା…

ନୂଆଦିଲ୍ଲୀ, ୩୦।୭ : ପ୍ରଥମ ଅଲ ଇଣ୍ଡିଆ ଜିଲା ଆଇନ ସେବା ପ୍ରାଧିକରଣ ବୈଠକରେ ଯୋଗଦେଇ ସୁପ୍ରିମକୋର୍ଟର ଜଷ୍ଟିସ ଡକ୍ଟର ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନ୍ୟାୟପାଳିକାର ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ...

ଦରଦାମ୍‌ ବୃଦ୍ଧି, ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ…

ନୂଆଦିଲ୍ଲୀ, ୩୦।୭ : ଦରଦାମ୍‌ ବୃଦ୍ଧି ନେଇ କଂଗ୍ରେସ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଘେରାଉ କରିବ। ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି...

କହିବା ଆରମ୍ଭ କଲେ ଭୂକମ୍ପ ଆସିବ, ଉଦ୍ଧବଙ୍କୁ ଶିନ୍ଦେଙ୍କ ଟାର୍ଗେଟ…

ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ଗୋଷ୍ଠୀର ନେତାମାନଙ୍କୁ ଦେଶଦ୍ରୋହୀ ବୋଲି କହିଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେଙ୍କୁ ଏକ ପରୋକ୍ଷ ଚେତାବନୀରେ ଶିନ୍ଦେ କହିଛନ୍ତି ଯେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri