ଜାତୀୟ

ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ କଂଗ୍ରେସର ପ୍ରଶ୍ନ…

ନୂଆଦିଲ୍ଲୀ,୧୭।୭ : ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟ ସଭା ଭାଜପା ନେତା...

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ  ଆରମ୍ଭ ହେବ। ସୁରୁଖୁରୁରେ ଗୃହ ଚଳାଇବା ନେଇ ରବିବାର ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଚଳିତ ଅଧିବେଶନରେ କେନ୍ଦ୍ର ସରକାର ୨୪ଟି ବିଲ ଆଣିବେ। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଗୃହରେ...

ଭାରତକୁ ବଡ଼ ସଫଳତା: ୨୦୦ କୋଟି ଅତିକ୍ରମ କଲା ଟିକାକରଣ

ନୂଆଦିଲ୍ଲୀ,୧୭।୭: କରୋନା ଟିକାକରଣରେ ଭାରତ ବଡ଼ ସଫଳତା ହାସଲ କରିଛି। ଟିକାକରଣରେ ବର୍ତ୍ତମାନ ଭାରତ ୨୦୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ରବିବାର ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ପାୟ ୯୮%...

ଆସାମରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’ ଚିହ୍ନଟ

ଦିସପୁର,୧୭।୭: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଚିନ୍ତା ବଢାଇଲାଣି ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ’। ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ‘ସ୍ବାଇନ୍‌ ଫ୍ଲୁ ’ମାମଲା ଚିହ୍ନଟ ହୋଇଛି। ଦିବ୍‌ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ ପଜିଟିଭ୍‌...

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି। ଏହି ସମୟରେ, ଆମ ଆଦମୀ ପାର୍ଟି (ଏଏପ) ସିଙ୍ଗରୋଲିରେ ଏକ ଜୋରଦାର ଏଣ୍ଟ୍ରି...

ଫସିରହିଥିବା କୈଳାସ ତୀର୍ଥଯାତ୍ରୀଙ୍କୁ ୩୬ ଘଣ୍ଟା ପରେ ଉଦ୍ଧାର

ଡେରାଡୁନ୍‌,୧୭।୭: ୩୬ ଘଣ୍ଟା ପରେ ଫସିରହିଥିବା ୪୦ ଜଣ କୈଳାସ ତୀର୍ଥଯାତ୍ରୀଙ୍କୁ ରବିବାର ଉଦ୍ଧାର କରାଯାଇଛି। ଉତ୍ତରାଖଣ୍ଡ କୈଳାସ ମାନସରୋବର ରାସ୍ତାରେ ବଡ଼ବଡ଼ ଶିଳାଖଣ୍ଡ ଯୋଗୁ ରାସ୍ତା ବନ୍ଦ ରହିଥିଲା। ଫଳରେ କୈଳାସ ଯାତ୍ରାରୁ ଫେରିବା ବେଳେ ତୀର୍ଥଯାତ୍ରୀମାନେ ବୁନ୍ଦି...

ଭୁଲ ଯୋଗୁ ଜେଲରେ ବନ୍ଦ ଥିବା ଲୋକଙ୍କୁ ମିଳୁ ନିଯୁକ୍ତି, କଂଗ୍ରେସ ଏମ୍‌ପି ଲୋକ ସଭାରେ ଆଣିବେ ବିଲ୍‌ …

ନୂଆଦିଲ୍ଲୀ,୧୭।୭ : କଂଗ୍ରେସ ଏମ୍‌ପି ମହମ୍ମଦ ଜାଭେଦ ରବିବାର କହିଛନ୍ତି ଯେ ସଂସଦର ମୌସୁମୀ ଅଧିବେଶନରେ ସେ ଜଣେ ବ୍ୟକ୍ତିଗତ ସଦସ୍ୟଙ୍କ ବିଲ ଆଗତ କରିବାକୁ ଯୋଜନା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଭୁଲ ଜେଲ ଦଣ୍ଡାଦେଶ କ୍ଷତିପୂରଣ ଏବଂ ଭୁଲ...

ମାଲଦାରେ ବୋମା ବିସ୍ଫୋରଣ…

କୋଲକାତା,୧୭।୭ : ପଶ୍ଚିମବଙ୍ଗ ମାଲଦାରେ ବୋମା ବିସ୍ଫୋରଣ ଘଟିଛି। ସ୍ଥାନୀୟ ଗୋପାଳପୁରର ମାଣିକଚୌକରେ ରବିବାର ଏହା ଘଟିଛି। ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ...

ଦେଶରେ ୨୦୦ କୋଟି ଅତିକ୍ରମ କରିବ ଟିକାକରଣ

ନୂଆଦିଲ୍ଲୀ,୧୭।୭: ଦେଶରେ ଜାରି ରହିଛି ଟିକାକରଣ। ଖୁବ୍‌ଶୀଘ୍ର ଟିକାକରଣରେ ୨୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଶନିବାର ମୋଟ ୧୦ ଲକ୍ଷ ହିତାଧିକାରୀ ଟିକା ନେଇଥିବା...

ଅଢ଼େଇ ମାସରେ ୧୬ ବିମାନରେ ଯାନ୍ତ୍ରିକ ତ୍ରୁଟି…

ନୂଆଦିଲ୍ଲୀ,୧୭।୭ : ରବିବାର ଏକ ଇଣ୍ଡିଗୋ ବିମାନ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରିଛି। ବୈଷୟିକ ତ୍ରୁଟି ଯୋଗୁ ବିମାନଟିକୁ ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ଜୁଲାଇ ୫ରେ ମଧ୍ୟ ସ୍ପାଇସଜେଟର ଏକ ବିମାନ କରାଚିରେ...

ଘରୋଇ କମ୍ପାନୀ ଭାରତୀୟ ସେନା ପାଇଁ ନିର୍ମାଣ କରିବେ ହେଲିକପ୍ଟର, ପ୍ରତିରକ୍ଷା ମନ୍ତ୍ରଣାଳୟ ଦେବେ ଅନୁମତି…

ନୂଆଦିଲ୍ଲୀ,୧୭।୭ : ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା (ଡିଏପି)ର ମାନୁଆଲରେ ପରିବର୍ତ୍ତନ ଆଣିବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହା ଅନ୍ତର୍ଗତ ଘରୋଇ କମ୍ପାନୀଗୁଡ଼ିକ ଭାରତୀୟ ସେନାଙ୍କ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ମଧ୍ୟ ଅନୁମତି ଦିଆଯିବ। ଏହା ସାମରିକ...

ଗାଁରେ ଅନୁଷ୍ଠିତ ହେବ ମହିଳା ଅଦାଲତ…

ନୂଆଦିଲ୍ଲୀ,୧୭।୭ : ମହିଳା ସୁରକ୍ଷା ଏବଂ ଅଧିକାର ସହ ଜଡିତ ସମସ୍ୟାର ସମାଧାନ ପାଇଁ ଗ୍ରାମ ପଞ୍ଚାୟତରେ ମହିଳା ଅଦାଲତ ଅନୁଷ୍ଠିତ ହେବ। ସାତରୁ ୧୧ ଜଣ ମହିଳା ସଦସ୍ୟଙ୍କ ଏକ ଗୋଷ୍ଠୀ, ମହିଳାମାନଙ୍କର ଅଧିକାର ଏବଂ ଆଇନ ପ୍ରଣାଳୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri