ଜାତୀୟ

ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ପାର୍‌…

ନୂଆଦିଲ୍ଲୀ, ୨୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

ଭାଜପା-ଏଏପି ମୁହାଁମୁହିଁ, ପ୍ରଧାନମନ୍ତ୍ରୀ ମଧ୍ୟ କରି ପାରିବେନି ବିଦେଶ ଗସ୍ତ, କହିଲେ କେଜ୍ରିଓ୍ବାଲ…

ନୂଆଦିଲ୍ଲୀ,୨୨।୭ : ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସାକ୍ସେନା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ସାମ୍ବିଧାନିକ ଅଧିକାରୀଙ୍କ...

ଲୁ ଯୋଗୁ ପ୍ରତିଦିନ ହାରାହାରି ୩୯ ହସ୍ପିଟାଲରେ ହେଉଥିଲେ ଭର୍ତ୍ତି, ଏପ୍ରିଲ୍‌-ଜୁନ୍‌ରେ ପ୍ରବଳ ତାତି ଯୋଗୁ ୭୯ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୨୨।୭ : ଗତ କିଛି ମାସ ତଳେ ଭାରତ ରେକର୍ଡ ଭାଙ୍ଗୁଥିବା ଉତ୍ତାପର ସମ୍ମୁଖୀନ ହୋଇଥିବାବେଳେ ଏବେ ସ୍ପେନ, ଇଂଲଣ୍ଡ ପ୍ରବଳ ଉତ୍ତାପ ଯୋଗୁ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଚଳିତ ବର୍ଷ ପ୍ରବଳ ତାତି ଯୋଗୁ...

ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ମତଭେଦ, ନିର୍ବାଚନଠାରୁ ଦୂରେଇ ରହିବ ଟିଏମସି

ନୂଆଦିଲ୍ଲୀ,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଏକାଠି ରହିପାରିଲେ ନାହିଁ । ଏମାନଙ୍କ ମତଭେଦ ଯୋଗୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବହୁ ସଂଖ୍ୟା ବ୍ୟବଧାନରେ ବିଜୟ ହାସଲ କଲେ । ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ବି ବିରୋଧୀ ଦଳଙ୍କ...

ଭାରତରେ ଫେସବୁକ୍‌ରେ ଅଧିକ ଅଶ୍ଳୀଳତା ଯୋଗୁ ମହିଳା ୟୁଜରଙ୍କ ସଂଖ୍ୟା କମୁଛି, ମେଟା ରିପୋର୍ଟ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨।୭ : ଫେସବୁକ (ମେଟା) ପାଇଁ ଏକ ବଡ ବଜାର ଭାବରେ ପରିଗଣିତ ଭାରତରେ ବର୍ତ୍ତମାନ କମ୍ପାନୀ ୟୁଜରଙ୍କ ସଂଖ୍ୟା ବୃଦ୍ଧି କରିବାକୁ କଠିନ ପରିଶ୍ରମ କରୁଛି। ଏହାର ସବୁଠାରୁ ବଡ କାରଣ ହେଉଛି ସୋସିଆଲ ମିଡିଆ ସାଇଟରେ ଅଶ୍ଳୀଳତା...

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ତେଜସ୍ୱୀ

ପାଟନା,୨୨ ।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ବଡ ସଫଳତା ମିଳିଛି । ବିରୋଧୀ ଦଳ ପ୍ରାର୍ଥି ଯଶୱନ୍ତ ସିହ୍ନାଙ୍କୁ ହରାଇ ଦ୍ରୌପଦୀ ଦେଶର ୧୫ ତମ ରାଷ୍ଟ୍ରପତି ହୋଇଛନ୍ତି । ଏହି ଅବସରରେ ସବୁଆଡୁ ଦ୍ରୌପଦୀଙ୍କୁ...

ଦ୍ରୌପଦୀଙ୍କୁ ଭେଟିବେ ଏନଡିଏ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୨ ।୭: ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ । ଗୁରୁବାର ଅର୍ଥାତ୍ ଜୁଲାଇ ୨୧ରେ ଗୋଟିଏ ପଟେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଉଥିବା ବେଳେ ଅନ୍ୟପଟେ ଦେଶର ସବୁଠାରୁ ବଡ ରାଷ୍ଟ୍ରୀୟ ରାଜନୈତିକ ଦଳ କଂଗ୍ରେସ ପାର୍ଟିର ଅଧ୍ୟକ୍ଷ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସୋନିଆ

ନୂଆଦିଲ୍ଲୀ,୨୨।୭: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କ୍ରମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏନଡିଏ ପ୍ରାର୍ଥୀ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ...

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ପାଟନା,୨୨ ।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା କଥା ଜଣେ ବ୍ୟକ୍ତି କହିବାରୁ ବିମାନଟିକୁ ପାଟନାରେ ଅଟକାଇ ଦିଆଯାଇଥିଲା । ବ୍ୟକ୍ତି ଜଣକ କହିଥିଲେ ମୋ ବ୍ୟାଗରେ ବୋମା ରହିଛି । ବିମାନର...

ଅବିବାହିତାଙ୍କୁ ଗର୍ଭପାତ ଅନୁମତି

ନୂଆଦିଲ୍ଲୀ, ୨୨/୭:୨୪ ସପ୍ତାହର ଗର୍ଭବତୀ ଥିବା ଜଣେ ଅବିବାହିତା ଯୁବତୀଙ୍କୁ ଗର୍ଭପାତ କରାଇବାକୁ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ଦେଇଛନ୍ତି। ଫଳରେ ୨୦ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ହେବା ପରେ କୌଣସି ଯୁବତୀ ଗର୍ଭପାତ କରାଇପାରିବେ ନାହିଁ ବୋଲି ପୂର୍ବରୁ...

ସର୍ବକନିଷ୍ଠ ରାଷ୍ଟ୍ରମୁଖ୍ୟ

ନୂଆଦିଲ୍ଲୀ, ୨୨ା୭:ଓଡ଼ିଶାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁରରୁ ରାଇସିନା ହିଲ୍‌ ଯାତ୍ରା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସହଜ ନ ଥିଲା। କାଉନସିଲରରୁ ପୌରାଧ୍ୟକ୍ଷା, ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ...

ବର୍ଷାରେ ଧସିଲା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେ: ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ୫ ଦିନ ଗଲାନି

ଲକ୍ଷ୍ନୌ, ୨୨ା୭:ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶରେ ଉଦ୍‌ଘାଟନ କରିଥିବା ବୁନ୍ଦେଲଖଣ୍ଡ ଏକ୍ସପ୍ରେସ୍‌ଓ୍ବେର କିଛି ଅଂଶ ବର୍ଷାରେ ଧସିଯାଇଛି। ଚିତ୍ରକୂଟର ଭରତକୋପରୁ କୁର୍ଦ୍ଦେଲକୁ ସଂଯୋଗ କରୁଥିବା ଏହି ୨୯୬ କିଲୋମିଟର ଦୀର୍ଘ ୪ ଲେନ୍‌ ବିଶିଷ୍ଟ ଏକ୍ସପ୍ରେସ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri