ଜାତୀୟ

ହିମାଚଳ-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ୧୩ ମୃତ୍ୟୁ

ନୂଆଦିଲ୍ଲୀ,୧।୮: ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। କେରଳ ଓ୍ବାୟନାଡ ପରେ ଏବେ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଭୟାନକ...

ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୮: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା...

ଓମ ବିର୍ଲାଙ୍କ ଆସନରେ ବସି ପଡିଲେ ଅବଦେଶ୍‌, ଭାଜପା ଏମପିଙ୍କୁ କହିବାକୁ ଲାଗିଲେ ଏମିତି,ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବେଜଟ୍‌ ଅଧିବେଶନରେ ଫୈଜାବାଦ ଏମପି ଅବଦେଶ୍‌ ପ୍ରସାଦ ସ୍ପିକରଙ୍କ ଆସନରେ ବସି ପ୍ରଥମ ଥର ପାଇଁ ଗୃହର ଅଧ୍ୟକ୍ଷତା କରିଛନ୍ତି। ଗୃହକାର୍ଯ୍ୟ ଚାଲିଥିବାବେଳେ ଅବଦେଶ୍‌ଙ୍କ ଭିଡିଓ ଭାଇରାଲ ହୋଇଛି। ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ...

ମମତା ମହାନ୍ତଙ୍କ ଇସ୍ତଫା: ଭିତିରି ଷଡ଼ଯନ୍ତ୍ର ଚର୍ଚ୍ଚା

ଭୁବନେଶ୍ୱର,୧।୮(ଅନିଲ ଦାସ): ରାଜ୍ୟ ସଭା ସଦସ୍ୟ ପଦରୁ ବିଜେଡି ନେତ୍ରୀ ମମତା ମହାନ୍ତ ଇସ୍ତଫା ଦେବା ଅନେକଙ୍କୁ ଚକିତ କରିଛି। ଏହା ପଛରେ ଭିତିରି ଷଡ଼ଯନ୍ତ୍ର ହୋଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ମମତା ହେଉଛନ୍ତି ମୟୂରଭଞ୍ଜ ଜିଲା କୁଡୁମୀ...

ପାର୍ଲିଆମେଣ୍ଟ ନୂଆ ଛାତରୁ ଗଳୁଛି ପାଣି; ଭାଜପାକୁ କଟାକ୍ଷ କଲେ ବିରୋଧୀ

ନୂଆଦିଲ୍ଲୀ,୧।୮: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ସମୟରେ ନୂତନ ପାର୍ଲିଆମେଣ୍ଟ ବିଲ୍ଡିଂର ନିର୍ମାଣକୁ ଏକ ବଡ଼ ଉପଲବ୍ଧି କୁହାଯାଉଥିଲା ବେଳେ ଏଥିରୁ ବର୍ଷା ପାଣି ଗଳିବା ଆରମ୍ଭ ହୋଇଛି। ଯାହାକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ...

ରାହୁଲ ଗାନ୍ଧୀ ହେବେ ଆଗାମୀ ପ୍ରଧାନମନ୍ତ୍ରୀ: ଏହି ବ୍ୟକ୍ତି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୮।୧: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ କଂଗ୍ରେସ ପଛକୁ ବାଉନ୍ସ କରୁଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ସମସ୍ତେ ଦେଖୁଛନ୍ତି। ତାଙ୍କର ଫଲୋଅର୍ସ ମଧ୍ୟ ବୃଦ୍ଧି ପାଉଛି। ବେଳେବେଳେ ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ମଧ୍ୟରେ...

ରାହୁଲଙ୍କ ଜାତିକୁ ନେଇ ବଡ଼ ଖୁଲାସା, କଂଗ୍ରେସ ନେତାଙ୍କର ଗୋତ୍ରର ଖୁଲାସା କଲେ ଏହି ବଡ଼ ପଣ୍ଡିତ

ନୂଆଦିଲ୍ଲୀ,୧।୮: କିଛିଦିନ ଧରି ଜାତି ପ୍ରସଙ୍ଗ ନେଇ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଜାତି ଟିପ୍ପଣୀକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି। ନିକଟରେ ଗୃହରେ ଭାଜପା ଏମପି ଅନୁରାଗ ଠାକୁର ରାହୁଲ...

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି

ଶିମ୍‌ଲା,୧।୮: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର,...

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୮:ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡି ଟ୍ରାଫିକ ସମସ୍ୟା...

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ସଦସ୍ୟ ଅନୁରାଗ ଠାକୁରଙ୍କ ଜାତି ମନ୍ତବ୍ୟକୁ ବୁଧବାର ବିପକ୍ଷ ସଦସ୍ୟମାନେ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହ ଦେଶବ୍ୟାପୀ ଜାତିଗତ ଜନଗଣନା କରାଇବାକୁ ସେମାନେ ଦାବି କରିଛନ୍ତି।...

ଓ୍ବାୟନାଡ୍‌ ଭୂସ୍ଖଳନ: ୨୭୬ ଜଣଙ୍କ ଗଲାଣି ଜୀବନ

ଓ୍ବାୟନାଡ୍‌,୧।୮:କେରଳର ଓ୍ବାୟନାଡ୍‌ରେ ଲଗାଣ ବର୍ଷାଜନିତ ଭୂସ୍ଖଳନ ୨୭୬ ଜଣଙ୍କ ଜୀବନ ନେଇଥିବାବେଳେ ୧୩୨ ଆହତ ହୋଇଛନ୍ତି। ୨୨୫ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାରକରିବା ପାଇଁ ସେନା ପକ୍ଷରୁ ବୁଧବାର ରେସ୍କ୍ୟୁ ଅପରେଶନ୍‌କୁ ଜୋର୍‌ଦାର କରାଯାଇଛି।...

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ନୂଆଦିଲ୍ଲୀ,୧।୮: କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri