ଜାତୀୟ

ସମସ୍ତଙ୍କ ପାଇଁ ସହଜ ଆଇନ ସେବା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୩୦।୭ : ଆମ ଦେଶର ଲୋକଙ୍କ ପାଇଁ ନ୍ୟା୦ୟ ପାଇବା ଆଜି ମଧ୍ୟ ଏକ ବଡ଼ ଆହ୍ବାନ। ଆଇନସେବାରେ ସମାନତା, ଉତ୍ତରଦାୟିତ୍ୱ ଏବଂ ଆଇନ ସେବାରେ ସହଜ ପ୍ରବେଶ ଆଦି ତିନୋଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଆଧାରରେ ସମସ୍ତଙ୍କ ପାଖରେ...

ଗ୍ରାମ ସ୍ବରାଜର କଳ୍ପନା କରିଥିଲେ ମହାତ୍ମା ଗାନ୍ଧୀ, ଏହାକୁ ରୂପାନ୍ତର କରିଛି ଭାଜପା ସରକାର…

ପାଟନା, ୩୦।୭ : ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ବିହାର ଗସ୍ତରେ ଆସି ପାଟନାରେ ପହଞ୍ଚିଛନ୍ତି। ସେ ଏଠାରେ ଗ୍ରାମ ସଂସଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜର କଳ୍ପନା କରିଥିଲେ। ଭାଜପା...

ଏବେ ନିର୍ବାଚନ ହେଲେ ପୁଣି ଜିତିବ ଏନଡିଏ

ନୂଆଦିଲ୍ଲୀ, ୩୦।୭ : ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ଭାରତୀୟ ଜନତା ପାର୍ଟି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏକ ବଡ଼ ବିଜୟ ହାସଲ କରିଛନ୍ତି। ବର୍ତ୍ତମାନ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଥିରେ...

ଆଗାମୀ ୨୫ ବର୍ଷ ମଧ୍ୟରେ ଉନ୍ନତ ନ୍ୟାୟିକ ବ୍ୟବସ୍ଥା ଦେଶକୁ ନୂତନ ଉଚ୍ଚତାକୁ ନେଇଯିବ…

ନୂଆଦିଲ୍ଲୀ, ୩୦।୭ : ଦେଶର ଅମୃତ ମହୋତ୍ସବଯାତ୍ରାରେ ସମସ୍ତଙ୍କ ପାଇଁ ନ୍ୟାୟିକ ବ୍ୟବସ୍ଥାର ସହଜ ଉପଲବ୍ଧି ଗୁରୁତ୍ୱପୂର୍ଣ୍ଣ। ସର୍ବ ଭାରତୀୟ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଉପଯୁକ୍ତ ସଂକଳ୍ପ ଦ୍ୱାରା...

ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମ୍‌ରୁ ଅଧିକ ଡ୍ରଗ୍ସ୍‌ରେ ନିଆଁ ଲଗାଇଲେ ଏନସିବି…

ଚଣ୍ଡିଗଡ଼, ୩୦।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ(ଏନସିବି) ଦ୍ୱାରା ଚଣ୍ଡିଗଡ଼ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪ ଟି ସ୍ଥାନରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇ ନଷ୍ଟ...

ନ୍ୟାୟ ପାଇଁ କମ୍‌ ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ବହୁ ଲୋକ ନୀରବରେ ପୀଡ଼ା ସହନ୍ତି…

ନୂଆଦିଲ୍ଲୀ, ୩୦।୭ : ଭାରତର ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି ଯେ ଆମର ପ୍ରକୃତ ଶକ୍ତି ଯୁବପିଢ଼ିଙ୍କ ମଧ୍ୟରେ ରହିଛି। ପୃଥିବୀରେ ଥିବା ମୋଟ ଯୁବବର୍ଗଙ୍କ ମଧ୍ୟରୁ ଏକ ପଞ୍ଚମାଂଶ ଭାରତରେ ବାସ କରନ୍ତି। କିନ୍ତୁ କୁଶଳୀ ଶ୍ରମିକମାନେ...

ରାଜ୍ୟପାଳଙ୍କୁ ଜେଲ ପଠାଇବାକୁ ଦାବି କଲେ ଉଦ୍ଧବ…

ମୁମ୍ବାଇ,୩୦।୭ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ଟାର୍ଗେଟ କରିଛନ୍ତି। ଠାକରେ ଅଭିଯୋଗ କରିଛନ୍ତି ଯେ ରାଜ୍ୟପାଳ...

କରୋନା ଗ୍ରାଫ୍‌ ଉପରମୁହାଁ: ଏହି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଶିମଲା,୩୦।୭: ହିମାଚଳ ପ୍ରଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୩ଦିନ ଧରି ରାଜ୍ୟରେ ଲଗାତର ଭାବେ ୯ଶହରୁ ଊର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ...

୭ ରାଜ୍ୟରେ ସ୍ଥିତି ସଙ୍କଟ ଜନକ,ସକ୍ରିୟ ମାମଲା ଲକ୍ଷେ ୪୩ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୩୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ବାରମୂଳା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ: ୨ଯବାନ ଆହତ

ବାରମୂଳା,୩୦।୭: ଜମ୍ମୁ-କଶ୍ମୀରର ବାରମୂଳା ଜିଲାରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଏହାପରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌...

ମହେନ୍ଦ୍ର ଭଟ୍ଟ ଉତ୍ତରାଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ

ଡେରାଡୁନ,୩୦।୭: ଉତ୍ତରାଖଣ୍ଡରେ ଭାଜପା ନୂଆ ପ୍ରଦେଶ ଅଧ୍ୟକ୍ଷର ନାମ ଘୋଷଣା କରିଛି। ଗତ କିଛି ଦିନରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ନୂତନ ରାଜ୍ୟ ଅଧ୍ୟକ୍ଷଙ୍କ ନାମକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଥିଲା। କିନ୍ତୁ ଶନିବାର ଦଳ କେବଳ ଉତ୍ତରାଖଣ୍ଡର ନୂତନ...

କୁକୁର ଆକ୍ରମଣରେ ନାବାଳକ ଗୁରୁତର

ଚଣ୍ଡିଗଡ଼,୩୦।୭: ପଞ୍ଜାବର ଗୁରଦାସପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ୧୩ ବର୍ଷର ନାବାଳକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଫଳରେ ନାବାଳକ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଟାଲାସ୍ଥିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri