ଜାତୀୟ

ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୩ା୭: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କୁ ଶୁକ୍ରବାର ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ୨୦୦୬-୦୭ରେ ୟେଦୁରପ୍ପା ଉପମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ବେଆଇନ ଭାବେ ଜମି ଆବଣ୍ଟନ ଅଭିଯୋଗ ଆସିଥିଲା। ଦୁର୍ନୀତି ନିବାରଣ ଆଇନ ବଳରେ ଲୋକାୟୁକ୍ତଙ୍କ...

ରାଜନୀତି ଛାଡ଼ିବେ ୟେଦୁରପ୍ପା

ବେଙ୍ଗାଲୁରୁ,୨୩ା୭: କର୍ନାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା(୭୯) ସକ୍ରିୟ ରାଜନୀତି ଛାଡ଼ିବା ନେଇ ଶୁକ୍ରବାର ସଙ୍କେତ ଦେଇଛନ୍ତି। ସେ ତାଙ୍କ ପୁଅ ତଥା ରାଜ୍ୟ ଭାଜପା ଉପାଧ୍ୟକ୍ଷ ବି.ଓ୍ବାଇ. ବିଜୟେନ୍ଦ୍ରଙ୍କୁ ନିଜ ଶିକାରୀପୁରା ନିର୍ବାଚନମଣ୍ଡଳୀ...

ଏବେ ଅହଂକାର ସମୟ ନୁହେଁ

ନୂଆଦିଲ୍ଲୀ,୨୩ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍‌ ଅଲ୍‌ଭାଙ୍କୁ ସମର୍ଥନ କରିବ ନାହିଁ ବୋଲି ଗୁରୁବାର ଘୋଷଣା କରିଛି। ଅଲ୍‌ଭାଙ୍କୁ ପ୍ରାର୍ଥୀ କରାଯିବାବେଳେ...

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଚାଇନା ଅରାଜି

ନୂଆଦିଲ୍ଲୀ,୨୩ା୭: ଜାତିସଂଘ ସୁରକ୍ଷା ପରିଷଦର (ୟୁଏନ୍‌ଏସ୍‌ସି)ର ସ୍ଥାୟୀ ସଦସ୍ୟତା ପାଇଁ ଭାରତକୁ ୪ ରାଷ୍ଟ୍ରର ସମର୍ଥନ ମିଳିଛି। ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ ଲୋକ ସଭାରେ ଏହି ସୂଚନା ଦେଇଛନ୍ତି। ସ୍ଥାୟୀ ସଦସ୍ୟତା ହାସଲ କରିଥିବା ରୁଷିଆ, ଚାଇନା, ବ୍ରିଟେନ,...

ଦ୍ରୌପଦୀଙ୍କୁ ବିଜୟ ପ୍ରମାଣପତ୍ର ଦେଲେ ଇସି

ନୂଆଦିଲ୍ଲୀ,୨୩ା୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁକ୍ରବାର ନିର୍ବାଚନ କମିଶନ(ଇସି) ବିଜୟ ପ୍ରମାଣପତ୍ର ଦେଇଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀଙ୍କ ସପକ୍ଷରେ ଫଳାଫଳ ଆସିଥିବା ନେଇ ରିଟର୍ନିଂ ଅଫିସର ଇସିଙ୍କୁ ଆନୁଷ୍ଠାନିକ ଭାବେ ଜଣାଇବା ପରେ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି।...

ନୀରବ ମୋଦିଙ୍କ ୨୫୦ କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨୩ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୨୫୦ କୋଟିର ସମ୍ପତ୍ତି ଜବତ କରିଛି। ମୂଲ୍ୟବାନ ଅଳଙ୍କାର, ବ୍ୟାଙ୍କ ଆକାଉଣ୍ଟ ଓ ରତ୍ନ ପଥର ଆଦି ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ହଂକଂରୁ ଏହି ସମ୍ପତି...

ଜେଲରେ ହଙ୍ଗର ଷ୍ଟ୍ରାଇକରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ

ନୂଆଦିଲ୍ଲୀ,୨୩ ।୭: ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲିକ ଜେଲ ଭିତରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି । ଆତଙ୍କବାଦୀ ୟାସିନଙ୍କ ଅଭିଯୋଗ ହେଉଛି ତାଙ୍କ ଉପରେ ଯେଉଁ ମାମଲା ବିଚାରାଧିନ ରହିଛି...

‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୩ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହାସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା...

୧୬ କୋଟି ମହିଳାଙ୍କୁ ଆବଶ୍ୟକ ଗର୍ଭ ନିରୋଧକ

ନୂଆଦିଲ୍ଲୀ,୨୩।୭: ଦେଶବ୍ୟାପୀ ୧୬ କୋଟି ବିବାହିତ ମହିଳା ଓ ଯୁବତୀଙ୍କୁ ଗର୍ଭନିରୋଧକର ଆବଶ୍ୟକତା ଥିବା ଲାନ୍‌ସେଟ୍‌ ଜର୍ନାଲରେ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି। ୧୯୭୦ରେ ବିଶ୍ୱରେ ଏହାର ବ୍ୟବହାର ବୃଦ୍ଧି ପାଇଥିଲା। ମହିଳାଙ୍କ ଉତ୍ତର ସ୍ବାସ୍ଥ୍ୟ ସାଙ୍ଗକୁ ସ୍ଥାୟୀ ବିକାଶ...

ଲୋକ ସଭାରେ ଆଣ୍ଟାର୍କଟିକ୍‌ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୩ା୭: ନିକଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଉପରେ ଲାଗୁ କରିଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଦରବୃଦ୍ଧି ନେଇ ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ଏହି ଦୁଇ ପ୍ରସଙ୍ଗରେ ଉଭୟ ଲୋକ ସଭା...

ଘୋଷଣା ହେଲା ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର, ଅଜୟ ଦେବଗନ, ସୂର୍ଯ୍ୟାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ

ନୂଆଦିଲ୍ଲୀ,୨୨ ।୭: ୬୮ ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ପୁରସ୍କାର ୫ଟି ଶ୍ରେଣୀରେ ଦିଆଯାଉଛି । ଏହି ପୁରସ୍କାର ୨୦୨୦ ବର୍ଷ ପାଇଁ ଦିଆଯାଉଛି । ଚଳିତ ବର୍ଷ ଫିଚର ଫିଲ୍ମ ଶ୍ରେଣୀରେ ୩୦୫ଟି ଫିଲ୍ମକୁ...

କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଥିରୁଭାନ୍ତପୁରମ,୨୨।୭: କରୋନା ପରେ ଏବେ ଦେଶରେ ମଙ୍କିପକ୍ସ ଚିନ୍ତା ବଢ଼ାଇବାରେ ଲାଗିଛି। ଶୁକ୍ରବାର କେରଳରୁ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, କେରଳର ମଲ୍ଲପୁରମରେ ରହୁଥିବା ଜଣେ ୩୫ବର୍ଷୀୟ ବ୍ୟକ୍ତି ଚଳିତ ମାସ ଆରମ୍ଭ ଅର୍ଥାତ୍‌ ଜୁଲଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri