ଜାତୀୟ

ଶିନ୍ଦେଙ୍କୁ ସମର୍ଥନ ଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ,୩୦।୭: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳକୁ ଏକାଠି ରଖିବାରେ ସେ ଏକପ୍ରକାର ସଂଘର୍ଷ କରୁଛନ୍ତି। ଏହି ସମୟରେ ତାଙ୍କୁ ଆଉ ଏକ ରାଜନୈତିକ ଝଟକା ଲାଗିଛି। ବିଦ୍ରୋହୀ ନେତା ତଥା ମହାରାଷ୍ଟ୍ର...

ଖବରଦାତାଙ୍କ ଟୁଇଟ୍‌ ହଟାଇବା ଦାବିରେ ଭାରତ ପ୍ରଥମ

ନୂଆଦିଲ୍ଲୀ,୩୦ା୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଖବରଦାତା ଓ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପୋଷ୍ଟ ହଟାଇବା ପାଇଁ ଦାବି କରିବାରେ ବିଶ୍ୱରେ ଭାରତ ସବୁଠୁ ଆଗରେ ରହିଛି। ସେହିପରି ଟୁଇଟର ଆକାଉଣ୍ଟ ସୂଚନା ମାଗିବାରେ ଆମେରିକା ପରେ ଭାରତ ହେଉଛି ଦ୍ୱିତୀୟ। ଟୁଇଟର...

ମୁହଁ ଖୋଲିଲେ ପାର୍ଥ: କହିଲେ ‘ସମୟ ହିଁ ସବୁକିଛି କହିବ’

କୋଲକାତା,୨୯।୭: ପଶ୍ଚିମବଙ୍ଗ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହେବା ପରେ ମନ୍ତ୍ରୀପଦ ହରାଇଛନ୍ତି ପାର୍ଥ ଚାଟାର୍ଜୀ। ଏପରିକି ତାଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବନ କରାଯାଇଛି। ଏବେ ସେ ଇଡି ହେପାଜତରେ ଥିବା ବେଳେ ପ୍ରଥମ ଥର...

ଶେଷରେ କ୍ଷମା ମାଗିଲେ କଂଗ୍ରେସ ନେତା ଅଧୀର

ନୂଆଦିଲ୍ଲୀ,୨୯।୭: ଭାରତର ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ କହି ସମ୍ବୋଧିତ କରିଥିଲେ। ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ ଭାଜପା ସଡ଼କରୁ ନେଇ ସଂସଦ ପର୍ଯ୍ୟନ୍ତ ହଙ୍ଗାମା କରିଥିଲା। ବିବାଦ ତେଜୁଥିବା ବେଳେ...

ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧରୁ ଜୀବନ ବଞ୍ଚାଇ ସ୍ୱଦେଶ ଫେରି ଆସିଥିବା ପ୍ରାୟ ୨୦ ହଜାର ମେଡିକାଲ୍ର ଷ୍ଟୁଡେଣ୍ଟଙ୍କ ଭବିଷ୍ୟତକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ସରକାର ୟୁକ୍ରେନରୁ ଫେରିଥିବା ମେଡିକାଲ ଷ୍ଟୁଡେଣ୍ଟଙ୍କୁ ଶୀଘ୍ର ମେଡିକାଲ ଗ୍ରାଜୁଏଶନ...

ମହାମାରୀ ସତ୍ତ୍ୱେ ଏଫ୍‌ଡିଆଇ ଦେଶରେ ଆକର୍ଷିତ କରିଛି: ୫ ରାଜ୍ୟକୁ ସର୍ବାଧିକ

ନୂଆଦିଲ୍ଲୀ,୨୯।୭ ଭାରତର ଉତ୍ପାଦନ ସେକ୍ଟର ୨୦୨୧-୨୨ ଆର୍ଥିକ ବର୍ଷରେ ୨୧.୩୪ ବିଲିୟନ ଡଲାର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆକର୍ଷିତ କରିଛି। ଏହା ପୂର୍ବବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ରେ...

କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ସ୍ମୃତି ଇରାନୀ ଝିଅଙ୍କ ସମ୍ପର୍କିତ ଟୁଇଟ୍‌ ତୁରନ୍ତ ହଟାଅ

ନୂଆଦିଲ୍ଲୀ,୨୯।୭: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମୋକଦ୍ଦମା ଉପରେ କଂଗ୍ରେସ ନେତା ଜୟରାମ ରମେଶ ଏବଂ ପୱନ ଖେରାଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛନ୍ତି। ଏହି ଦୁଇ ନେତା ସ୍ମୃତି ଝିଅ ଜୋଇସ୍‌ଙ୍କ...

କାନ୍ଦି କାନ୍ଦି ବେହୋଶ ହୋଇପଡିଲେ ଅର୍ପିତା: ହସ୍ପିଟାଲରେ ଭର୍ତ୍ତି

କୋଲକାତା,୨୯।୭: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଛନ୍ତି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ। ଇଡି ଜେରାର ସମ୍ମୁଖୀନ ହେଉଥିବା ଅର୍ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଶୁକ୍ରବାର ବିଗିଡି ଯାଇଛି। ଜେରା ବେଳେ କାନ୍ଦି...

‘ଭାରତ ଆତ୍ମବିଶ୍ୱାସର ସହ ଅଜଣା ଶତ୍ରୁକୁ କରିଛି ସାମ୍ନା’

ଚେନ୍ନାଇ,୨୯।୭: ଚେନ୍ନାଇରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି ଏବଂ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଉପସ୍ଥିତ ଥିଲେ। ଏହି...

ମାଙ୍ଗାଲୋରରେ ଯୁବକଙ୍କୁ ନିର୍ମମ ହତ୍ୟା: ୧୪୪ ଧାରା ଜାରି

ମାଙ୍ଗାଲୋର,୨୯।୮: କର୍ନାଟକର ମାଙ୍ଗାଲୋର ଜିଲାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ତିକ୍ତ ହୋଇଥିବାର ଦେଖି ମାଙ୍ଗାଲୋର ଜିଲାର ସୁରଟକଳ ଅଞ୍ଚଳରେ ଧାରା ୧୪୪ ଲାଗୁ କରାଯାଇଛି। ପୋଲିସ...

ଅର୍ପିତାଙ୍କ ଘରୁ ୪ ବିଳାସପୂର୍ଣ୍ଣ କାର୍‌ ଗାଏବ

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ସ୍କୁଲ ସେବା କମିଶନ(ଏସ୍‌ଏସ୍‌ସି) ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନୁସନ୍ଧାନ ଚାଲିଛି। ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ତେବେ ଇଡି...

ଏକସାଙ୍ଗରେ ମିଳିଲା ୫ ଶ୍ରମିକଙ୍କ ମୃତଦେହ

ହାଇଦ୍ରାବାଦ୍‌,୨୯।୭: ତେଲେଙ୍ଗାନାର କୋଲାପୁରରେ ୫ ଜଣ ଶ୍ରମିକଙ୍କ ମୃତଦେହ ଏକାସାଙ୍ଗରେ ମିଳିଛି। ଏହାକୁ ନେଇ ଏଠାରେ ଉତ୍ତେଜନା ଦେଖାଦେଇଛି। ଏହି ପାଞ୍ଚଜଣ ଶ୍ରମିକଙ୍କ ମୃତଦେହ ଭୂତଳ ନିର୍ମାଣ ସ୍ଥଳରୁ ମିଳିଛି। କୋଲାପୁର ପୋଲିସ ଇନ୍ସପେକ୍ଟର ଭେଙ୍କଟା ରେଡ୍ଡୀ କହିଛନ୍ତି, ଗୁରୁବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri