ଜାତୀୟ

ଦ୍ରୌପଦୀଙ୍କ ସହ କାମ କରିବାକୁ ପ୍ରସ୍ତୁତ- ସି ଜିନପିଙ୍ଗ୍‌

ନୂଆଦିଲ୍ଲୀ,୨୫।୭: ଭାରତର ୧୫ତମ ରାଷ୍ଟ୍ରପତି ଭାବେ  ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି। ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହୋଇଥିବା ଦ୍ରୌପଦୀଙ୍କୁ ଦେଶ ଓ ଦେଶ ବାହାରୁ ଅନେକେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଅବସରରେ ଚାଇନାର ରାଷ୍ଟ୍ରପତି...

ହେଲିକପ୍ଟରରେ ବସି କାଉଡିଆଙ୍କ ଉପରେ ଫୁଲବର୍ଷା କଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୫।୭: ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରେ ବସି କାଉଡି ଯାତ୍ରାର ସର୍ବେକ୍ଷଣ କରିଛନ୍ତି। ଏହି ଅବସରରେ ସେ କାଉଡିଆଙ୍କ ଉପରେ ଫୁଲବର୍ଷା କରିଥିଲେ। ଆକାଶରୁ ଫୁଲ ପଡୁଥିବା ଦେଖି ଶିବଙ୍କ ଭକ୍ତମାନେ ହାତ ହଲାଇ...

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ: ଦୁଇ ସପ୍ତାହ ମଧ୍ୟରେ ବିଦ୍ୟାଳୟରେ ଏହା ଦ୍ୱିତୀୟ ଘଟଣା

ତିରୁଭାଲୁର,୨୫।୭: ତାମିଲନାଡୁର ତିରୁଭାଲୁର ଜିଲା ସାକ୍ରେଡ ହାର୍ଟ ବାଳିକା ବିଦ୍ୟାଳୟ ହଷ୍ଟେଲରୁ ସୋମବାର ପୋଲିସ ଜଣେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି। ଛାତ୍ରୀ ଜଣକ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରୁ କୌଣସି ସୁସାଇଡାଲ ନୋଟ...

‘ବେଳେବେଳେ ମନକୁ ଆସୁଛି ରାଜନୀତି ଛାଡିଦେବି’

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜ ସଚ୍ଚୋଟତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ବିଷୟ ଯାହା ବି ହେଉ, ସେ ଖୋଲାଖୋଲି ଭାବରେ ନିଜର ମତ ପ୍ରକାଶ କରନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ସେ ବର୍ତ୍ତମାନର ରାଜନୈତିକ...

ମେହେବୁବାଙ୍କୁ ଜବାବ ଦେଲା ଭାଜପା

ନୂଆଦିଲ୍ଲୀ,୨୫ ।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ପୂବ;ତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଯେଭଳି ଟାର୍ଗେଟ କରିଥିଲେ ଏବେ ଏହାର ଜବାବ ରଖିଛି ଭାରତୀୟ ଜନତା ପାର୍ଟି(ଭାଜପା) । ମେହେବୁବାଙ୍କ ଝବାବ ଦେବାକୁ ଯାଇ...

ଗିରଫ ହେବା ପରେ ୩ଥର ମମତାଙ୍କୁ ଫୋନ କରିଥିଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୫।୭: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୩ ଥର କଲ୍‌ କରିଥିଲେ। ହେଲେ ମମତା କୌଣସି ଉତ୍ତର ଦେଇ ନ ଥିବା ଜଣାପଡିଛି। ବିଳମ୍ବିତ ରାତି ୧ଟା ୫୫ରେ ପାର୍ଥ ଚାଟାର୍ଜୀ...

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ। ସେ କ୍ୟାଟ୍ରିନାଙ୍କର ଜଣେ ବଡ଼ ପ୍ରଶଂସକ। ସେ ତାଙ୍କୁ ବିବାହ କରିବାକୁ ମଧ୍ୟ...

ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି...

ବିମାନ ହେଲା ଦୁଇ ଫାଳ…

ପୁଣେ,୨୫।୭ : ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ରେ ମହାରାଷ୍ଟ୍ରର ପୁଣେ ଜିଲାର ଇନ୍ଦପୁର ତାଲୁକା ଅନ୍ତର୍ଗତ କଦବନୱାଡି ଗ୍ରାମରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ୨୨ ବର୍ଷୀୟ ମହିଳା ପାଇଲଟ ଆହତ ହୋଇଛନ୍ତି।...

ଚିଲିକା ବିଧାୟକଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୫ା୭(ବ୍ୟୁରୋ): ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୋମବାର ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ମାନ୍ୟବର କୋର୍ଟ ତାଙ୍କ ଶୁଣାଣିରେ ବିଧାୟକ ଜଗଦ୍ଦେବଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ୧ ବର୍ଷ ପାଇଁ...

ବିବାହ ଉତ୍ସବ ସାରି ଫେରୁଥିଲେ, ଘାଟିରୁ ଖସି ପଡ଼ିଲା କାର୍‌: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଶ୍ରୀନଗର,୨୫।୭: ଜମ୍ମୁ-କଶ୍ମୀର ରାମବାନ ଜିଲା ରାମସୁ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୧ ହଜାର ମିଟର ଉଚ୍ଚ ଘାଟିରୁ ଏକ କାର୍‌ ଖସିପଡ଼ିବାରୁ ରବିବାର ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୋମବାର ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।...

ଆଧାର ଭୋଟର ପରିଚୟ ପତ୍ର ଲିଙ୍କ୍‌, ସୁପ୍ରିମ୍‌କୋର୍ଟରେ ସୁର୍ଜେୱାଲାଙ୍କୁ ଝଟ୍‌କା…

ନୂଆଦିଲ୍ଲୀ,୨୫।୭ : ସୋମବାର ଆଧାର କାର୍ଡ-ଭୋଟର ପରିଚୟ ପତ୍ର ଲିଙ୍କ୍‌ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲାଙ୍କ ଆବେଦନ ଶୁଣି ସୁପ୍ରିମକୋର୍ଟ ତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। ଇଲେକ୍ଟ୍ରୋନିକ ଚୟନକର୍ତ୍ତାଙ୍କ ଫଟୋ ପରିଚୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri