ଜାତୀୟ

ଆଭିମୁଖ୍ୟ ସ୍ପଷ୍ଟ କରୁ କେନ୍ଦ୍ର

ନୂଆଦିଲ୍ଲୀ, ୨୭ା୭: ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମାଗଣାରେ ବିଭିନ୍ନ ସାମଗ୍ରୀ ବଣ୍ଟନ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ ପ୍ରତିଶ୍ରୁତି ଦେବା ଏକ ଗମ୍ଭୀର ପ୍ରସଙ୍ଗ। କେନ୍ଦ୍ର ସରକାର ଏହାର ଯାଞ୍ଚ କରି ମୁକ୍ତ ଉପହାର ପ୍ରଦାନ...

ବ୍ଲାକ୍‌ ଡାଏରିରେ ପ୍ରମାଣ

ନୂଆଦିଲ୍ଲୀ, ୨୭ା୭: ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବ୍ଲାକ୍‌ ଡାଏରି ଏବଂ ପକେଟ୍‌ ବୁକ୍‌ ଜବତ କରିଛି।...

ଭାଜପା ନେତାଙ୍କୁ ନିର୍ମମ ହତ୍ୟା, ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୨୭ ।୭: କର୍ନାଟକର ଦକ୍ଷିଣ କନ୍ନଡ ଜିଲାରେ ଭାରତୀୟ ଜନତା ପାର୍ଟି(ଭଜପା) ଯୁବମୋର୍ଚ୍ଚାର କର୍ମୀ ପ୍ରବିଣ ନେଟ୍ଟାରୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । କେହି ଅଜଣା ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି । ନେଟ୍ଟାରୁ ଭାଜପା ଯୁବ...

ଦରବୃଦ୍ଧି ପ୍ରତିବାଦକୁ ମାଡ଼

ନୂଆଦିଲ୍ଲୀ,୨୭।୭: ଜୁଲାଇ ୧୮ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ବିକ୍ଷୋଭ ଓ ହଟ୍ଟଗୋଳ ଯୋଗୁ ଅଚଳାବସ୍ଥା ଲାଗି ରହିବାରୁ ଉଭୟ ଗୃହରେ ବିଶେଷ କାର୍ଯ୍ୟ ହୋଇପାରୁ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ଏବଂ ସାମଗ୍ରୀ ଓ...

ପାକ୍‌ ଅଧିକୃତ କଶ୍ମୀରରେ ଆଇଏସ୍‌ଆଇର ଷଡ଼ଯନ୍ତ୍ର, ଏକାଧିକ ଆତଙ୍କବାଦୀ ଶିବିର ସକ୍ରିୟ…

ଶ୍ରୀନଗର, ୨୬।୭ : ବାଲାକୋଟରେ କଡ଼ା ଜବାବ ପାଇବା ପରେ ମଧ୍ୟ ପାକିସ୍ତାନ ଏହାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରି ନାହିଁ। ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ ଆଇ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ପୂର୍ବଭଳି ଜାରି ରଖିଛି। ସିଏନଏନ...

କାରଗିଲ୍‌ ଦିବସରେ ବଡ଼ ନିଷ୍ପତ୍ତି, ସେନା ପାଇଁ କିଣାଯିବ ୨୮,୭୩୨ କୋଟିର ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ, ୨୬।୭ : କାରଗିଲ୍‌ ବିଜୟ ଦିବସ ଅବସରରେ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଦିଗରେ ପଦକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଙ୍ଗଳବାର ୨୮,୭୩୨ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ...

ବିକଶିତ କରାଯିବ ମଙ୍କିପକ୍ସ ଟିକା, କହିଲେ ପୁନାଓ୍ବାଲା…

ନୂଆଦିଲ୍ଲୀ, ୨୬।୭ : ଭ୍ୟାକ୍ସିନ ନିର୍ମାତା ଆଦର ପୁନାୱାଲା କହିଛନ୍ତି ଯେ ଦେଶରେ ଚାରିଟି ମଙ୍କିପକ୍ସର ମାମଲା ଚିହ୍ନଟ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ବହୁ ପରିମାଣରେ ଟିକା ଆମଦାନୀ ହେବାର ସମ୍ଭାବନା ନେଇ ସେ ଅନୁସନ୍ଧାନ କରୁଛନ୍ତି। ସେ ଏହା...

ଭାଜପା-ଏନଡିପିପି ନିର୍ବାଚନ ଭାଗବଣ୍ଟା, ୨୦-୪୦ ଆସନରେ ଛିଣ୍ଡିଲା ଅଙ୍କକଷା…

ନୂଆଦିଲ୍ଲୀ, ୨୬।୭ : ନାଗାଲାଣ୍ଡରେ ହେବାକୁ ଥିବା ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭାଜପା ଏବଂ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରୋଗେସିଭ୍‌ ପାର୍ଟି (ଏନଡିପିପି) ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଷ୍ପତ୍ତି ହୋଇଛି॥ ନାଗାଲାଣ୍ଡ ବିଧାନସଭାର ୬୦ ଆସନ ମଧ୍ୟରେ...

ମଙ୍କିପକ୍ସ ଆଲର୍ଟ, କଣ୍ଟାକ୍ଟ ଟ୍ରେସିଂ ସହିତ ୨୧ ଦିନିଆ ଆଇସୋଲେଶନ…

ନୂଆଦିଲ୍ଲୀ, ୨୬।୭ : ଦେଶରେ ମଙ୍କିପକ୍ସର ସଂକ୍ରମଣ ଗତି ମନ୍ଥ ରହିଛି। କିନ୍ତୁ ଏନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହାର ସଂକ୍ରମଣ କିପରି ହେବ ଏବଂ ଏହା କରୋନା ପରି ବିସ୍ତାର...

ବଂଶବାଦ ରାଜନୀତି ନେଇ କୁମାରସ୍ବାମୀଙ୍କ ଘୋଷଣା, ମୋ ପୁଅ ଲଢ଼ିବନି ବିଧାନସଭା ନିର୍ବାଚନ…

ବେଙ୍ଗାଲୁରୁ, ୨୬।୭ : ଆସନ୍ତା ବର୍ଷ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସେଠାରେ ଥିବା ସମସ୍ତ ଦଳ ସେମାନଙ୍କ ପ୍ରସ୍ତୁତିକୁ ଆଗେଇ ନେବା ଆରମ୍ଭ କରିଛନ୍ତି। ଏହି ସମୟରେ ଜନତା ଦଳ (ଧର୍ମନିରପେକ୍ଷ) ନେତା ତଥା...

ଉଦ୍ଧବ ସରକାରଙ୍କ ୪୦୦ ସରକାରୀ ନିର୍ଦ୍ଦେଶର ହେବ ସମୀକ୍ଷା, କହିଲେ ଫଡ଼ନଭିସ…

ମୁମ୍ବାଇ, ୨୬।୭ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ କାର୍ଯ୍ୟକାଳର ଶେଷ ଦିନରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ୪୦୦ଟି ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି ଏବଂ ବଜେଟର ଆବଣ୍ଟନର ପାଞ୍ଚ ଗୁଣ ବଣ୍ଟନ କରିଛନ୍ତି।...

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି। ବର୍ଷ ଶେଷରେ ହେବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri