ଜାତୀୟ

ନୂପୁରଙ୍କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀର ସମାଲୋଚନା, ଏହା ଶୀର୍ଷକୋର୍ଟଙ୍କ ଅବମାନନା ନୁହେଁ ବୋଲି କହିଲେ ଆଟର୍ନି ଜେନେରାଲ…

ନୂଆଦିଲ୍ଲୀ,୧୪।୭ : ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଟିପ୍ପଣୀ ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଶୀର୍ଷକୋର୍ଟଙ୍କ ଟିପ୍ପଣୀକୁ ସମାଲୋଚନା କରାଯାଇଥିଲା। କରି ଏହାର ଉତ୍ତରରେ ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ ସମାଲୋଚକଙ୍କ ବିରୋଧରେ ଅବମାନନା ମାମଲା ଚଳାଇବାକୁ...

ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ବାହାରିଲେ କଂଗ୍ରେସର ବରିଷ୍ଠ ନେତା

ନୂଆଦିଲ୍ଲୀ,୧୪।୭: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ସେ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ସମର୍ଥନ ଦେବାକୁ ପରାମର୍ଶ ଦେଇଛନ୍ତି। ପ୍ରମୋଦ ଟୁଇଟ୍‌ କରି କହିଛନ୍ତି, ପଣ୍ଡିତ ମୋତିଲାଲ ନେହେରୁଙ୍କଠାରୁ...

ବାମପନ୍ଥୀ-ଚରମପନ୍ଥୀଙ୍କୁ ସୁରକ୍ଷା ଦେବାକୁ କରାଯାଉଛି କି କୋର୍ଟର ବ୍ୟବହାର, ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୪।୭ : ମାଓବାଦୀ ବିରୋଧୀ ଅପରେଶନ ସମୟରେ ଛତିଶଗଡରେ ଆଦିବାସୀଙ୍କ ହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସୁପ୍ରିମକୋର୍ଟ(ଏସ୍‌ସି) ଏକ ୧୩ ବର୍ଷ ପୁରୁଣା ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କା...

ଉଦ୍ଧବଙ୍କ ରାଜନୈତିକ ଅସ୍ତିତ୍ୱ ଉପରେ ସଙ୍କଟ, ଶିନ୍ଦେଙ୍କୁ ଭେଟିଲେ ୧୫ ଏମ୍‌ପି…

ମୁମ୍ବାଇ,୧୪।୭ : ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବାର ଆହ୍ବାନ ବର୍ତ୍ତମାନ ମହାରାଷ୍ଟ୍ରର କ୍ଷମତା ହରାଇଥିବା ଉଦ୍ଧବ ଠାକରେଙ୍କ ସାମ୍ନାରେ ସୃଷ୍ଟି ହୋଇଛି। ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ଏବେ ୪୦ ଜଣ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ସମର୍ଥନ କରୁଛନ୍ତି...

ଜେଲ୍‌ରେ ଥାଇ ଅଭିଯୋଗ ଆଣିଲେ ସିଦ୍ଧୁ

ପଟିଆଲା,୧୪।୭: ରୋଡରେଜ୍‌ ମାମଲାରେ ପଟିଆଲା ସେଣ୍ଟ୍ରାଲ ଜେଲରେ ଜେଲଦଣ୍ଡ ଭୋଗୁଥିବା ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସିଦ୍ଧୁଙ୍କ ସହ ରହୁଥିବା କଏଦୀମାନେ ତାଙ୍କ ସହ ଦୁର୍ବ୍ୟବହାର କରୁଥିବା ସେ ଅଭିଯୋଗ...

ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…

ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ ମଧ୍ୟରେ ଉଚ୍ଚ ଫୁଟଫଲ ସ୍ଥାନରେ ୩୦ ଡମି ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ (ଆଇଇଡି)...

ପିଏଫ୍‌ଆଇର ମିଶନ ୨୦୪୭ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌…

ପାଟନା,୧୪।୭ : ବିହାରର ରାଜଧାନୀ ପାଟନାରେ ପିଏଫଆଇ ନାମରେ ଏକ ବଡ ଆତଙ୍କବାଦୀ ତାଲିମ କେନ୍ଦ୍ରର ପଦର୍ଦ୍ଦାଫାଶ ହୋଇଛି। ଚଢ଼ାଉ ସମୟରେ ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏଥିମଧ୍ୟରେ...

ମୁସେୱାଲାଙ୍କ ହତ୍ୟା ପଛରେ ୬୦ ଗ୍ୟାଙ୍ଗଷ୍ଟରଙ୍କ ହାତ, ଯାଞ୍ଚ୍‌ କରୁଛନ୍ତି ୬୦୦ ପୋଲିସ…

ଚଣ୍ଡିଗଡ଼,୧୪।୭ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାରେ ପ୍ରାୟ ୬୦ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତି ରହିଛି। ଦିଲ୍ଲୀ ଏବଂ ପଞ୍ଜାବ ପୋଲିସର ଏକ ବଡ ପୋଲିସ ଟିମ୍‌ ଘଟଣାର ତଦନ୍ତରେ ନିୟୋଜିତ ଅଛନ୍ତି।...

ବାବ୍ରି ଭଙ୍ଗ ପରବର୍ତ୍ତୀ ସ୍ଥିତି ସମାଜରେ ସୃଷ୍ଟି ନହେଉ,ପୂଜାସ୍ଥଳ ଅଧିନିୟମ ସମର୍ଥନରେ ଏସ୍‌ସିଙ୍କ ଦ୍ୱାରସ୍ଥ ହେଲେ ମୁସଲମାନ ସଂଗଠନ…

ନୂଆଦିଲ୍ଲୀ,୧୪।୭ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପ୍ଲେସ ଅଫ ଓ୍ବରଶିପ୍‌ ଆକ୍ଟ (ପୂଜାସ୍ଥଳ ଅଧିନିୟମ) କୁ ସମର୍ଥନ କରି ସୁପ୍ରିମକୋର୍ଟ(ଏସ୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଜାରି ରହିଥିବ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରି ବୋର୍ଡ ଏହି...

ସଂସଦରେ ଦୁର୍ନୀତିଗ୍ରସ୍ତ-ଦେଶଦ୍ରୋହୀ ଆଦି ଶବ୍ଦ ବ୍ୟବହାର ଉପରେ ଲାଗିଲା ରୋକ…

ନୂଆଦିଲ୍ଲୀ,୧୪।୭ : ବର୍ତ୍ତମାନ ଲୋକସଭା ଏବଂ ରାଜ୍ୟସଭାରେ ଗୃହର କାର୍ଯ୍ୟ ସମୟରେ କେତେକ ଶବ୍ଦର ବ୍ୟବହାର କରିବା ଭୁଲ ଏବଂ ସଂସଦୀୟ ବିବେଚନା କରାଯିବ। କେତେକ ତାଲିକାଭୁକ୍ତ ଶବ୍ଦଗୁଡିକୁ ଗୃହ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତ କରାଯିବ ନାହିଁ । ଲୋକ ସଭା...

୨୨ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୮ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୭ : ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବ ହେତୁ ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଲଗାତାର ବର୍ଷା ଯୋଗୁ ବିଭିନ୍ନ ନଦୀର ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଏହି କ୍ରମରେ, ଜୁଲାଇ...

କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହରିଦ୍ୱାରରେ ହଜାର ହଜାର ଶିବଭକ୍ତ ରୁଣ୍ଡ ହେବାକୁ ଲକ୍ଷ୍ୟ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri