ଜାତୀୟ

୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟକୁ କରାଯାଇଛି ବ୍ଲକ

ନୂଆଦିଲ୍ଲୀ, ୨୧ା୭: ଦେଶ ସ୍ବାର୍ଥ ବିରୋଧୀ କାର୍ଯ୍ୟକଳାପ ପାଇଁ ୨୦୨୧-୨୨ରେ କେନ୍ଦ୍ର ସରକାର ୯୪ ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ୟୁଆର୍‌ଏଲ୍‌ ତଥା ଓ୍ବେବସାଇଟ୍‌କୁ ବ୍ଲକ କରିଛନ୍ତି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ ଅନୁସାରେ...

ପାକିସ୍ତାନରୁ ମିଳିଲା ମୁସେଓ୍ବାଲାଙ୍କ ବାପାଙ୍କୁ ହତ୍ୟା ଧମକ

ଚଣ୍ଡିଗଡ଼,୨୧।୭: ପଞ୍ଜାବ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାପରେ ବର୍ତ୍ତମାନ ତାଙ୍କ ପିତାଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହି ଧମକ ସିଦ୍ଧୁ ମୁସେୱାଲାଙ୍କ ପିତା ବଲକୌର ସିଂଙ୍କୁ ଏକ ପୋଷ୍ଟ ଜରିଆରେ ଦିଆଯାଇଥିବା ଜଣାପଡ଼ିଛି। ଉକ୍ତ ଧମକପୂର୍ଣ୍ଣ ଚିଠିରେ ପରବର୍ତ୍ତୀ...

ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ନେତା

ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିରୋଧୀ ନେତାଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଏହିକ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ କୋବିନ୍ଦ-ଶାହା

ନୂଆଦିଲ୍ଲୀ,୨୧।୭: ଓଡ଼ିଶାର ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦୁଇ-ତୃତୀୟାଂଶ ଭୋଟ ହାସଲ କରି ପ୍ରଥମ ଆଦିବାସୀ ମହିଳା...

ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଯଶଓ୍ବନ୍ତ

ନୂଆଦିଲ୍ଲୀ,୨୧।୭: ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ଐତିହାସିକ ବିଜୟ ପାଇଁ ଯଶଓ୍ବନ୍ତ...

ଦ୍ରୌପଦୀଙ୍କ ଘରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁର୍ମୁଙ୍କ ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖାଦେଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା...

ଦ୍ରୌପଦୀ ହେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୭: ରାଇସିନା ହିଲ୍‌ରେ ଚମକିବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୨୫ରେ ସେ ପଦ ଓ ଗୋପନୀୟତାର ଶପଥ...

୧୭ବିରୋଧୀ ଏମ୍‌ପି କରିଛନ୍ତି କ୍ରସ ଭୋଟିଂ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନର ଭୋଟଗଣନା ଜାରି ରହିଛି। ଭୋଟଗଣନାର ଦୁଇ ରାଉଣ୍ଡ ଶେଷ ହୋଇଛି। ଏପର୍ଯ୍ୟନ୍ତ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପଛରେ ପକାଇଦେଇଛନ୍ତି। ଦ୍ୱିତୀୟ ରାଉଣ୍ଡ ଗଣନାରେ ଦ୍ରୌପଦୀ ମୁର୍ମୁ ମୋଟ ୧୩୪୯...

ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବ ଟିଏମ୍‌ସି

କୋଲକାତା,୨୧।୭: ଅଗଷ୍ଟ ୭ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜଗଦୀପ ଧନକର ଏନ୍‌ଡିଏ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ମାର୍ଗାରେଟ୍‌ ଆଲ୍‌ଭା। ତେବେ ଉପରାଷ୍ଟ୍ରପତି ନିର୍ବାଚନରୁ ଟିଏମ୍‌ସି ଦୂରେଇ ରହିବ। ଏନେଇ...

ସରିଲା ଦ୍ୱିତୀୟ ରାଉଣ୍ଡ ଗଣତି: ୧୦ ରାଜ୍ୟରେ ଦ୍ରୌପଦୀ ଆଗରେ

ନୂଆଦିଲ୍ଲୀ,୨୧।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଭୋଟଗଣନା ଜାରି ରହିଛି। ଇତିମଧ୍ୟରେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଛି। ପ୍ରଥମ ଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଦ୍ରୌପଦୀ ମୁର୍ମୁ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ରହିଛନ୍ତି।...

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ହେଲେ ଏହା ପୂର୍ବରୁ ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ...

କେନ୍ଦ୍ର ସରକାରଙ୍କୁ ମମତାଙ୍କ ପ୍ରଶ୍ନ: ଆମ ମୃତ୍ୟୁରେ କେତେ ଜିଏସ୍‌ଟି ନେବ

କୋଲକତା,୨୧।୭: ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଗୁରୁବାର ଟାର୍ଗେଟ କରିଛନ୍ତି। ଯଦି ଦହି, ଚାଉଳ, ଏପରିକି ଡାକ୍ତରଖାନା ଶଯ୍ୟା ଉପରେ ଜିଏସ୍‌ଟି ଲାଗୁ କରାଯାଇଛି, ତେବେ ମୃତ୍ୟୁ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri