ଜାତୀୟ

ଅନୁମତି ନ ନେଇ ଦ୍ୱିତୀୟ ବିବାହ କରିଥିଲେ ପିଲାଙ୍କୁ ମିଳିବନି ଚାକିରି

ପାଟନା,୧୬।୭: ବିହାର ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କଲେ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ,...

ବିଷାକ୍ତ ଖାଦ୍ୟ ଖାଇ ୧୫୦ ଛାତ୍ରୀଛାତ୍ର ଅସୁସ୍ଥ

ହାଇଦ୍ରାବାଦ,୧୬।୭: ବିଷାକ୍ତ ଖାଦ୍ୟ ଖାଇ ତେଲଙ୍ଗାନା ନିର୍ମଲ ଜିଲାର ରାଜୀବ ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ନଲେଜ୍‌ ଟେକ୍ନୋଲୋଜିର ୧୫୦ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରିକି ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ମେଡିକାଲ ଟିମ୍‌...

ପୂର୍ବତନ ବାଚସ୍ପତି ନିର୍ମଳ ସିଂଙ୍କ ପରଲୋକ

ଚଣ୍ଡିଗଡ଼,୧୬।୭: ପଞ୍ଜାବର ପୂର୍ବତନ ବାଚସ୍ପତି ତଥା ଶିରୋମଣି ଅକାଳୀ ଦଳର ବରିଷ୍ଠ ନେତା ନିର୍ମଳ ସିଂ କାହଲୋନଙ୍କ ଶନିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନର ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ...

କାଉଡିଆଙ୍କୁ ନଜର ରଖିବ ଡ୍ରୋନ୍‌

ଡେରାଡୁନ୍‌,୧୬।୭: କାଉଡିଆ ଯାତ୍ରାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡଭାଇଜରି ଜାରି କରିବା ପରେ ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଡ୍ରୋନ ନିୟୋଜିତ କରାଯାଇଛି। ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର...

କାଉଡିଆ ଯାତ୍ରା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଡଭାଇଜରୀ ଜାରି କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଡେରାଡୁନ,୧୬।୭: ଶ୍ରାବଣ ମାସ ଆରମ୍ଭ ହୋଇଛି। ଗତ ୨ବର୍ଷ କରୋନା ଯୋଗୁ କାଉଡିଆ ଯାତ୍ରା ବନ୍ଦ ରହିଥିଲା। ତେବେ ଚଳିତ ବର୍ଷ ଭକ୍ତମାନଙ୍କ ପାଇଁ ବୋଲବମ୍‌ ଯାତ୍ରା ଅନୁଷ୍ଠିତ ହୋଇଛି। ଶ୍ରାବଣ ମାସ ଆରମ୍ଭ ହେବା ସହ ଶିବଭକ୍ତଙ୍କ କାଉଡିଆ...

୩୬୨ କୋଟିର ହେରୋଇନ୍‌ ଜବତ

ମୁମ୍ବାଇ,୧୬।୭: ମୁମ୍ବାଇ ପୋଲିସ ନଭି ମୁମ୍ବାଇ ବନ୍ଦରରୁ ୩୬୨ କୋଟି ଟଙ୍କାର ମୂଲ୍ୟ ହେରୋଇନ ଜବତ କରିଛି। ଯାଞ୍ଚ ବେଳେ ୧୬୮ଟି ପ୍ୟାକେଟରେ ୭୩.୦୫ କେ.ଜି ହେରୋଇନ୍‌ ମିଳିଥିଲା। ଅନ୍ୟପକ୍ଷେ ଜାହାଜଟି ହାଭା ଶେଭା ପୋର୍ଟରୁ ନଭି ମୁମ୍ବାଇ ବନ୍ଦରରେ...

ଜେଏମ୍‌ଏମ୍‌ ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବ ଜେଡି(ଏସ୍‌)

ବେଙ୍ଗାଲୁରୁ,୧୬।୭: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରତି ବଢୁଛି ରାଜନୈତିକ ଦଳର ସମର୍ଥନ। ନିକଟରେ ଜେଏମ୍‌ଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ କରିଥିବା ବେଳେ ଏବେ ଜେଡି(ଏସ୍‌) ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି। ଦଳୀୟ ନେତା ବନ୍ଦେପ୍ପା କାଶେମପୁର...

ଲିଭ୍‌-ଇନ୍‌ରେ ରହିଲେ ବଳାତ୍କାର ମାମଲା କରିପାରିବେନି ମହିଳା

ନୂଆଦିଲ୍ଲୀ, ୧୬ା୭: ନିଜ ଇଚ୍ଛାରେ କୌଣସି ପୁରୁଷଙ୍କ ସହ ଲିଭ୍‌-ଇନ୍‌ ରିଲେଶନରେ ରହି ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ସମ୍ପୃକ୍ତା ମହିଳା ତାଙ୍କ ବିରୋଧରେ ବଳାତ୍କାର ମାମଲା କରିପାରିବେ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ...

ପୂର୍ବାହ୍ନ ୯.୩୦ରେ ଶୁଣାଣି କଲେ ଜଷ୍ଟିସ୍‌ ଲଳିତ

ନୂଆଦିଲ୍ଲୀ,୧୬ା୭: ସୁପ୍ରିମକୋର୍ଟରେ ପୂର୍ବାହ୍ନ ୧୦ଟା ୩୦ ମିନିଟରେ ମାମଲାଗୁଡ଼ିକର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟରେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ହେବାକୁ ଯାଉଥିବା ଜଷ୍ଟିସ୍‌ ୟୁ.ୟୁ. ଲଳିତ...

୧୪ ଥର ଗର୍ଭପାତ କରାଇଥିଲେ ପ୍ରେମିକ

ନୂଆଦିଲ୍ଳୀ ୧୬ା୭: ପ୍ରେମିକ ଜୋରଜବରଦସ୍ତି ଗର୍ଭପାତ କରାଇବା କାରଣରୁ ଦିଲ୍ଲୀର ଜଣେ ୩୩ ବର୍ଷୀୟା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଗତ ୫ ତାରିଖରେ ଜଇତପୁର ଅଞ୍ଚଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ...

ମୌସୁମି ଅଧିବେଶନକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ଲୋକ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬ ।୭: ସଂସଦର ମୌସୁମି ଅଧିବେଶନ ୧୮ ଜୁଲାଇ ସୋମବାର ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରାୟ ୨୪ ନୂଆ ବିଲ ଉପସ୍ଥାପନ ହେବାର ପ୍ରସ୍ତାବ ରହିଛି । ଏହି ଅଧିବେଶନର ଠିକ୍ ପୂର୍ବରୁ ସ୍ପିକର ସର୍ବଦଳୀୟ ବୈଠକ...

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ଏମ୍‌ପି

ଚଣ୍ଡିଗଡ଼, ୧୬ା୭: ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦକୁ ଆସଛନ୍ତି ପଞ୍ଜାବ ଏମ୍‌ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍‌ ସିଂ ମାନ୍‌। ସିମ୍ରନ୍‌ଜିତ କହିଛନ୍ତି, ‘ଭଗତ ସିଂ ଇଂଲିଶ ନୌସେନାର ଜଣେ ଯୁବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri