ଜାତୀୟ

ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ହୋଇଥିବା ଆବଦେନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ...

ଜାଲିଆନାୱାଲାବାଗ: ଐତିହାସିକ ଶହୀଦ କୂଅରେ ଆଉ ପର୍ଯ୍ୟଟକ ପକାଇ ପାରିବେ ନାହିଁ ମୁଦ୍ରା

ଅମୃତସର,୨୬ ।୭: ପଞ୍ଜାବର ଅମୃତସରରେ ଥିବା ଐତିହାସିକ ଜାଲିଆନାୱାଲାବାଗକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଥିବା କୂଅରେ ପର୍ଯ୍ୟଟକମାନେ କଏନ ପକାଇ ଥାଆନ୍ତି । ହେଲେ ଏବେ ଆଉ କୌଣସି ପର୍ଯ୍ୟଟକ ଏହି ଶହୀଦ କୂଅରେ...

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ରୁ ୨୦୧୮ ମଧ୍ୟରେ, ତୁଇଚାଙ୍ଗ ବିଧାୟକ...

ମଙ୍କିପକ୍ସକୁ ନେଇ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୫।୭:ଦିଲ୍ଲୀରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବେ ଆଲର୍ଟ ହୋଇଯାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ଡିଜିଏଚ୍‌ଏସ୍‌ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସ୍ବାସ୍ଥ୍ୟ ସୁବିଧା ପାଇଁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲାର ସୂଚନା ସଂପୃକ୍ତ...

ଝାଡ଼ଖଣ୍ଡରେ ଭାଜପାକୁ ଲାଗିପାରେ ଝଟ୍‌କା: ୧୬ ବିଧାୟକ ଜେଏମ୍‌ଏମ୍‌ର ସମ୍ପର୍କରେ

ରାଞ୍ଚି,୨୫।୭: ଝାଡ଼ଖଣ୍ଡରେ କ୍ଷମତାସୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ପକ୍ଷରୁ ଏକ ବଡ ଦାବି କରାଯାଇଛି। ସୋମବାର ଜେଏମ୍‌ଏମ୍‌ ମହାସଚିବ ସୁପ୍ରିୟ ଭଟ୍ଟାଚାର୍ଯ୍ୟଙ୍କ ଅନୁଯାୟୀ, ଭାଜପାର ୧୬ଜଣ ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନେ ହେମନ୍ତ ସୋରେନ...

ନିର୍ବାଚନ ପରବର୍ତ୍ତୀ ହିଂସାରେ ୭ ଗିରଫ

କୋଲକାତା,୨୫।୭: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଶ୍ରୀଧର ଦାସଙ୍କ ମୃତ୍ୟୁ ଘଟଣାରେ ସୋମବାର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି (ସିବିଆଇ) ୭ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଣବ ବରକାଇଟ୍‌, ପ୍ରୀତମ ରୟ ସରକାର, ରତନ ରୟ ସରକାର, ଲିଟନ...

ବିଷାକ୍ତ ମଦ ପିଇ ୪ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ଅହମଦାବାଦ,୨୫।୭: ଗୁଜରାଟର ବୋଟାଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବୋଟାଡ ଜିଲା ରୋଜିଦ ଗାଁରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାବନଗର ଓ ବୋଟାଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା...

ଗୁଜରାଟ ପରେ ଏଏପିର ହିମାଚଳ ମିଶନ

ଶିମ୍‌ଲା,୨୫।୭: ଆସନ୍ତା ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଗୁଜରାଟ ଗସ୍ତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ। ଇତିମଧ୍ୟରେ...

ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି: ଏମ୍ସ

କୋଲକାତା/ଭୁବନେଶ୍ୱର,୨୫।୭(ବ୍ୟୁରୋ): ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛି ଭୁବନେଶ୍ୱର ଏମ୍ସ। ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ନିର୍ଦ୍ଦେଶକ ଆଶୁତୋଶ ବିଶ୍ୱାସ ଏହି...

ମୁହଁ ଖୋଲିଲେ ମମତା: ଦୋଷୀ ସାବ୍ୟସ୍ତ ହେଲେ ମିଳୁ ଆଜୀବନ କାରାଦଣ୍ଡ

କୋଲକାତା,୨୫।୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ(ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପୋଲିସ ଶନିବାର ଗିରଫ କରିଛି। ରାଜ୍ୟ ସରକାରଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ଏବେ ରାଜନୀତି...

ଲୋକ ସଭାରେ ହଟ୍ଟଗୋଳ କରି ନିଲମ୍ବିତ ହେଲେ କଂଗ୍ରେସର ୪ଏମ୍‌ପି

ନୂଆଦିଲ୍ଲୀ,୨୫।୭: ସଂସଦରେ ଚାଲିଛି ମୌସୁମୀ ଅଧିବେଶନ। ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦର ବୃଦ୍ଧି, ବେରୋଜଗାରକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ ଚଳାଇଛନ୍ତି। ଇତିମଧ୍ୟରେ ସୋମବାର କଂଗ୍ରେସର ୪ଏମ୍‌ପି ହାତରେ ପ୍ଲାକାର୍ଡ ଧରି ଦରବୃଦ୍ଧି ବିରୋଧରେ ଲୋକ ସଭାରେ ବିକ୍ଷୋଭ...

ଦ୍ରୌପଦୀଙ୍କ ସହ କାମ କରିବାକୁ ପ୍ରସ୍ତୁତ- ସି ଜିନପିଙ୍ଗ୍‌

ନୂଆଦିଲ୍ଲୀ,୨୫।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ  ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀଙ୍କୁ ଦେଶ ଓ ଦେଶ ବାହାରୁ ଅନେକେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଚାଇନାର ରାଷ୍ଟ୍ରପତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri