ଜାତୀୟ

କାରଗିଲ ବିଜୟ ଦିବସ: ଯୁଦ୍ଧରେ ଭାରତକୁ ମିଳି ନ ଥିଲା ବିଶ୍ୱର ସହାୟତା

ଜମ୍ମୁ,୨୪ ।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଭାରତ ଏବେ ଏକ ଶକ୍ତିଶାଳୀ ଦେଶ ହୋଇଯାଇଛି । ସେନା...

‘ନେହରୁଙ୍କ ନୀତିରେ ତ୍ରୁଟି ଥାଇପାରେ, ଉଦ୍ଦେଶ୍ୟରେ ନୁହେଁ’

ଶ୍ରୀନଗର,୨୪।୭: କାରଗିଲ ବିଜୟ ଦିବସ ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁରେ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ଦେଶ ହୋଇପାରିଛି।...

ଶପଥ ଗ୍ରହଣ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭାଉଜ ଦେଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୪।୭: ଦେଶର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିବେ। ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ। ଶପଥ ଗ୍ରହଣ ଦିନ...

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଭୁଶୁଡିଲା କୋଠା, ଫସିରହିଛନ୍ତି ଅନେକ ଲୋକ

ପାଟନା,୨୪।୭: ବିହାରର ଛାପରା ଜିଲାର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣ ଯୋଗୁ ଏକ କୋଠା ଭୁଶୁଡି ପଡିଛି। ଫଳରେ କୋଠା ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା...

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭ ପ୍ରଧାନମନ୍ତ୍ରୀ ହେଲେ ସାମିଲ

ନୂଆଦିଲ୍ଲୀ,୨୪ ।୭: ଭାରତୀୟ ଜନତାପାର୍ଟି(ଭାଜପା) ମୁଖ୍ୟମନ୍ତ୍ରୀ ପରିଷଦର ବୈଠକ ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଭାଜପା ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମ।।ନ ଯୋଗ ଦେଇଛନ୍ତି । ଏହି ବୈଠକରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ

ଭୋପାଳ,୨୪।୭: ମଧ୍ୟପ୍ରଦେଶର ରେୱାଠାରେ ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଯୁବକ ଜଣଙ୍କ ସୋସିଆଲ ମିଡିଆରେ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି ମାମଲା ରେୱା ଜିଲାର ବୈକୁଣ୍ଠପୁର...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ପୋଲିସକର୍ମୀଙ୍କ ଜୀବନ

ହାଇଦ୍ରାବାଦ,୨୪।୭: ଆନ୍ଧ୍ରପ୍ରଦେଶର ଚିତ୍ତୋର ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣ ବେଙ୍ଗାଲୁରୁ ପୋଲିସ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଏହି ସମସ୍ତ ପୋଲିସ ଆନ୍ଧ୍ରପ୍ରଦେଶରେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ...

ରାଜଧାନୀରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ, ଆକ୍ରାନ୍ତ କେବେ ଯାଇନାହାନ୍ତି ବିଦେଶ

ନୂଆଦିଲ୍ଲୀ,୨୪ା୭:  ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ସଂକ୍ରମିତ ବ୍ୟକ୍ତି କେବେ ବି ବିଦେଶ ଯାତ୍ରା କରିନାହାନ୍ତି। ପଶ୍ଚିମ ଦିଲ୍ଲୀର ୩୧ ବର୍ଷୀୟ ଆକ୍ରାନ୍ତଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଦିନ...

ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ, ଦିଆଯିବ ୨୧ ତୋପସଲାମୀ

ନୂଆଦିଲ୍ଲୀ,୨୪ା୭: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟର ଶପଥ ଗ୍ରହଣ କରିବେ। ତାଙ୍କୁ ୨୧ ତୋପସଲାମୀ ଦିଆଯାଇ ଅଭିବାଦନ ଗ୍ରହଣ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଏହି ସମାରୋହ ସୋମବାର...

ବିମାନର ବୈଷୟିକ ତ୍ରୁଟି ଉପରେ ନୂତନ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ,୨୪ା୭: ବିମାନରେ ଅଧିକାଂଶ ସମୟରେ ଦେଖାଦେଉଥିବା ତ୍ରୁଟି ଉପରେ ବିମାନ ନିୟାମକ (ଡିଜିସିଏ) ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ବୈଷୟିକ ତ୍ରୁଟି ସମ୍ପର୍କରେ ବିମାନ କମ୍ପାନୀଗୁଡିକ ପାଇଁ ଡିଜିସିଏ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିମାନ ଚଳାଚଳ...

ଭୁଶୁଡ଼ିଲା କୋଠା, ଜଣେ ମୃତ

ନୂଆଦିଲ୍ଲୀ,୨୪ା୭: ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ରବିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ୩ଟି ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ...

ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ

ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଏହାର ୧୩ ତମ ସିଜନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri