ଜାତୀୟ

‘ରାଜ୍ୟରେ ପୋଲିସ ବି ସୁରକ୍ଷିତ ନୁହନ୍ତି’

ଗୁରୁଗ୍ରାମ,୨୦ା୭: ଡିଏସ୍‌ପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କ ଉପରେ ଖଣି ମାଫିଆମାନେ ଡମ୍ପର ମଡ଼ାଇ ହତ୍ୟା କରିବା ଘଟଣାରେ ହରିୟାଣାର ଭାଜପା ସରକାରଙ୍କୁ ବିରୋଧୀ ଘେରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ବିଧାୟକ କି ଖୋଦ ପୋଲିସ ମଧ୍ୟ...

ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିବା ଘଟଣା: ୫ ମହିଳା ଗିରଫ

ଥିରୁଭାନନ୍ତପୁରମ୍‌,୨୦ା୭: କେରଳର କୋଲାମ ଜିଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସେଠାରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି ଟେଷ୍ଟ ଦେବାକୁ କୁହାଯିବା ଘଟଣାରେ ପୋଲିସ ୫ ମହିଳାଙ୍କୁ ଗିରଫ କରିଛି। ଏ...

ଉଦ୍ଧବଙ୍କୁ ଝଟକା, ଲୋକ ସଭାରେ ଶିନ୍ଦେ ଗ୍ରୁପର ରାହୁଲ ଶେୱାଲେଙ୍କୁ ଶିବସେନା ନେତା ମାନ୍ୟତା ଦେଲେ ସ୍ପିକର

ନୂଆଦିଲ୍ଲୀ,୨୦ ।୭: ଲୋକ ସଭା ଅଧ୍ୟକ୍ଷ ଓମ ବିରଲା ଶିବସେନା ଶିନ୍ଦେ ଗ୍ରୁପର ସଂସଦର ନେତା ପରିବର୍ତ୍ତନ ଦାବିକୁ ସ୍ୱୀକାର କରି ନେଇଛନ୍ତି । ଏବେ ଗୃହରେ ଶିବସେନା ନେତା ହେବେ ରାହୁଲ ଶେୱାଲେ । ଏହାସହ ଭାବନା ଗବଲି...

ଦେଶରେ ୫ବର୍ଷରୁ କମ୍‌ ବୟସ୍କ ପିଲାଙ୍କର ଉଚ୍ଚତା ବଢୁନି, ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୯।୭ : ଦେଶରେ ଏପରି ଅନେକ ରାଜ୍ୟ ଅଛି ଯେଉଁଠାରେ ପିଲାମାନଙ୍କର ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ ବଢୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ ଲିପିବଦ୍ଧ ହୋଇଥିବା ଆକଳନଗୁଡିକ ନିଶ୍ଚିତ କରୁଛି ଯେ ଏହି ରାଜ୍ୟଗୁଡିକରେ ପାଞ୍ଚ ବର୍ଷରୁ...

ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ ଯାଇଥିଲେ। ଏକଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ନେତା ଦାବି କରିଛନ୍ତି। ମଙ୍ଗଳବାର...

ଭାଜପା କରୁଛି ଗଞ୍ଜା ଲଢ଼େଇ, ଜଣେ ମରିଗଲେ କ’ଣ କରିବ ପ୍ରଶ୍ନ କଲେ ଉଦ୍ଧବ…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ସେ ଉତ୍ତର ଭାରତୀୟ ଫେଡେରେଶନର ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, “ତୁମେ ମୋ ତୁଣିରରୁ ଯେତେ ଶର ବାହାର କର ନା କାହିଁକି,...

ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…

ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ସେନାରେ ଆତ୍ମହତ୍ୟା, ୫ ବର୍ଷରେ ୮୧୯ ଘଟଣା…

ନୂଆଦିଲ୍ଲୀ, ୧୯।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୧୯ ସଶସ୍ତ୍ର ବାହିନୀର କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସର୍ବାଧିକ ୬୪୨ ଟି ମାମଲା ସେନାରେ ରିପୋର୍ଟ ହୋଇଛି। ଏହି ସୂଚନା ସରକାର ପ୍ରଦାନ କରିଛନ୍ତି। ରାଜ୍ୟ ସଭାରେ...

ହରିଆଣା ନୁହରେ ପୋଲିସର ଏନ୍‌କାଉଣ୍ଟର: ଡିଏସ୍‌ପି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହରେ ତାୱାଡୁର ଡିଏସ୍‌ପି ସୁରେନ୍ଦର ସିଂ ବିଷ୍ଣୋଇଙ୍କ ହତ୍ୟା ପରେ ପୋଲିସର ଏନ୍‌କାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଏନ୍‌କାଉଣ୍ଟର ସମୟରେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଅବସ୍ଥାରେ ନଲହର ମେଡିକାଲ କଲେଜରେ...

୨୦ ଲକ୍ଷରେ ନିଟ୍‌ ସିଟ୍‌ ବିକ୍ରି, ସିବିଆଇ ସୂଚନା…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଏକ ଠକେଇ ବିଷୟରେ ବଡ଼ ଧରଣର ପର୍ଦ୍ଦାଫାଶ୍‌ ହୋଇଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଗୋଟିଏ ମେଡିକାଲ ସିଟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଠକେଇ କରିଥିବା...

ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଏସ୍‌ପିଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ମିଳିବ ଚାକିରି

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହାଁ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କ ହତ୍ୟା ମାମଲାରେ ଗୃହମନ୍ତ୍ରୀ ଅନୀଲ ବିଜ ଖଣି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ମାଫିଆମାନଙ୍କୁ...

ମେଓ୍ବାତ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କୁ ହତ୍ୟା କରାଯାଇଛି। ଖଣି ମାଫିଆମାନେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ମାଫିଆକୁ ଧରିବା ପାଇଁ ପଚଗାଓଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri