ଜାତୀୟ

ଅଗ୍ନିପଥ ଆନ୍ଦୋଳନରେ ରେଲଓ୍ବେର ଜଳିଲା ୨୫୯ କୋଟିରୁ ଅଧିକ ସମ୍ପତ୍ତି, ଭରଣା କରିବ କିଏ ?…

ନୂଆଦିଲ୍ଲୀ,୨୧।୭ : କେନ୍ଦ୍ରୀୟ ରେଳ ମନ୍ତ୍ରଣାଳୟ ଲୋକ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁ ଚଳିତ ବର୍ଷ ଭାରତୀୟ ରେଲଓ୍ବେର ୨୫୯.୪୪ କୋଟି ଟଙ୍କାର ସମ୍ପତ୍ତି ଜଳିଛି। ମନ୍ତ୍ରଣାଳୟ ଆହୁରି...

‘ପରିବାର ପକେଟ୍‌ରେ କଂଗ୍ରେସ ସମ୍ପତ୍ତି’

ନୂଆଦିଲ୍ଲୀ,୨୧।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ପଚରାଉଚରା ପାଇଁ ଡକାଯାଇଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସାରା ଦେଶରେ ବିରୋଧ କରିବାକୁ ଯାଉଛନ୍ତି। କଂଗ୍ରେସର ଏହି ପ୍ରତିବାଦକୁ ତାଚ୍ଛଲ୍ୟ କରିଛନ୍ତି ଭାଜପା ନେତା...

ଡ୍ରୋନ୍‌ ଦ୍ୱାରା ସୀମା ପାର୍‌ରୁ ଆସୁଛି ଭାରତକୁ ଅସ୍ତ୍ରଶସ୍ତ୍ର, ଗୁପ୍ତ ସୂଚନା…

ଶ୍ରୀନଗର,୨୧।୭ : ଜମ୍ମୁରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ର ୩ ଟି ବଡ ମଡ୍ୟୁଲର ପର୍ଦ୍ଦାଫାଶ ହେବା ପରେ ଜମ୍ମୁ-କଶ୍ମୀର ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(ଏସ୍‌ଓଜି) ପାକିସ୍ତାନ ନିକଟ କଠୁଆ ଏବଂ ସାମ୍ବା ସୀମାରେ ଏହାର ସୁରକ୍ଷା କାର୍ଯ୍ୟକଳାପକୁ ଜୋରଦାର...

ରାଷ୍ଟ୍ରପତି ନିର୍ବାଚନ, ଭୋଟ୍‌ ଗଣତି ଆରମ୍ଭ

ନୂଆଦିଲ୍ଲୀ,୨୧ା୭: କଡ଼ା ସୁରକ୍ଷା ମଧ୍ୟରେ ପାର୍ଲାମେଣ୍ଟ ହାଉସର ୬୩ ନଂ ରୁମ୍‌ରେ ରାଷ୍ଟ୍ରପତି ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଏହି ଗଣତି ଆରମ୍ଭ ହୋଇଛି। ତେବେ ଆଉ କିଛି ସମୟ ମଧ୍ୟରେ ଭୋଟ୍‌ ଗଣତିର ଫଳାଫଳ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼,୨୧।୭ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ...

ଆମେ ଅସଲି ଶିବସେନା, ଆମକୁ ଦିଅ ଧନୁତୀର ଚିହ୍ନ, ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ଶିନ୍ଦେ ଗୋଷ୍ଠୀ…

ମୁମ୍ବାଇ,୨୧।୭ : ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ବର୍ତ୍ତମାନ ଦଳର ଧନୁତୀର ନିର୍ବାଚନ ଚିହ୍ନ ହାତେଇବା ପାଇଁ ଉଦ୍ୟମ କରୁଛି। ଉଦ୍ଧବ ଠାକରେଙ୍କ ପାଖରେ କମ୍‌ ସଂଖ୍ୟକ ବିଧାୟକ ତଥା ଏମ୍‌ପି ରହିଛନ୍ତି। ତେଣୁ ଶିନ୍ଦେ ଗୋଷ୍ଠୀ ଦାବି...

୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍‌ ଆତଙ୍କବାଦୀ ସଂଗଠନର ୧୦୦ରୁ ଅଧିକ ସଦସ୍ୟ…

ନୂଆଦିଲ୍ଲୀ,୨୧।୭ : ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଆଦି ୪ ରାଜ୍ୟରେ ଗଜଓ୍ବା-ଇ-ହିନ୍ଦ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବାରେ ଲାଗିଛି। ଏସବୁ ରାଜ୍ୟରେ ଏଟିଏସ,ଏନଆଇଏ, ର ଏବଂ ଆଇବି ଏଜେନ୍ସି ଗଜୱା-ଇ-ହିନ୍ଦ ଆତଙ୍କବାଦୀ ମଡେଲ ଉପରେ ନଜର ରଖିବାକୁ...

ରାଜନୈତିକ ବିବାଦ, ପଶ୍ଚିମବଙ୍ଗ ମନରେଗା ବଜେଟ ବନ୍ଦ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ/କୋଲକାତା,୨୧।୭ : କେନ୍ଦ୍ରରେ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ରାଜନୈତିକ ବିବାଦ ନୂଆ କଥା ନୁହେଁ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା)...

ଲକ୍ଷେ ୪୮ ହଜାର ଟପିଲା ସକ୍ରିୟ ମାମଲା …

ନୂଆଦିଲ୍ଲୀ, ୨୧।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି...

୨ ହଜାର କୋଟି ଛାତ୍ରବୃତ୍ତି ଦୁର୍ନୀତି, ପଞ୍ଜାବ ସରକାରଙ୍କୁ କେନ୍ଦ୍ର ମାଗିଲା ଜବାବ…

ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧।୭ : ପଞ୍ଜାବର ପ୍ରାୟ ୨ ଲକ୍ଷ ଦଳିତ ଛାତ୍ର କଲେଜ ପାଠପଢ଼ା ବନ୍ଦ କରିଛନ୍ତି। କାରଣ ପଞ୍ଜାବ ସରକାର କଲେଜକୁ ୨ ହଜାର କୋଟି ଟଙ୍କାର ଛାତ୍ରବୃତ୍ତି ଦେଇ ନାହାଁନ୍ତି। ଜାତୀୟ ଅନୁସୂଚିତ ଜାତି ଆୟୋଗ କହିଛନ୍ତି ଯେ...

୧୫ ବର୍ଷ ପୂର୍ବରୁ ୨୧ ଜୁଲାଇରେ ଦେଶକୁ ମିଳିଥିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧ ।: ଜୁଲାଇ ୨୧ ଭାରତ ଇତିହାସରେ ପୁଣିଥରେ ଏକ ଗୁରୁତ୍ୱ ବହନ କରିବାକୁ ଯାଉଛି । ଦେଶକୁ ୨୧ ଜୁଲାଇ ୨୦୨୨ରେ ମିଳିବାକୁ ଯାଉଛି ଆଉଜଣେ ମହିଳା ରାଷ୍ଟ୍ରପତି । ଦେଶର ୧୫ ତମ ରାଷ୍ଟ୍ରପତି ପାଇଁ ୧୮...

୯.୭୯ ଲକ୍ଷ କେନ୍ଦ୍ରୀୟ ପଦବୀ ଖାଲିପଡ଼ିଛି

ନୂଆଦିଲ୍ଲୀ, ୨୧ା୭: କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଗତବର୍ଷ ମାର୍ଚ୍ଚ ସୁଦ୍ଧା ୪୦.୩୫ ଲକ୍ଷ ପଦବୀ ମଧ୍ୟରୁ ୯.୭୯ ଲକ୍ଷ ପୋଷ୍ଟ ଖାଲି ପଡ଼ିଥିବା କାର୍ମିକ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ଲୋକ ସଭାରେ ସୂଚନା ଦେଇଛନ୍ତି। ବିଭିନ୍ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri